Home ଓଡ଼ିଶା ଗଞ୍ଜାମ ଜିଲ୍ଲାର ମେଘଝୋଳି ଗ୍ରାମରେ ଦନ୍ତା ହାତୀକୁ ହତ୍ୟା

ଗଞ୍ଜାମ ଜିଲ୍ଲାର ମେଘଝୋଳି ଗ୍ରାମରେ ଦନ୍ତା ହାତୀକୁ ହତ୍ୟା

126

ବ୍ରହ୍ମପୁର : ୧୬/୧୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ପାରାଲାଖେମୁଣ୍ଡି ଡିଭିଜନ ଚନ୍ଦ୍ରଗିରି ରେଞ୍ଜ ଭୀଷ୍ମଗିରି ସେକ୍ସନ ଗଡ଼ସାମନ୍ତରାୟପୁର ବିଟ ଅଞ୍ଚଳରେ ଦନ୍ତା ହାତୀର ଅପମୃତ୍ୟୁ ହୋଇଛି।

ଦିଗପହଣ୍ଡି ବ୍ଲକ୍ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ର ମେଘଝୋଳି ଗ୍ରାମ କେନାଲ ହୋଡା ରେ ଏକ ଦନ୍ତାହାତୀ ମୃତ ଅବସ୍ଥାରେ ପଡିଥିବା ଆଜି ଅଞ୍ଚଳବାସୀ ଦେଖି ବନ ବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ। ଦିଗପହଣ୍ଡି ବନ ବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀ ଫସଲ ନଷ୍ଟ କରିବାର ଆଶଙ୍କାରେ ଶିକାରୀ ଦ୍ୱାରା ହତ୍ୟା କରାଯାଇଥିବା ଅଭିଯୋଗ ନେଇ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.