Home ଆନ୍ତର୍ଜାତୀୟ ବାୟୁସେନା କୋଟି କୋଟି ଭାରତୀୟଙ୍କ ଭାବନାକୁ ବାସ୍ତବିକ ରୂପ ଦେଲା:ଆରଏସଏସ

ବାୟୁସେନା କୋଟି କୋଟି ଭାରତୀୟଙ୍କ ଭାବନାକୁ ବାସ୍ତବିକ ରୂପ ଦେଲା:ଆରଏସଏସ

1067

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ସର ସଂଘ ଚାଳକ ମୋହନ ଭାଗବତ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକକୁ ନେଇ କହିଛନ୍ତି,ଏହା ଦ୍ୱାରା ପୁଲବାମା ସହିଦଙ୍କର ୧୩ ଦିନ ଠିକ୍ ଭାବରେ ପୂର୍ଣ୍ଣ ହେଲା।ସେହିପରି ସର କାର୍ଯ୍ୟବାହ ସୁରେଶ (ଭାୟାଯୀ) ଯୋଶୀ କେନ୍ଦ୍ର ସରକାର ଏବଂ ଭାରତୀୟ ବାୟୁସେନାକୁ ଶୁଭେଛା ଜଣାଇବା ସହ କହିଛନ୍ତି,ବାୟୁସେନା କୋଟି କୋଟି ଭାରତୀୟଙ୍କ ଭାବନାକୁ ବାସ୍ତବିକ ରୂପ ଦେଲା।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.