Home ଜାତୀୟ ଟ୍ରାକ ମଝିରେ ଛୁଆ;ଉପରେ ଚାଲିଗଲା ଟ୍ରେନ

ଟ୍ରାକ ମଝିରେ ଛୁଆ;ଉପରେ ଚାଲିଗଲା ଟ୍ରେନ

1634

ମଥୁରା:ଉତ୍ତରପ୍ରଦେଶର ମଥୁରା ରେଳ ଷ୍ଟେସନର ପ୍ଲାଟଫର୍ମ ଏବଂ ଟ୍ରାକ(ଟ୍ରେନ ଲାଇନ) ମଝିରେ ଗୋଟେ ବର୍ଷକର ଛୁଆ ପଡିଯାଇଥିଲା।ଏବଂ ଏହି ସମୟରେ ଏକ ଟ୍ରେନ ସେହି ଲାଇନ ଉପର ଦେଇ ଚାଲିଯାଇଥିଲା।କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭାବରେ ଛୁଆଟି କିଛି ବି କ୍ଷତି ଘଟିନଥିଲା।ଟ୍ରେନ ଚାଲିଯିବା ପରେ ସେଠାରେ ଥିବା ଯାତ୍ରୀ ତୁରନ୍ତ ଯାଇ ଛୁଆଟିକୁ ଉଠାଇ ପରିଜନଙ୍କୁ ଦେଇଥିଲେ।ଟ୍ରେନରୁ ଓଲ୍ହାଇବା ସମୟରେ ଭିଡ଼ ଯୋଗୁଁ ଧକ୍କା ପେଲାରେ ଛୁଆଟି ଖସିପିଡ଼ିଥିବା ଜଣାପଡିଛି।/ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.