Home ଓଡ଼ିଶା କୋରାପୁଟରେ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ – ୫ ଅଟକ

କୋରାପୁଟରେ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ – ୫ ଅଟକ

662

କୋରାପୁଟ ୨୨-୧୨ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ପଟାଙ୍ଗୀ ଥାନା ଅଞ୍ଚଳରୁ ଏକ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ଚିଲିକାପାଲମରୁ ସେମିଳିଗୁଡ଼ା ଆସୁଥିଲା ଏହି ବିସ୍ଫୋରକ ବୋଝେଇ ଟ୍ରକ୍। ଏହି ଘଟଣାରେ ୫ ଜଣ ଅଟକ ରଖି ପଟରା ଉଚରା କରୁଛି ପୋଲିସ୍ । ଏହି ୫ ଜଣଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଲୋକ ଥିବାର ସୂଚନା ମିଲିଛି। ତେବେ କିଏ ଏବଂ କେଉଁ କାରଣରୁ ଏହି ବିସ୍ଫୋରକ ବୋଝେଇ ଟ୍ରକ୍ ଆଣିଥିଲା ଏହାର ତଦନ୍ତ ଜାରି ରଖିଛି ପୋଲିସ୍।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.