ad
ଓଡ଼ିଶା

ଓଲଟିଲା ପିକ୍ଅପ୍ ଭ୍ୟାନ୍ : ୩ ମୃତ, ୧୦ ଗୁରୁତର

ମାଲକାନଗିରି ୧୧-୨ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ମାଥିଲି ଥାନା ସଲପପଦର ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିଥିବାର ଖବର ମିଳିଛି। ପିକ୍ଅପ୍ ଭ୍ୟାନ୍ ଓଲଟିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୦ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାଙ୍ଗାମରୁ ମାଥିଲି ଯିବାବେଳେ ଏହି ଦୁର୍ଘଟଣା ଘଟିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top