ଦାମଙ୍କ ଅଭିଯୋଗର ତଦନ୍ତ ହେଉ-ଖାରବେଳ ସ୍ୱାଇଁ

ଭୁବନେଶ୍ୱର, ୧୪-୯ (ଓଡ଼ିଆ ପୁଅ) ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତଙ୍କ ଅଭିଯୋଗର ତଦନ୍ତ ହେଉ ବୋଲି ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଦାବି କରିଛନ୍ତି। ଶେ କହିଛନ୍ତି ଯେ, ଦାମ ବାବୁଙ୍କୁ ଯେଉଁ କାରଣରୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି କରାଯାଇଛି ସେଥିରେ ଉତ୍କଳ ଭାରତର କିଛି ମତାମତ ଦେବାର ନାହିଁ। ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। କିନ୍ତୁ ବିଜେଡି ସରକାରର ବିଭିନ୍ନ ବିଭାଗମାନଙ୍କରେ ଯେଉଁ କୋଟି କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ସେ କରିଛନ୍ତି ତାହା ମିଥ୍ୟା ବୋଲି କହି କିପରି ଆଡ଼େଇ ଦେଇହେବ? ମନ୍ତ୍ରୀ ଥିଲାବେଳେ ସେ କାହିଁକି ଏ ଅଭିଯୋଗ କରୁନଥିଲେ ବୋଲି ବିଜେଡି…

"ଦାମଙ୍କ ଅଭିଯୋଗର ତଦନ୍ତ ହେଉ-ଖାରବେଳ ସ୍ୱାଇଁ"

ତେଲେଙ୍ଗାନା ପାଇଁ କଂଗ୍ରେସର ସ୍କ୍ରିନିଙ୍ଗ କମିଟିର ଗଠନ: ଭକ୍ତ ଚରଣ ଦାସ ଅଧ୍ୟକ୍ଷ

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ତେଲେଙ୍ଗାନା ବିଧାନ ସଭା ଭାଙ୍ଗିବା ପରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ କଙ୍ଗ୍ରେସର କଂଗ୍ରେସର ସ୍କ୍ରିନିଙ୍ଗ କମିଟିର ଗଠନ କରିଛନ୍ତି କଙ୍ଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏହି କମିଟିରେ ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ଅଧ୍ୟକ୍ଷ ରୂପେ ନିଯୁକ୍ତି ମିଳିଥିବା ବେଳେ ଜ୍ୟୋତିମଣୀ ସେନମଲାଇ ଏବଂ ଶର୍ମିଷ୍ଠା ମୁଖାର୍ଜୀ ସଦସ୍ୟ ଅଛନ୍ତି।

"ତେଲେଙ୍ଗାନା ପାଇଁ କଂଗ୍ରେସର ସ୍କ୍ରିନିଙ୍ଗ କମିଟିର ଗଠନ: ଭକ୍ତ ଚରଣ ଦାସ ଅଧ୍ୟକ୍ଷ"

ଶେଷ ହେଲା ଦାମଙ୍କ ରାଜନୈତିକ କ୍ୟାରିୟର

ଭୁବନେଶ୍ୱର ୧୪-୯ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ନିଜ ତୁଣ୍ଡ ଉପରେ ନିୟଂତ୍ରଣ ରହିଲା ନାହିଁ। ଶେଷରେ ଦଳରୁ ବିଦା ହେଲେ ଦାମୋଦର ରାଉତ୍। ପୂର୍ବରୁ ମଧ୍ୟ ଏଭଳି ଆଚରଣ ପାଇଁ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିସ୍କାର କରିଥିଲା। ପୁଣି ଘଟଣା ଚକ୍ରରେ ସେ ଦଳରେ ସାମିଲ ହୋଇ ଥିଲେ ଏବଂ ୨୦୧୪ ନିର୍ବାଚନ ଜିତି ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ। ୨୦୧୪ ମସିହାରେ ମନ୍ତ୍ରୀ ହେବାର କିଛି ବର୍ଷ ପରେ ସେ ପୁଣି ତାଙ୍କର ପୁରୁଣା ପ୍ରକୃତିକୁ ଦୋହରାଇଥିଲେ। ସରକାରକୁ କ୍ଷତି ପହଁଚାଇଲା ଭଳି ବିଭିନ୍ନ ନକାରାତ୍ମକ ମନ୍ତବ୍ୟ ଦେଇ ଥିଲେ। ତେଣୁ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଣି ମନ୍ତ୍ରୀମଣ୍ଡଳରୁ ବିଦା…

