ନା ବାଳିକା ନିଖୋଜ ପରିବାର ପକ୍ଷରୁ ଥାନା ରେ ଅଭିଯୋଗ

ତୁରୁମୁଙ୍ଗା ୧୬-୪ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପୋଷି ପଞ୍ଚାୟତ କୋଡ଼ଖମଣ ଗ୍ରାମର ଜଣେ ନାବାଳିକା ନିଖୋଜ ହୋଇଥିବା ନାବଳିକାର ପରିବାର ତରଫରୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ଗତ 8 ରିଖ ଦିନ ନିଜ ମାମୁଁ ଘର ଦାଶରଥିପୁର କୁ ବହି ଆଣିବା କୁ କହି ଘରୁ ପଳାଇ ଆସି କୁଆଡେ ଚାଲି ଯାଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ତୁରୁମୁଙ୍ଗା ଥାନା କେସ ନମ୍ବର 39/2018 ରେ ନିଖୋଜ ମାମଲା ରୁଜୁ ହୋଇ ଏସ ଆଇ ଶୁଶିଳା ବାର୍ଲା ଘଟଣା ର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *