Home ଆନ୍ତର୍ଜାତୀୟ ଆମେରିକା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ

553

କାଲିଫର୍ନିର୍ଣ୍ଣିଆ:ଆମେରିକାର ପେରାଡାଇଜ ସ୍ଥିତ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏପର୍ଯ୍ୟନ୍ତ ୯ ଜଣ ଲୋକଙ୍କର ମୃତ୍ୟୁ ଘଟି ସାରିଲାଣି।ଯେତେବେଳେ କି ୩୫ରୁ ଉର୍ଦ୍ଦ୍ଵ ଲୋକ ନିଖୋଜ ଅଛନ୍ତି।ଏହି ଅଗ୍ନିକାଣ୍ଡରେ ପ୍ରାୟ ୬୭୦୦ ଘର ଜଳିପୋଡ଼ି ଛାରଖାର ହୋଇ ଯାଇଛି।ଗୁରୁବାରଠାରୁ ଲାଗିଥିବା ଏହି ଅଗ୍ନିକାଣ୍ଡ ଶୁକ୍ରବାର ରାତି ସୁଦ୍ଧା ୯୦,୦୦୦ ଏକର ପର୍ଯ୍ୟନ୍ତ ବ୍ୟାପି ଯାଇଥିବା ବେଳେ ଅଗ୍ନିଶମ ବିଭାଗ ମାତ୍ର ୫% କାବୁ କରିବାରେ ସକ୍ଷମ ହୋଇ ପାରିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.