"ଶେଷ ହେଲା ଦାମଙ୍କ ରାଜନୈତିକ କ୍ୟାରିୟର"

ବିଷ୍ଣୁ ଓ ପ୍ରଶାନ୍ତଙ୍କ କୁଷପୁତ୍ତଳିକା ଦାହକଲେ ଦାମ ସମର୍ଥକ, ବିଷ୍ଣୁଙ୍କ ଅନୁଗତ୍ୟ ଧରାସାଇ

ତିର୍ତ୍ତୋଲ ୧୨/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ କଟକ – ପାରାଦ୍ୱିପ ରାସ୍ତାର ମଣିଜଙ୍ଗା ଗଣେଶ ମଣ୍ଡପ ନିକଟରେ ଆଜି ଅପରାହ୍ନ ୫ଟାରେ ପାରାଦ୍ୱିପ ବିଧାୟକ ଡ଼. ଦାମୋଦର ରାଉତଙ୍କ ସମର୍ଥକମାନେ ବିଷ୍ଣୁ ଓ ପ୍ରଶାନ୍ତଙ୍କ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁମିଳିଥିଲା। ପାରାଦ୍ୱିପ ବିଧାୟକ ଡ଼ା. ରାଉତଙ୍କ ବିରୋଧରେ ଦଳର ସୁପ୍ରିମୋ ନବିନ ପଟ୍ଟନାୟକଙ୍କ ନିକଟରେ ଜିଲ୍ଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା – ଏରସମା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଅଭିଯୋଗ କରିଥିଲେ। ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାର ବିଜେଡ଼ି ଦଳରେ ବିରାଟ କନ୍ଦଳ ଆରମ୍ଭ ହୋଇଛି। ରାଜ୍ୟର ମୁଖିଆ…

"ବିଷ୍ଣୁ ଓ ପ୍ରଶାନ୍ତଙ୍କ କୁଷପୁତ୍ତଳିକା ଦାହକଲେ ଦାମ ସମର୍ଥକ, ବିଷ୍ଣୁଙ୍କ ଅନୁଗତ୍ୟ ଧରାସାଇ"

ଓଡିଶାରେ ଫ୍ଲପ୍ ସୋ : ଦିଲ୍ଲୀରେ ରୋଡ୍ ସୋ – କଂଗ୍ରେସ

ଭୁବନେଶ୍ୱର ତା ୧୩.୯ (ଓଡ଼ିଆ ପୁଅ) – ରାଜ୍ୟ ସରକାର ଦିଲ୍ଲୀରେ ମେକ୍ ଇନ୍ ଓଡିଶା ପାଇଁ ପୁଞ୍ଜି ନିବେଶକାରୀମାନଙ୍କୁ ଆକୃଷ୍ଟ କରିବା ଲାଗି କରିଥିବା ରୋଡ୍ ସୋ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବେ ଲୋକ ଦେଖାଣିଆ ଓ ପ୍ରଚାର ସର୍ବସ୍ୱ କାର୍ଯ୍ୟକ୍ରମ। ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ପ୍ରସାଶନରେ ହୋଇଥିବା ପ୍ରତ୍ୟେକ କ୍ଷେତ୍ରରେ ନିଜସ୍ୱ ବିଫଳତାକୁ ଲୁଚାଇବା ପାଇଁ ଏଭଳି କାର୍ଯ୍ୟକ୍ରମମାନ କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ତରଫରୁ ସମାଲୋଚନା କରାଯାଇଛି। ବିଗତ ୧୮ ବର୍ଷ ଭିତରେ ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ଭିତିଭୂମିର ବିକାଶ ଠାରୁ ଆରମ୍ଭ କରି ଶିଳ୍ପ…

