ଓଡ଼ିଶା

JEE Mains result 2018 ରେଜର୍ଟ ଘୋଷିତ: ଏମିତି ଚେକ୍ କରିବେ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଆଜି ୩୦ ଅପ୍ରିଲ ୨୦୧୮ରେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ ମେନ (JEE Mains) ର ଫଳାଫଳ ଘୋଷିତ ହୋଇଛି। ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ପରୀକ୍ଷାର ଫଳ ଏବଂ rank ଏହାର ଆଧିକାରିକ ୱେବସାଇଟ www.cbseresults.nic.in ରେ ଦେଖି ପାରିବେ। ଏହି ପରିଣାମରେ ଜେଇଇ (ମେନ) ର ପରୀକ୍ଷା-୧ ରେ ପ୍ରାପ୍ତ ସର୍ବମୋଟ ଅଙ୍କ ସହିତ ଜେଇଇ (ଏଡଭାନ୍ସ୍ଡ) ୨୦୧୮ ରେ ପରୀକ୍ଷା ଦେବା ପାଇଁ ଯୋଗ୍ୟତା ପ୍ରାପ୍ତି କରିଥିବା ପରୀକ୍ଷାର୍ଥୀଙ୍କର ସ୍ଥିତି ମଧ୍ୟ ଦିଆଯାଇଛି।

ଏଥର ଅଫଲାଇନ ମୋଡରେ ଭାରତ ଏବଂ ବିଦେଶରୁ ପ୍ରାୟତଃ ୧୧୨ଟି ସହର ଉପରେ ପରୀକ୍ଷାର ଆୟୋଜନ କରାଯାଇଥିଲା। ଯେଉଁଥିରେ ୧୦.୪୩ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ଅନଲାଇନରେ ଏହି ପରୀକ୍ଷା ୨୪୭ ସହରରେ ଆୟୋଜିତ ହୋଇଥିଲା, ଯେଉଁଥିରେ ୨.୧୬ ଲକ୍ଷ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ।

ଫଳ ଏହିପରି ଚେକ କରନ୍ତୁ …
ଷ୍ଟେପ ୧. www.cbseresults.nic.in ଉପରେ ଲଗ ଅନ କରନ୍ତୁ।

ଷ୍ଟେପ ୨: Results ଲିଙ୍କ ଉପରେ କ୍ଲିକ କରନ୍ତୁ।

ଷ୍ଟେପ ୩: ନିର୍ଦ୍ଧାରିତ ଜାଗାରେ ପରୀକ୍ଷାର୍ଥୀ ରୋଲ ନମ୍ବର ଏବଂ ଜନ୍ମ ତାରିଖ ଲେଖନ୍ତୁ।

ଷ୍ଟେପ ୪: Submit ଉପରେ କ୍ଲିକ କରନ୍ତୁ।

ଷ୍ଟେପ ୫: ସ୍କ୍ରୀନ ଉପରେ ଦିଖନ୍ତୁ ପରିଣାମକୁ ଡାଉନଲୋଡ କରି ପ୍ରିଂଟ ଆଉଟ ନିଅନ୍ତୁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top