Home ଓଡ଼ିଶା ମୁଲାୟମଙ୍କର ବୟସ ହେଇଗଲାଣି,କିଛି ମନେ ରହୁନି : ରାବିଡ଼ୀ ଦେବୀ

ମୁଲାୟମଙ୍କର ବୟସ ହେଇଗଲାଣି,କିଛି ମନେ ରହୁନି : ରାବିଡ଼ୀ ଦେବୀ

103

ପାଟଣା:ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂ ଯାଦବଙ୍କର ବୟସ ହେଇଗଲାଣି।ତାଙ୍କର କିଛି ମନେ ରହୁନି।ତାଙ୍କ ମୁଣ୍ଡ କାମ କରୁନି।କେତେବେଳେ କ’ଣ କହି ଦେଉଛନ୍ତି।ତାଙ୍କ କଥାର କୌଣସି ମୂଲ୍ୟ ନାହିଁ।ଏପରି କହିଛନ୍ତି ଲାଲୁ ଯାଦବଙ୍କର ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ୀ ଦେବୀ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପୁନର୍ବାର ବିଜୟ କାମନା ନେଇ ମୁଲାୟମ ସିଂ ଯାଦବଙ୍କ ମନ୍ତବ୍ୟ ଉପରେ ରାବିଡ଼ୀ ଏପରି କହିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.