"ଓଡିଶାରେ ଫ୍ଲପ୍ ସୋ : ଦିଲ୍ଲୀରେ ରୋଡ୍ ସୋ – କଂଗ୍ରେସ"

ପୁଞ୍ଜି ନିବେଶ ନାମରେ ଆତ୍ମ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ବିଜେପି

ପଂଚଦଶ ବିଧାନସଭା ତ୍ରୟୋଦଶ ଅଧିବେଶନର ଷଷ୍ଠ କାର୍ଯ୍ୟକାରୀ ଦିବସରେ ବିଜେପି ଦଳ ପକ୍ଷରୁ ହଟ୍ଟଗୋଳ – ୯୭୦୦ କୋଟି ଟଙ୍କା ଅଟକଳରେ ନିର୍ମିତ ହେବାକୁ ଥିବା ଏନଟିପିସିର ତାଳଚେର ବିଦ୍ୟୁତ ପ୍ରକଳ୍ପକୁ ଅନୁମତି ଦେବା, କେନ୍ଦ୍ରୀୟ ଅର୍ଥରେ ବିଜୁଳି, ରାଷ୍ଟ୍ରୀୟ ରାଜମାର୍ଗ ଓ ରେଳ ଭିତିଭୂମି ବିକାଶରେ ବାଧା ସୃଷ୍ଟିକୁ ବନ୍ଦ କରିବା ନେଇ ସ୍ଲୋଗାନ୍ – ଟିଟିପିଏସ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କମିଟି ଅନୁମତି ନଦେବା ନେଇ ବିଜେପି ପକ୍ଷରୁ ଉଦବେଗ – ରାଜ୍ୟରେ ଶିଳ୍ପର ବିକାଶ ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ତାର ଓଲଟା ପ୍ରତିଫଳନ ଘଟିଛି : କନକବର୍ଦ୍ଧନ ସିଂହଦେଓ ଭୁବନେଶ୍ୱର, ତା.୧୧/୦୯…

"ପୁଞ୍ଜି ନିବେଶ ନାମରେ ଆତ୍ମ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ବିଜେପି"

ଓମ୍ଫେଡ୍ ଦୁର୍ନୀତିକୁ ଚାପି ଦେଲେ ମୁଖ୍ୟମନ୍ତ୍ରୀ, ଖୁଲାସା କଲା କଂଗ୍ରେସ

– ଓମ୍ଫେଡ୍ ଘୋଟାଲାରେ ଧରିପଡିଲା ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି। – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସକୁ ଦିଆଗଲା ନାହିଁ ତଦନ୍ତ ଦାୟିତ୍ୱ। – ମହାଭିଯୋଗ ଆଣିଲେ କଂଗ୍ରେସର ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ। – ଅଭିଯୁକ୍ତ ଯିଏ ବିଚାରପତି ସିଏ। – ୨୪ କୋଟି ଟଙ୍କା ଘୋଟାଲାର ଅଭିଯୁକ୍ତଙ୍କୁ ଖସେଇ ଦେଲେ ମୁଖ୍ୟମନ୍ତ୍ରୀ। – ଯେଉଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ବିରୁଦ୍ଧରେ ଅଭିଯୋଗ ଭିଜିଲାନ୍ସ ବଦଳରେ ତାକୁ ହିଁ ଦିଆଗଲା ତଦନ୍ତର ଦାୟିତ୍ୱ। ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) ଓମ୍ଫେଡ୍ ଘୋଟାଲାରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ଓମ୍ଫେଡ୍ ଦପ୍ତରରୁ ସଚିବାଳୟର ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯାଏଁ ଲମ୍ବିଛି…

"ଓମ୍ଫେଡ୍ ଦୁର୍ନୀତିକୁ ଚାପି ଦେଲେ ମୁଖ୍ୟମନ୍ତ୍ରୀ, ଖୁଲାସା କଲା କଂଗ୍ରେସ"

୨୨ରେ ଉଦ୍ଘାଟିତ ହେବ ଝାରସୁଗୁଡ଼ା ବିମାନବନ୍ଦର : ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣ ପ୍ରସ୍ତାବ ଶୂନ୍ୟରେ ଝୁଲୁଛି

