Home ଆନ୍ତର୍ଜାତୀୟ ଆଇଫୋନ ବ୍ୟବହାର କରିବାରୁ ସାମସଙ୍ଗ ବ୍ରାଣ୍ଡ ଆମ୍ବାସଡରଙ୍କ ନାମରେ କେସ

ଆଇଫୋନ ବ୍ୟବହାର କରିବାରୁ ସାମସଙ୍ଗ ବ୍ରାଣ୍ଡ ଆମ୍ବାସଡରଙ୍କ ନାମରେ କେସ

2871

ଭୁବନେଶ୍ୱର;୨୮,ଅକ୍ଟୋବର:ସାମସଙ୍ଗ କମ୍ପାନୀର ରୁଷ ଅମ୍ବାସଡର ସୋନିୟା ଶୋବଚାକ ଏକ ଟିଭି ଇଣ୍ଟରଭିଉ ସମୟରେ ଆଇଫୋନ-ଏକ୍ସ ବ୍ୟବହାର କରିବାକୁ ନେଇ ତାଙ୍କ ନାମରେ ସାମସଙ୍ଗ କମ୍ପାନୀ ୧୨ କୋଟି ଟଙ୍କାର ମକଦ୍ଦମା କରିଛି।ଇଣ୍ଟରଭିଉ ସମୟରେ ମଧ୍ୟ ସୋନିଆ ଏକ ପେପରରେ ତାଙ୍କ ଆଇ ଫୋନ ଲୁଚାଉଥିବାର ଦେଖାଯାଉଛି।ବାସ୍ତବରେ ସାମସଙ୍ଗ ସହ କଣ୍ଟ୍ରାକ୍ଟ ଅନୁଯାୟୀ ସୋନିୟା ସାର୍ବଜନୀକ ସ୍ତରରେ ପ୍ରତିଦ୍ୱନ୍ଦୀ କମ୍ପାନୀର ମୋବାଇଲ ବ୍ୟବହାର କରିବାର ନଥିଲା।/ଦେବଦତ୍ତ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.