Home ଓଡ଼ିଶା ନବୀନଙ୍କ ମହିଳା କାର୍ଡ:ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ

ନବୀନଙ୍କ ମହିଳା କାର୍ଡ:ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ

1141

ଭୁବନେଶ୍ୱର:ରାଜ୍ୟ ସରକାର ମହିଳାଙ୍କୁ ନେଇ ଆଣିଛନ୍ତି ଏକ ବଡ଼ ପ୍ରସ୍ତାବ।ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ସଂକଳ୍ପ ପ୍ରସ୍ତାବ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ରହିବା ସହ ପଞ୍ଚାୟତରେ ମଧ୍ୟ ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ପାଇଁ ସଂକଳ୍ପ ବିଲ୍ ଆଣିଛନ୍ତି ମୁଖ୍ୟମନ୍ତ୍ରୀ।ତେବେ ଏନେଇ କେନ୍ଦ୍ର ବ୍ୟବସ୍ଥା କରିବାକୁ ଏହି ପ୍ରସ୍ତାବ ଅଣାଯାଇଛି।ସଂକଳ୍ପ ପାରିତ ହେଲେ କେନ୍ଦ୍ରକୁ ଅନୁମୋଦନ ପାଇଁ ପଠାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ସଂକଳ୍ପକୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ନବୀନ ଅନୁରୋଧ କରିଛନ୍ତି।/ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.