ରାଜ୍ୟଗୋଷ୍ଠୀ କ୍ରୀଡ଼ା: ହୀନା ସିଦ୍ଧୁଙ୍କୁ ସ୍ୱର୍ଣ୍ଣ: ଭାରତକୁ ମିଳିଲା ୧୧ ତମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ ୧୦-୪ ଅଷ୍ଟ୍ରେଲିଆର ଗୋଲ୍ଡାକୋଷ୍ଟରେ ଆୟୋଜିତ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହୀନା ସିଦ୍ଧୁଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ତାଙ୍କୁ ୨୫ ମିଟର ପିସ୍ତଲ ପ୍ରତିଯୋଗିତାରେ ଏହି ସଫଳତା ମିଳିଛି। ଏହା ସହିତ ଭାରତକୁ  ମିଳିଲା ୧୧ ତମ ସ୍ୱର୍ଣ୍ଣ ପଦକ।

Leave a Reply

Your email address will not be published. Required fields are marked *