ଆନ୍ତର୍ଜାତୀୟ

ପ୍ରଥମ ମହିଳା ନୌଭରୀ ଶାଢ଼ୀ ପିନ୍ଧି ସ୍କାଇଡାଇଭ୍ କରି କଲେ ରେକର୍ଡ଼

ନୂଆଦିଲ୍ଲୀ ୧୩-୨ (ଓଡ଼ିଆ ପୁଅ) ମହିଳା ଏବଂ ଶାଢ଼ୀର ଏକ ଅଦ୍ଭୁତ ସଂଯୋଜନ। ସେ ଶିଳ୍ପା ସେଟ୍ଟୀ କୁଂନ୍ଦ୍ରାଙ୍କ ପରି ଏକ ଆଧୁନିକ ସ୍ପର୍ଶ ଦେଇଥିବା ମହିଳା ହୁଅନ୍ତୁ କିମ୍ବା ପାରଂପରିକ ଢଙ୍ଗରେ ପିନ୍ଧିଥିବା ଦୀପିକା ପାଦୁକୋଣ ହୁଅନ୍ତୁ ଶାଢ଼ୀରେ ଏମାନେ ଆମମାନଙ୍କର ନିଶ୍ଟିତ ଭାବରେ ଦୃଷ୍ଟି ଆକର୍ଷଣ କରିଥାନ୍ତି।

ଆଡ଼୍ଭେଞ୍ଚରିଷ୍ଟ ଏବଂ ପଦ୍ମଶ୍ରୀ ଶୀତଲ ରାଣେ-ମହାଜନ ନୌଭରୀ ଶାଢ଼ୀ ପିନ୍ଧି ଥାଇଲାଣ୍ଡରେ ସ୍କାଇଡାଇଭ କରିଛନ୍ତି। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଏବଂ ଦୁଇଟି ନଅ ବର୍ଷୀୟ ପୁଅଙ୍କର ମା’ ପୂର୍ବରୁ ହିଁ ୧୮ଟି ରାଷ୍ଟ୍ରୀୟ ସ୍କାଇଡାଇଭିଂଗ ରେକର୍ଡ, ଛଅଟି ଅନ୍ତରାଷ୍ଟ୍ରୀୟ ରେକର୍ଡ଼ର ଅଧିକାରୀଣି। ଏହା ଏକ ଅସାଧାରଣ ଉପଲବ୍ଧି ନିଶ୍ଚୟ। ଦେଖନ୍ତୁ ରୋହନ୍ କର୍କରେଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡ଼ିଓଟି …

Posted by Rohan Karkare on Monday, 12 February 2018

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top