ଓଡ଼ିଶା

Google ର ଏହି ଆପ ବ୍ୟବହାର କଲେ ମିଳିବ କ୍ୟାଶ ରିୱାର୍ଡ, କିପରି ଲାଭ ଉଠାଇବେ …

ଗୁଗୁଲର ଏହି କ୍ୟାଶ ରିୱାର୍ଡ ସ୍କୀମ କେବଳ ଭାରତୀୟ ୟୁଜର୍ସ ପାଇଁ
ନୂଆଦିଲ୍ଲୀ ୯-୧୧ (ଓଡ଼ିଆ ପୁଅ) ଇଣ୍ଟରନେଟ ସର୍ଚ ପାଇଁ ପ୍ରମୁଖ କମ୍ପାନୀ Google ୟୁଜର୍ସ ପାଇଁ କ୍ୟାଶ ରିୱାର୍ଡ ପ୍ରୋଗ୍ରାମ ଲଞ୍ଚ କରିଛି। ଏହି ପ୍ରୋଗ୍ରାମର ଲାଭ ସ୍ମାର୍ଟଫୋନ ୟୁଜର୍ସ ନେଇପାରିବେ। ପ୍ରକୃତରେ, ଏହି ଲାଭ ଗୁଗୁଲର ଭିଡ଼ିଓ କଲିଂଗ ଆପ Google Duo ର ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଅଟେ। ଗୁଗୁଲର ଏହି କ୍ୟାଶ ରିୱାର୍ଡ ସ୍କୀମ କେବଳ ଭାରତୀୟ ୟୁଜର୍ସ ପାଇଁ ଅଟେ। Google ଏହି ଆପ ର ଲାଭ Google Pay ଜରିଆରେ କ୍ୟାଶବ୍ୟାକ ଦ୍ଵାରା କରାଯିବ।

Google ଏହି ଆପ ବ୍ୟବହାର କରୁଥିବା ଭାରତୀୟ ୟୁଜର୍ସଙ୍କୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ୯,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ। ଏହି କ୍ୟାଶ ରିୱାର୍ଡର ବିଷୟରେ Google ର ସପୋର୍ଟ ପେଜରେ ଅଛି। ଗୁଗୁଲର ସପୋର୍ଟ ପେଜ ମୁତାବକ, “ଯଦି ଆପଣଙ୍କ ନିକଟରେ ଥିବା ଭାରତୀୟ ଫୋନ ନମ୍ବର ଏବଂ ବ୍ୟାଙ୍କ ଅକାଉଣ୍ଟ ଅଛି ତେବେ ଆପଣ Google Pay ରେ Google Duo ରେ ପୂର୍ବରୁ ଭିଡ଼ିଓ କଲ କରିବା ପରେ କ୍ୟାଶ ଆୱାର୍ଡର ଲାଭ ନେଇପାରନ୍ତି।”

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top