Home ଓଡ଼ିଶା ବିଷ ପିଇ ବଞ୍ଚିଗଲେ,ରାହୁଳଙ୍କୁ ମାନିବି ଶିବଙ୍କ ଅବତାର-ଗୁଜୁରାଟ ମନ୍ତ୍ରୀ

ବିଷ ପିଇ ବଞ୍ଚିଗଲେ,ରାହୁଳଙ୍କୁ ମାନିବି ଶିବଙ୍କ ଅବତାର-ଗୁଜୁରାଟ ମନ୍ତ୍ରୀ

1566

ଅହମଦାବାଦ:ଗୁଜୁରାଟ ସରକାରରେ ମନ୍ତ୍ରୀ ଥିବା ଗଣପତ ବସବା କହିଛନ୍ତି “କଂଗ୍ରେସ ଲୋକ କହୁଛନ୍ତି,ରାହୁଲ ଗାନ୍ଧୀ ଶିବଙ୍କ ଅବତାର।ମୁଁ ଚାହୁଁଛି,କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କ ନେତା ରାହୁଲ ଗାନ୍ଧୀଙ୍କୁ ୫୦୦ ଗ୍ରାମ ବିଷ ପିଇବାକୁ ଦିଅନ୍ତୁ।ଯଦି,ଭଗବାନ ଶିବଙ୍କ ପରି ରାହୁଲ ବିଷ ପାନ କରି ଜୀବିତ ରହିଯିବେ,ତେବେ ମୁଁ ମାନିବି ପ୍ରକୃତରେ ରାହୁଲ ଭଗବାନ ଶିବଙ୍କର ଅବତାର।ରାହୁଲ ଗାନ୍ଧୀଙ୍କୁ ଭଗବାନ ଶିବଙ୍କ ଅବତାର ଭାବରେ ଦେଖାଇ କଂଗ୍ରେସ ପକ୍ଷରୁ ମରାଯାଇଥିବା ପୋଷ୍ଟର ଉପରେ ମନ୍ତ୍ରୀ ଏପରି କହିଛନ୍ତି//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.