ସାରଙ୍ଗ ଜାଭିଅର ସ୍କୁଲର ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡା ୧୧/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ସାରଙ୍ଗ ଜାଭିଅର ସ୍କୁଲର ୪ର୍ଥ ବାର୍ଷିକ କ୍ରିଡା ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରିଡା ଉତ୍ସବକୁ ଅଧ୍ୟକ୍ଷ ଡଃ. ପ୍ରଧାନ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରିବା ସହିତ କ୍ରିଡାକୁ ଏକ ଅଙ୍ଗ ରୂପେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। କ୍ରିଡା କସରତ ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହେବୋଲି ସେ କହିଥିଲେ। ଏହି ପ୍ରତିଯୋଗୀତାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁହୁକ ମେଜ, ଆଳୁଚାମଚ ଦୈାଡ, ୧୦୦ ମିଟର, ୨୦୦ ମିଟର ଦୈାଡ, ଗଣିତ ଦୈାଡ ଆଦି ଖେଳ ପ୍ରତିଯୋଗିତା…

"ସାରଙ୍ଗ ଜାଭିଅର ସ୍କୁଲର ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ"

ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଯାପିତ

ତାଳଚେର, ୧୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ୨୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଦିନ କଲେଜ ପରିସରରେ ଉଦଯାପିତ ହୋଇଯାଇଛି। ଗତ ୯ତାରିଖ ଦିନ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ତାଳଚେର ବିଧାୟକ ତଥା କଲେଜ ପରିଚାଳନା ସମିତିର ସଭାପତି ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କ୍ରୀଡ଼ା ଓ ଯୋଗର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ୨ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୨୪ଟି ବିଭାଗରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ବାଳକ ବିଭାଗରେ ଯୁକ୍ତ ୩ର ଛାତ୍ର ଚନ୍ଦନ ପ୍ରସାଦ ଓ ଯୁକ୍ତ୨ର ଛାତ୍ରୀ ସୁଭଦ୍ରା ବିଶ୍ୱାଳ ବାଳିକା ବିଭାଗରେ ଚାମ୍ପିୟାନ…

"ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଯାପିତ"

ରାଜ୍ୟସ୍ତରୀୟ ମା ଭୈରବୀ କପ୍ ଫୁଟବଲ, ପତ୍କା କ୍ଲବ୍ ଅନୁଗୋଳ କୁ ହରାଇ ସେମିରେ ଭୁବନେଶ୍ୱର ସଂଘର୍ଷ କ୍ଲବ୍

ବୌଦ୍ଧ, ୧୧ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବøଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ରେ ପୁରୁଣାକଟକ ଫୁଟବଲ ଆସୋସିଏସନ ଓ ଭୈରବୀ କ୍ଲବର ମିଳିତ ଆନୁକୁଲ୍ୟରେ ଚାଲିଥିବା ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଂଟ ର ବୁଧବାର ଦିନ ଭୁବନେଶ୍ୱର ସଂଘର୍ଷ କ୍ଲବ୍ ଓ ପତ୍କା କ୍ଲବ ଅନୁଗୋଳ ମଧ୍ୟରେ ଗୃପ୍ ବି ର ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମ୍ୟାଚର ପ୍ରଥମାର୍ଦ୍ଧ ରେ ସଂଘର୍ଷ କ୍ଲବ ଭୁବନେଶ୍ୱର ୩ ଟି ଗୋଲ ସ୍କୋର କରିଥିବା ବେଳେ ଖେଳର ଦ୍ୱିତିୟାର୍ଦ୍ଧରେ ପତକା କ୍ଲବ ଗୋଟିଏ ଗୋଲ ଦେବାରେ ସଫଳ ହୋଇଥିଲା। ଏହି ମ୍ୟାଚରେ ୩-୧ ଗୋଲରେ ଭୁବନେଶ୍ୱର ସଂଘର୍ଷ କ୍ଲବ୍ ବିଜୟ ଲାଭ…

"ରାଜ୍ୟସ୍ତରୀୟ ମା ଭୈରବୀ କପ୍ ଫୁଟବଲ, ପତ୍କା କ୍ଲବ୍ ଅନୁଗୋଳ କୁ ହରାଇ ସେମିରେ ଭୁବନେଶ୍ୱର ସଂଘର୍ଷ କ୍ଲବ୍"

ସିଦ୍ଦେଶ୍ୱର ବାବା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବୌଦ୍ଧ ଚଂପିଆନ

ରେଢ଼ାଖୋଲ, ୧୦/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ତ୍ରିବଣପୁର ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ୨୫ ତମ ଶିଦ୍ଦେଶ୍ୱର ବାବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ବୌଦ୍ଧ ଦଳ ଚଂପିଆନ ହୋଇଛି। ତ୍ରିବଣପୁର ପଞ୍ଚାୟତ ସରପଞ୍ଚ ତଥା ଆୟୋଜକ କମିଟୀର ସଭାପତି ସୂର୍ଯ୍ୟକାନ୍ତ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟ ସଚେତକ ଇଂ ରୋହିତ ପୁଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଂପିଆନ ଓ ରନର୍ସଅପ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ବିତରଣ କରିଥିଲେ। ବଂଶାଜାଲ ସେବା ସମବାୟ ସମିତିର ସଭାପତି ଲକ୍ଷ୍ମଣ ପ୍ରଧାନ, ଭରତାପୁର ପଞ୍ଚାୟତର ସରପଞ୍ଚ ଦୁଃଖ…

"ସିଦ୍ଦେଶ୍ୱର ବାବା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବୌଦ୍ଧ ଚଂପିଆନ"

ଜିଲ୍ଲା ସ୍ତରୀୟ ଜନଜାତିଙ୍କ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଯାପିତ

କେନ୍ଦ୍ରାପଡା ୧୦/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆଜି ଜିଲ୍ଲା ସ୍ତରୀୟ ଜନଜାତିମାନଙ୍କ ଦୁଇଦିନିଆ କ୍ରୀଡା ପ୍ରତିଯୋଗିତା ଉଦଯାପିିତ ହୋଇଯାଇଛି। ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଂଚଳରେ ଥିବା କ୍ରୀଡା ପ୍ରତିଭାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ଏହା ଏକ ଅଭିନବ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ। ଯୁବକମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟବାନ କରିରଖିବା ହେଉଛି ମୁଖ୍ୟକଥା ଏବଂ ସମସ୍ତେ ଖେଳୁଆଡ…

"ଜିଲ୍ଲା ସ୍ତରୀୟ ଜନଜାତିଙ୍କ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉଦଯାପିତ"

ମା ଜିଙ୍ଗଲେଇ କ୍ରିକେଟ୍ କ୍ଲବ : ଓଳଗଦା ଚମ୍ପିଆନ

ତିର୍ତ୍ତୋଲ୧୦-୦୧(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶ) ପଞ୍ଚାୟତ ହାଟ ପଡ଼ିଆରେ ମା ଜିଙ୍ଗଲେଇ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୪ଦିନ ଧରି ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଯାପନ ହୋଇଯାଇଛି। ଏଥିରେ ୮ ଗୋଟି ଦଳ ଭାଗନେଇଥିବାବେଳେ ଫାଇନାଲ ଖେଳଟି ବାବା ଅଖଣ୍ଡଳମଣି କ୍ରିକେଟ ଟିମ୍ ଓଳଗଦା ଓ ମା ବୁଢ଼ି ଜାଗୁଳେଇ କ୍ରିକେଟ୍ ଟିମ୍ ବିଜିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାବା ଆଖଣ୍ଡଳ ମଣି କ୍ରିକେଟ୍ ଟିମ୍ ଟସ୍ ଜିତି ୧୨ ଓଭରରେ ୯ ୱିକେଟ ହରାଇ ୯୫ ରନ ସଂଗ୍ରହ କରିଥିଲା। ଜବାବରେ ମା ବୁଢ଼ି ଜାଗୁଳେଇ କ୍ରିକେଟ୍ ଟିମ୍ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୬୨ ରନ ସଂଗ୍ରହକରି…

"ମା ଜିଙ୍ଗଲେଇ କ୍ରିକେଟ୍ କ୍ଲବ : ଓଳଗଦା ଚମ୍ପିଆନ"

ଭଦ୍ରକରେ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ଭଦ୍ରକ, ୧୦ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ଆନୁକୁଲ୍ୟରେ ଦୁଇଦିନ ଧରି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର ମନ୍ତୀ ପ୍ରଫୁଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତି ପିଲାମାନଙ୍କର କ୍ରୀଡାର ବିକାଶ କରିବା ସହ ସେମାନଙ୍କ କ୍ରୀଡା ପ୍ରତିଭାକୁ ଆଣିବା ପାଇଁ ଜନଜାତି କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଛି ବୋଲି ମନ୍ତୀ ଶ୍ରୀ ସାମଲ ବକ୍ତବ୍ୟରେ…

"ଭଦ୍ରକରେ ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ"

କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଂଟ

ବୌଦ୍ଧ, ୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା ଦହ୍ୟା ପଂଚାୟତ ମହିସରପିଣ୍ଢା ମା ରୁଦ୍ରକାଳି ଫୁଟବଲ ଆସୋସିଏସନ ଆନୁକଲ୍ୟରେ ପ୍ରଥମ କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ହାଇସ୍କୁଲ ଖେଳପଡିଆଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ମୁଖ୍ୟଅତିଥି ରୂପେ ତାଳସରଡା ସରପଂଚ କାଂଚନ ମହାକୁଳ,ସମ୍ବାନିତ ଅତିଥି ସାମ୍ବାଦିକ ଉମାକାନ୍ତ ମହାକୁଳ,ଯୁବନେତା କାର୍ତ୍ତିକ ମହାକୁଳ ଓ ସ୍ୱତନ୍ତ୍ର ଅତିଥି ଭାବରେ ବିଜେପିର ବରିଷ୍ଠ ନେତା କହ୍ନାଇଁ ଚରଣ ଡାଙ୍ଗ ଯୋଗଦେଇଥିଲେ । ଉଦଘାଟନୀ ମ୍ୟାଚ ମନୁପାଲି ଓ ଜନମୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନୁପାଲି ଦଳ ଟାଇବ୍ରେକର ସହାୟତାରେ ୩-୨ ଗୋଲରେ ବିଜୟୀ ହୋଇଥିଲେ । ରେଫରି ରାଜେଶ ଥନାପତି…

"କୃଷ୍ଣଚନ୍ଦ୍ର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଂଟ"

ରାଜ୍ୟସ୍ତରୀୟ ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଜଗା ୟୁନାଇଟେଡ ଭୂବନେଶ୍ୱର

ବୌଦ୍ଧ,୧୦.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମ ରେ ପୁରୁଣାକଟକ ଫୁଟବଲ ଆସୋସିଏସନ ଓ ଭୈରବୀ କ୍ଲବ ମିଳିତ ଆନୁକୁଲ୍ୟରେ ଚାଲିଥିବା ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଂଟ ର ତୃତୀୟ ଦିବସରେ ମ୍ୟାଚ ଭୁବନେଶ୍ୱର ଜଗା ୟୁନାଇଟେଡ ସହିତ ଜିଲ୍ଲା ଫୁଟବଲ ଆସୋସିଏସନ ଫୁଲବାଣି ମଧ୍ୟରେ ହୋଇଥିଲା । ଆଜିର ଏହି ସଂଘର୍ଷପୁର୍ଣ୍ଣ ମ୍ୟାଚରେ ଭୂବନେଶ୍ୱର ଜଗା ୟୁନାଇଟେଡ ଦଳ ଫୁଲବାଣି ଫୁଟବଲ ଆସୋସିଏସନ ଦଳ କୁ ୧ -୦ ଗୋଲ ରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ କୁ ପ୍ରବେଶ କରିଛି । ଶ୍ୟାମସୁନ୍ଦର ଶାହା ଖେଳ ପରିଚାଳନା କରିଥିବା ବେଳେ…

"ରାଜ୍ୟସ୍ତରୀୟ ମା ଭୈରବୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ଜଗା ୟୁନାଇଟେଡ ଭୂବନେଶ୍ୱର"

ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ : ପୁଟିବନ୍ଧ ଚମ୍ପିଅନ୍

ସମ୍ବଲପୁର, ୭/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସ୍ଥାନୀୟ ନକ୍ସାପାଲି ଗୋପାଳଜୀ ୟୁଥ୍ କ୍ଲବ ପକ୍ଷରୁ ଅଏଁଲାପାଲି ଖେଳ ପଡ଼ିଆ ଠାରେ ଆୟୋଜିତ ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପୁଟିବନ୍ଧ ଦଳ ଚମ୍ପିୟନ ହୋଇଛନ୍ତି। ଆଜି ଅପରାହ୍ନରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସରଧାପାଲି ଦଳ ଟସ୍ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪୮ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ପୁଟିବନ୍ଧ ଦଳ ୬ ୱିକେଟ୍ ହରାଇ ୫୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ଦୁଷ୍ମନ୍ତ ମିଶ୍ର ମ୍ୟାନ ଅଫ ଦି ମ୍ୟାଚ, ଗୋବିନ୍ଦ ଭୋଇ ମ୍ୟାନ ଅଫ ଦି ସିରିଜ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ଶ୍ରେଷ୍ଠ ଛକା ପାଇଁ ତଥା…

"ଚତୁର୍ଥ ରାଜୀବ ସ୍ମାରକୀ କ୍ରିକେଟ : ପୁଟିବନ୍ଧ ଚମ୍ପିଅନ୍"