ad
ଓଡ଼ିଶା

ପଦ୍ମଶ୍ରୀ ବାଣୀକଣ୍ଡ ନିମାଇ ଚରଣ ହରିଚନ୍ଦନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପୁରୀ, ୧୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଓଡିଶା ତଥା ଭାରତର ସୁନାମଧନ୍ୟ ଭଜନ ଜଣାଣ ଚମ୍ପୁ ଓ ପଲିଗୀତର କଣ୍ଠଶିଳ୍ପୀ ବାଣୀକଣ୍ଠ ନିମାଇ ଚରଣ ହରିଚନ୍ଦନଙ୍କ ଏକ ପୂର୍ଣ୍ଣାଙ୍ଗ ମୂର୍ତ୍ତି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଉନ୍ମୋଚିତ ହୋଇଛି। ରାଜ୍ୟ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ପୂର୍ଣ୍ଣାଙ୍ଗ ମୂର୍ତ୍ତିର ଅନାବରଣ କରିଥିଲେ। ଏହି ଉତ୍ସବରେ ମଧ୍ୟ ରାଜ୍ୟ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top