ସମ୍ବଲପୁର, ୧୨/୯ (ଓଡ଼ିଆ ପୁଅ) – ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଝାରସୁଗୁଡ଼ା ବିମାନବନ୍ଦରର ଉଦ୍ଘାଟନ କରାଯିବ। ଏହି ଦିନ ଝାରସୁଗୁଡ଼ା-ରାଞ୍ଚି ବିମାନ ଚଳାଚଳ ମଧ୍ୟ ଆରମ୍ଭ କରିବ। ତେବେ ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣର ପ୍ରସ୍ତାବ ଝୁଲି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରକୁ ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ବହୁ ଆଗରୁ କେନ୍ଦ୍ରକୁ ଅନୁରୋଧ ପତ୍ର ପଠାଇଛନ୍ତି। ତଥାପି ଏ ଦିଗରେ ପଦକ୍ଷେପ ନିଆଯାଇ ନାହିଁ। ବିମାନବନ୍ଦରଟି ବୀର ସୁରେନ୍ଦ୍ରଙ୍କ ନାମରେ ନାମିତ ହୋଇ ଉଦ୍ଘାଟିତ ହୋଇଥିଲେ ସମସ୍ତଙ୍କୁ ଏହା ଆନନ୍ଦିତ କରିଥାନ୍ତା। କିନ୍ତୁ ବିନା ନାମକରଣରେ ଉଦ୍ଘାଟନ ସମସ୍ତଙ୍କ…

"୨୨ରେ ଉଦ୍ଘାଟିତ ହେବ ଝାରସୁଗୁଡ଼ା ବିମାନବନ୍ଦର : ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣ ପ୍ରସ୍ତାବ ଶୂନ୍ୟରେ ଝୁଲୁଛି"

ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର ୧୨-୯ (ଓଡ଼ିଆ ପୁଅ) ବରିଷ୍ଠ ନେତା ଏବଂ ବିଧାୟକ ଡ଼ାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ହେଇଛନ୍ତି ବୋଲି ବିଜେଡି ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି।

"ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ"

୮୦୦ କୋଟି ଟଙ୍କା ସମବାୟ ବ୍ୟାଙ୍କ ଦୁର୍ନୀତିର ସିବିଆଇ ତଦନ୍ତ ହେଉ : ବିଜେପି

ସମବାୟ କ୍ଷେତ୍ରରେ ହୋଇଥିବା ମହାଦୁର୍ନୀତି, ଅର୍ଥ ଆତ୍ମସାତ ଓ ଋଣ ଯୋଗାଣ ପରିଚାଳନାରେ ବ୍ୟାପକ ଅନିୟମିତତା ବିରୋଧରେ ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମୁଖରେ ଗଣଧାରଣା – ନବୀନ ସରକାରଙ୍କ ଦୀର୍ଘ ୧୮ ବର୍ଷର ଶାସନ କାଳରେ କୋଟି କୋଟି ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କର ‘ଜୀବନ ଜୀବିକାର ପ୍ରାଣ କେନ୍ଦ୍ର’- ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ଅଚଳ କରିଦେବାର ହୋଇଛି ଚକ୍ରାନ୍ତ – ସମବାୟ ଋଣରେ ୮୦୦ କୋଟି ଟଙ୍କାର ଘୋଟାଲା ହୋଇଥିବା କଥା ସମବାୟ ମନ୍ତ୍ରୀଙ୍କ ଚିଠି କାହିଁକି ଚାପିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ? ଭୁବନେଶ୍ୱର, ତା.୧୨/୦୯ (ଓଡ଼ିଆ ପୁଅ) : ନବୀନ ସରକାରଙ୍କ ଦୀର୍ଘ ୧୯ ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟର…

"୮୦୦ କୋଟି ଟଙ୍କା ସମବାୟ ବ୍ୟାଙ୍କ ଦୁର୍ନୀତିର ସିବିଆଇ ତଦନ୍ତ ହେଉ : ବିଜେପି"