କଂଗ୍ରେସ ଆଇଟି ସେଲ୍ ର ସଦସ୍ୟ ଚିରାଗ ପଟ୍ଟନାୟକ ଯୌନ ଉତ୍ପୀଡ଼ନ ମାମଲାରେ ଗିରଫ

ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) କଂଗ୍ରେସ ଆଇଟି ସେଲ୍ ର ସଦସ୍ୟ ଚିରାଗ ପଟ୍ଟନାୟକ ଯୌନ ଉତ୍ପୀଡ଼ନ ମାମଲାରେ ଗିରଫ ହୋଇଥିବାର ଖବର ମିଳିଛି। ଦିଲ୍ଲୀ ପୋଲିସ୍ ତାଙ୍କୁ ସୋମବାର ଦିନ ରାତିରେ ଗିରଫ କରିଥିଲା। ଦିଲ୍ଲୀ ପୋଲିସ୍ ଗିରଫ କରିବା ପରେ ତାଙ୍କୁ ବେଲ୍ ମିଳିଛି। ତାଙ୍କ ବିରୁଦ୍ଧରେ ଆଇପିସି ଧାରା ୩୫୪ ଏ ଏବଂ ୫୦୯ ରେ ମାମଲା ଦିଲ୍ଲୀର ନର୍ଥ ଆଭିନ୍ୟୁ ଥାନାରେ ରୁଜୁ ହୋଇଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *