ONGC ଜାହାଜରେ ବିଷ୍ପୋରଣ, ପାଞ୍ଚ ଜଣଙ୍କର ମୃତ୍ୟୁ

କୋଚିନ ୧୩-୨ (ଓଡ଼ିଆ ପୁଅ) କେରଳର କୋଚିନ ଶିପୟାର୍ଡରେ ବିଷ୍ପୋରଣରେ ପାଞ୍ଚଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣାରେ ୧୫ ଜଣ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମଙ୍ଗଳବାର ସକାଳେ କୋଚିନ ଶିପୟାର୍ଡରେ ହୋଇଛି। କୁହାଯାଉଛିଯେ, ଯେଉଁ ଜହାଜରେ ବିଷ୍ପୋରଣ ହୋଇଛି ତାହା ଓଏନଜିସିର ଅଟେ।

ସିଏସଏଲର ପ୍ରବକ୍ତା କହିଛନ୍ତି କି ବନ୍ଦର ଭିତରେ ଫସି ୧୧ ଜଣ ଲୋକଙ୍କୁ ବଞ୍ଚାଯାଇପାରିଲା। ଏବଂ ସହରର ବିଭିନ୍ନ ହସ୍ପଟାଲରେ ଭର୍ତ୍ତି କରାଯାଇଛି। ବନ୍ଦରରେ ଫସିଥିବା ଦୁଇ ଜଣ ଅନ୍ୟ ଲୋକଙ୍କୁ ବଞ୍ଚାଇବା ପାଇଁ ପ୍ରଯାସ ଜାରି ରହିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଜାହାଜକୁ ରିପେୟାରିଙ୍ଗ ପାଇଁ ନିଆଯାଉଥିଲା ଏବଂ ଏହି ସମୟରେ ସେଥିରେ ନିଆଁ ଲାଗି।ାଇଥିଲା।

Leave a Reply

Your email address will not be published. Required fields are marked *