ଜେଟ ଏଆରୱେଜର ଫ୍ଲାଇଟ ଲ୍ୟାଣ୍ଡିଂ ପରେ ତା’ର ଚକା ରନ୍ ୱେ ରୁ ଯାଇ ମାଟିରେ ପଶିଲା – ସମସ୍ତ ଯାତ୍ରୀ ସୁରକ୍ଷିତ

ଗୌହାଟି ୧୨-୯ (ଓଡ଼ିଆ ପୁଅ) ଗୌହାଟୀ-ଜୋରହାଟ ଜେଟ ଏଆରୱେଜର ଫ୍ଲାଇଟ S2 4363  ଲ୍ୟାଣ୍ଡିଂ ପରେ ମୋଡ଼ାଣି ନେବା ସମୟରେ ଫ୍ଲାଇଟର ଗୋଟିଏ ଚକା ରନ୍ ୱେ ରୁ ଯାଇ ମାଟିରେ ପଶିଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓଲ୍ହାଇ ଦିଆଯାଇଥିବା ଜେଟ ଏଆରୱେଜ ପ୍ରବକ୍ତା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *