Home ଓଡ଼ିଶା ପୁଣି ଥରେ ପ୍ରେମ ପାଇଁ ପ୍ରସ୍ତୁତ ନୁହେଁ : ନେହା କକ୍କର୍

ପୁଣି ଥରେ ପ୍ରେମ ପାଇଁ ପ୍ରସ୍ତୁତ ନୁହେଁ : ନେହା କକ୍କର୍

124

ମୁମ୍ବାଇ: ଆକ୍ଟର ହିମାଂଶ କୋହଲୀଙ୍କ ସହ ବ୍ରେକ ଅପ ହେବା ପରେ ବଲିଉଡ଼ ପ୍ରସିଦ୍ଧ ଗାୟିକା ନେହା କକ୍କର୍ କହିଛନ୍ତି ଏକ ଖରାପ ଅନୁଭବ ସହ,ମୁଁ ପୁଣି ଥରେ ପ୍ରେମ ପାଇଁ ପ୍ରସ୍ତୁତ ନୁହଁ।ନେହା କହିଛନ୍ତି,ମୁଁ ଯେତେବେଳେ ରିଲେସନ ସିପରେ ଥିଲି,ସେତେବେଳେ ମୁଁ ମୋ ପରିବାର ଏବଂ ବନ୍ଧୁମାନଙ୍କ ସହ ସମୟ ଦେଇପାରୁ ନଥିଲି।ଏହା ସହ ନେହା କହିଛନ୍ତି ସିଙ୍ଗଲ ରହିବା ତାଙ୍କ ଜୀବନର ସବୁଠାରୁ ଭଲ ଅନୁଭୂତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.