ମାତୃଭକ୍ତ ଶିବାଜୀ

-ଦେବଦତ୍ତ ରଥ ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ।ମହାରାଷ୍ଟ୍ର ରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ ଶିବାଜୀ ଜନ୍ମଗ୍ରହଣ କରିଥିଲେ। ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ ଥିଲା।ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ। ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ। ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟା ଶିକ୍ଷା ଲାଭ କରିଥିଲେ। ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ…

"ମାତୃଭକ୍ତ ଶିବାଜୀ"

ଡକ୍ଟର ଶରତ ଚନ୍ଦ୍ର ମିଶ୍ର ପାଇବେ ‘ଗ୍ଲୋରୀ ଅଫ୍ ଇଣ୍ଡିଆ’ ସମ୍ମାନ

ଭୁବନେଶ୍ୱର ୧୩-୨ (ଓଡ଼ିଆ ପୁଅ): ଡ. ଶଣତ ଚନ୍ଦ୍ର ମିଶ୍ର ପାଇବେ ‘ଗ୍ଲୋରୀ ଅଫ୍ ଇଣ୍ଡିଆ’ ସମ୍ମାନଜନକ ସମ୍ମାନ। ଇଣ୍ଡିଆ ଇଣ୍ଟର ନ୍ୟାସନାଲ ଫ୍ରେଣ୍ଡସିପ୍ ସୋସାଇଟ୍ ପକ୍ଷରୁ ମେ ୪ରେ ବ୍ୟାଙ୍କକ୍ ର ହୋଟେଲ ହଲିଡେ ଇନ୍ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଛି। ଏହା ବ୍ୟାଙ୍କକ୍ ଠାରେ ଥିବା ଏକ ପଞ୍ଚତାରକା ହୋଟେଲରେ ଏକ ବଢ଼ାର୍ଣ୍ଣ ପରିବେଶରେ ଥାଇଲାଣ୍ଡରେ ପୂର୍ବତନ ଉପପ୍ରଧାନ ମନ୍ତ୍ରୀ ଏଚଇକୋମ୍ ଦବର୍ଣ୍ଣସୀ ଶ୍ରୀ ମିଶ୍ରଙ୍କୁ ପ୍ରଦାନ କରିବେ। ଏହି ଉତ୍ସବର ଉଦ୍ଦେଶ୍ୟ ବର୍ତ୍ତମାନ ଭାରତ ଓ ଥାଇଲାଣ୍ଡର ବନ୍ଧୁତ୍ୱକୁ ନିବିଡ କରିବା ଏବଂ ଭବିଷ୍ୟତରେ ଏହାକୁ ଜାରି ରଖିବା। ସୂଚନାଯୋଗ୍ୟ, ଶ୍ରୀ ମିଶ୍ର ସାମାଜିକ ଓ ଅର୍ଥନୈତିକସ୍ତରରେ ନିଜର ଉତ୍ତମ…

"ଡକ୍ଟର ଶରତ ଚନ୍ଦ୍ର ମିଶ୍ର ପାଇବେ ‘ଗ୍ଲୋରୀ ଅଫ୍ ଇଣ୍ଡିଆ’ ସମ୍ମାନ"

୨୬ ଜାନୁଆରୀରେ ଦିଲ୍ଲୀରେ ପଙ୍କଜ ପାଇବେ ଜାତୀୟ ସାହାସିକତା ପୁରସ୍କାର

ତୁରୁମୁଙ୍ଗା ୧୭-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝରର ପଙ୍କଜ ମହାନ୍ତ ପାଇବେ ସାହାସିକତା ପୁରସ୍କାର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କଟୁଳିକନା ଗାଁ ଢ଼ିପା ସାହିର ପଙ୍କଜ ମହାନ୍ତ ଗତବର୍ଷ ମେ ମାସ  ୨୬  ତାରିଖର ଘଟଣା ଗାଁ’ ନିକଟସ୍ଥ ବୈତରଣୀ ନଦୀରେ ଗାଧୋଉ ଥିବା ବେଳେ ଅସାବଧାନତା ବଶତଃ ୩ ଜଣ ମହିଳାଙ୍କର ଚୋରା ବାଲିରେ ଗୋଡ଼ ଖସିଗଲା ସେମାନେ ନଦୀରେ ବୁଡିଗଲେ। ଜୀବନ ବଞ୍ଚିବାକୁ ମହିଳାମାନେ ଚିତ୍କାର କରୁଥିଲେ। ପାଖରେ ସମସ୍ତେ ଦେଖୁଥିଲେ ମଧ୍ୟ କେହି ସାହସ କରିପାରିନଥିଲେ। ହେଲେ ୯ମ ଶ୍ରେଣୀର ଛାତ୍ର ପଙ୍କଜ ନିଜ ଜୀବନକୁ ବାଜି ଲଗାଇ ନଦୀରେ ଡେଇଁ ପଡ଼ିଥିଲେ। ନଦୀରେ ପହଁରି ପହଁରି ୩…

"୨୬ ଜାନୁଆରୀରେ ଦିଲ୍ଲୀରେ ପଙ୍କଜ ପାଇବେ ଜାତୀୟ ସାହାସିକତା ପୁରସ୍କାର"