Home ଅପରାଧ ଅଦ୍ଭୁତ ଜୀବ!ଭାଇରାଲ ଫଟୋ ଦେଖି ଲୋକେ ଭୟଭୀତ

ଅଦ୍ଭୁତ ଜୀବ!ଭାଇରାଲ ଫଟୋ ଦେଖି ଲୋକେ ଭୟଭୀତ

2929

ହନୁମାନଗଡ଼;୦୨,ନଭେମ୍ବର:ଅଦ୍ଭୁତ ଜୀବ!ମଣିଷ ଭଳି ମୁହଁ,ବଡ଼ ବଡ଼ ନଖ,ବିଲେଇ ଭଳି ଚାଲୁଥିବା ଏହି ଅଦ୍ଭୁତ ଜୀବର ଭାଇରାଲ ଫଟୋ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି।ରାଜସ୍ଥାନ ହନୁମାନଗଡ଼ ଅଞ୍ଚଳରେ ଏପରି ଏକ ଅଦ୍ଭୁତ ଜୀବ ବୁଲୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।ଭୟରେ ଲୋକେ ରାତିରେ ଘରୁ ବାହାରକୁ ବାହାରୁ ନାହାଁନ୍ତି।ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ସଂପୃକ୍ତ ଅଞ୍ଚଳରେ ବହୁ ଖୋଜାଖୋଜି କରି ମଧ୍ୟ ସେପରି କୌଣସି ଜୀବର ସନ୍ଧାନ ମିଳିପାରି ନାହିଁ।କେହି ଗୁଜବ ସୃଷ୍ଟି କରିବା ପାଇଁ ଏପରି ମିଛ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିବା କୁହାଯାଉଛି।ଏପରି ଫଟୋ ଭାଇରାଲ କରିଥିବା ଦୋଷୀଙ୍କୁ ଠାବ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.