CWG 2018: ମୀରାବାଈ ଚାନୁ ରେକର୍ଡ୍ସ ସହିତ ଜିତିଲେ ଗୋଲ୍ଡ

ନୂଆଦିଲ୍ଲୀ ୫-୪ (ଓଡ଼ିଆ ପୁଅ) ୱାର୍ଲ୍ଡ ଚମ୍ପିଆନ୍ ମୀରାବାଈ ଚାନୁ ୨୧ତମ କ।ମନୱେଲ୍ଥ ଗେମ୍ସରେ ଭାରତକୁ ପ୍ରଥମ ଗୋଲ୍ଡ ମେଡାଲ ଦେଇଛନ୍ତି। ଚାନୂ ମହିଳାବର୍ଗର 48 କିଲୋଗ୍ରାମରେ ଭାରତକୁ ପଦକ ଦେଇଛନ୍ତି। ଭାରବର୍ଗରେ ସ୍ନୈଚରେ (80kg, 84kg, 86kg) ର ଭାର ଉତ୍ତୋଳନ କରିଥିଲେ। । ଅନ୍ୟପକ୍ଷରେ କ୍ଲୀନ ଆଣ୍ଡ ଜର୍କ ରାଉଣ୍ଡରେ ସେ ପ୍ରଥମ ପ୍ରୟାସରେ ସେ 103 କିଲୋଗ୍ରାମ ଭାର ଉଠାଇଥିଲେ ଏବଂ ଦ୍ୱିତୀୟ ପ୍ରୟାସରେ 107 କିଲୋଗ୍ରାମର ଭାର ଉଠାଇଥିଲେ ଏବଂ ତୃତୀୟ ପ୍ରୟାସରେ 110 କିଲୋଗ୍ରାମ ଭାର ଉଠାଇଥିଲେ।

80 କିଲୋଗ୍ରାମ ଭାର ଉତ୍ତୋଳନ କରି ସେ କ।ମନୱେଲ୍ଥ ଗେମ୍ସରେ ରେକର୍ଡ ବନାଇଛନ୍ତି। ତା’ ପରେ ନିଜର ତୃତୀୟ ଏବଂ ଶେଷ ପ୍ରଯାସରେ ସେ 86 କିଲୋ ଉଠାଇକରି କ।ମନୱେଲ୍ଥର ନିଜର ହିଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ (85 କିଲୋଗ୍ରାମ) କୁ ପଛରେ ଛାଡ଼ି ଥିଲେ।

Leave a Reply

Your email address will not be published. Required fields are marked *