Home ଓଡ଼ିଶା ଫୈଜାବାଦ ହେଲା ଅଯୋଧ୍ୟା:ରାମଙ୍କ ନାମରେ ଏୟାରପୋର୍ଟ;ଦଶରଥଙ୍କ ନାମରେ ମେଡିକାଲ କଲେଜ!

ଫୈଜାବାଦ ହେଲା ଅଯୋଧ୍ୟା:ରାମଙ୍କ ନାମରେ ଏୟାରପୋର୍ଟ;ଦଶରଥଙ୍କ ନାମରେ ମେଡିକାଲ କଲେଜ!

1045

ଅଯୋଧ୍ୟା;୦୬,ନଭେମ୍ବର:ଦୀପାବଳୀ ପର୍ବ ପୂର୍ବରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଯୋଗ ଦେଇ ଫୈଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରହିଲା ବୋଲି ଘୋଷଣା କରିଛନ୍ତି।ଏହା ସହ ସେଠାରେ ଏକ ବିମାନ ବନ୍ଦର ନିର୍ମାଣ କରାଯିବାର ଏବଂ ତା’ ନାମ ମଧ୍ୟ ଭଗବାନ ରାମଙ୍କ ଅନୁଯାୟୀ ନାମିତ ହେବ ବୋଲି ଯୋଗୀ ଘୋଷଣା କରିଛନ୍ତି।ଏହା ସହ ସେଠାରେ ରାଜା ଦଶରଥଙ୍କ ନାମରେ ଏକ ମେଡିକାଲ କଲେଜ ହେବ ବୋଲି ମଧ୍ୟ ଯୋଗୀ ଘୋଷଣା କରିଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.