Home ଓଡ଼ିଶା ଗାଙ୍ଗୁଲି କିଣିଲେ ୩.୫ ଲକ୍ଷ ଟଙ୍କାରେ ବିଏମଡବ୍ଲ୍ୟୁ ବାଇକ

ଗାଙ୍ଗୁଲି କିଣିଲେ ୩.୫ ଲକ୍ଷ ଟଙ୍କାରେ ବିଏମଡବ୍ଲ୍ୟୁ ବାଇକ

3885

ମୁମ୍ବାଇ:ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଜି ୩୧୦ ଜିଏସ ବିଏମଡବ୍ଲ୍ୟୁ ବାଇକ କିଣିଛନ୍ତି।ଯାହାର ମୂଲ୍ୟ ୩.୪୯ ଲକ୍ଷ ଟଙ୍କା।୩୧୩ ସିସିର ଏହି ବାଇକର ସର୍ବାଧିକ ବେଗ ୧୪୩ କିଲୋମିଟର ପ୍ରତି ଘଣ୍ଟା।ସୂଚନା ମୁତାବକ ଟିଭିଏସ ମୋଟର କମ୍ପାନୀ ସହିତ ମିଶି ବିକଶିତ ହୋଇଥିବା ଏହି ବାଇକ ଭାରତରେ ନିର୍ମିତ ଅନ୍ୟତମ ପ୍ରଥମ ବିଏମଡବ୍ଲ୍ୟୁ ବାଇକ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.