ad
ଅପରାଧ

ଶ୍ରୀମନ୍ଦିରରେ ପର୍ଯ୍ୟଟକଙ୍କ ପକେଟମାର

ପୁରୀ, ୧୪/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀମନ୍ଦିରରେ ପୁଣି ପର୍ଯ୍ୟଟକଙ୍କ ପକେଟରୁ ଟଙ୍କାଲୁଟ। ଗୁରୁବାର ପୂର୍ବାହ୍ନରେ ଘଟିଛି ଏହି ଘଟଣା। ପୁର୍ବାହ୍ନ ୯ଟା୨୦ମିନିଟ୍  ସମୟରେ କୋଲକାତା ସଲ୍ଟଲେକ ଅଞ୍ଚଳର ସନ୍ଦୀପ କୁମାର ସୋରେନ ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଏହି ଲୁଟ ହୋଇଛି। ନିଜ ଝିଅର ଜନ୍ମଦିନ ଥିବାରୁ ସେ ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ଗରୁଡ଼ସ୍ତମ୍ଭ ସମ୍ମୁଖରେ ନିଜର ଝିଅ ୨ବର୍ଷର ଝିଅକୁ ଉପରକୁ ଟେକି ସେ ମହାପ୍ରଭୁଙ୍କ ଦର୍ଶନ କରାଉଥିବାବେଳେ କେହି ତାଙ୍କ ପକେଟରୁ ୬ହଜାର ଟଙ୍କା ଲୁଟି ନେଇଥିଲା। ଏ ସଂପର୍କରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ସେ କହିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top