Home ଓଡ଼ିଶା ୧୮ରେ କଟକ ଆସିବେ ଅମିତ ଶାହା

୧୮ରେ କଟକ ଆସିବେ ଅମିତ ଶାହା

146

କଟକ:ଚଳିତ ମାସ ୧୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ତଥା କଟକ ଗସ୍ତରେ ଆସିବେ।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ।ଶାହା କଟକର ୪ଟି ଭିର୍ଣ୍ଣ ଭିର୍ଣ୍ଣ ସ୍ଥାନରେ ବୁଥ୍‌ ସ୍ତରୀୟ ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡ଼ିଛି।।ତେବେ କେଉଁ କେଉଁ ସ୍ଥାନରେ କାର୍ଯ୍ୟକ୍ରମ ହେବ ତାହା ଜଣାପଡ଼ି ନାହିଁ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.