Home ଆମ ପର୍ବ ପର୍ବାଣୀ କୃଷ୍ଣେଶ୍ବର ଦେବଙ୍କ ମାଘସପ୍ତମୀ ଯଜ୍ଞ

କୃଷ୍ଣେଶ୍ବର ଦେବଙ୍କ ମାଘସପ୍ତମୀ ଯଜ୍ଞ

349

ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅନ୍ତର୍ଗତ ଚନ୍ଦ୍ରମାପାଟପୁର, ଗୁଣ୍ଠୁଣି ଗ୍ରାମ କୃଷ୍ଣେଶ୍ବର ଦେବଙ୍କ ପୀଠରେ ମାଘ ସପ୍ତମୀ ଯଜ୍ଞ ଆୟୋଜିତ ହୋଇଯାଇଛି।୧୧ ତାରିଖରେ ଅଙ୍କୁରାରୋପଣ ପରେ ୧୨ ତାରିଖରେ ଯଜ୍ଞାରମ୍ଭ ହୋଇ ମଲଗୁଣୀ ନଦୀ ଜଳେଶ୍ବର ଘାଟରୁ କଳସ ଯାତ୍ରା ଏବଂ ଏହାପରେ ସୂର୍ଯ୍ୟପୂଜା,ଅଗ୍ନିଜନ୍ମ ହୋଇଥିଲା।୧୪ ତାରିଖରେ ପୂର୍ଣ୍ଣାହୁତି ହୋଇଥିଲା/ଦେବଦତ୍ତ

https://twitter.com/odiapuanews/status/1096047553429139456

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.