ଅପରାଧ

ଯୁବକର ମୃତ ଦେହ ଉଦ୍ଧାର

ପୁରୁଷୋତ୍ତମପୁର,୧୫/୪(ଓଡ଼ିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରୁ ଜଣେ ଯୁବକର ମୃତ ଦେହକୁ ପୋଲିସ ଉଦ୍ଧାର କରଛି। ମୃତ କ ହେଲେ ଶାଗୁଣାପଲ୍ଲୀ ଗ୍ରାମର କୈଳାସ ପ୍ରଧାନ ଓରଫ ରଘୁ (୨୮)। ବାପା ଦେବ ପ୍ରଧାନ ନିଜର ପୁଅକୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ଥାନା କେସ ନମ୍ବର ୭୮/୧୮ରେ ଏକ ହତ୍ୟା ମାମଲା ରୁଜୁ କରି ଥାନା ଅଧିକାରୀ ଅଜୟ କୁମାର ବାରିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସାଇଣ୍ଟଫିକ ଟିମ୍, ସନ୍ଧାନୀ କୁକୁର ସାହାଯ୍ୟରେ ଅଧିକ ତଦନ୍ତ କରାଯାଇଛି। ଶବ ବ୍ୟବଛ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଯାଇଛି। ପିଏମଟି ରିପୋଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top