ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତୀୟ ଶୁଟର୍ସ ମେହୁଲୀ ଘୋଷଙ୍କୁ ରୌପ୍ୟ ଏବଂ ଅପୂର୍ବୀ ଚନ୍ଦେଲାଙ୍କୁ କାଂସ୍ୟ ପଦକ

ନୂଆ ଦିଲ୍ଲୀ ୯-୪ (ଓଡ଼ିଆ ପୁଅ) ୧୦ ମିଟର ଏୟାର ରାଇଫଲର ମହିଳା ବର୍ଗରେ ଭାରତକୁ ବଡ଼ ସଫଳତା ମିଳିଛି। ଶୁଟର୍ସ ମେହୁଲୀ ଘୋଷଙ୍କୁ ରୌପ୍ୟ ଏବଂ ଅପୂର୍ବୀ ଚନ୍ଦେଲାଙ୍କୁ ଜିତିଲେ କାଂସ୍ୟ ପଦକ ମିଳିଛି।

ସୂଚନାଯୋଗ୍ୟଯେ, ଅଷ୍ଟ୍ରେଲିଆର ଗୋଲ୍ଡାକୋଷ୍ଟରେ ଆୟୋଜିତ ପୁରୁଷ ବର୍ଗରେ ୧୦ ମିଟର ଏଆର ପିସ୍ତଲରେ ଭାରତର ଜୀତୁ ରାୟ ସ୍ଵଟର୍ଣ୍ଣ ପଦକ ଏବଂ ସେହି ପ୍ରତିଯାଗୀତାରେ ଓମପ୍ରକାଶ ମିଥରୱାଲ କାଂସ୍ୟ ପଦକ ଜିତି ଭାରତର ସମ୍ମାନ ବଢ଼ାଇଛନ୍ତି।

Leave a Reply

Your email address will not be published. Required fields are marked *