ବୌଦ୍ଧ ମହୋତ୍ସବ-୨୦୧୮ ପାଠଚକ୍ର ଓ କର୍ମଶାଳାର ଅନ୍ତିମ ଦିବସ

ବୌଦ୍ଧ, ୦୭/୦୧( ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୮ ଅବସରରେ ଆୟୋଜିତ ପାଠଚକ୍ର ଓ କର୍ମଶାଳାର ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ ସାମାଜିକ ନିରାପତା, ଓ ଭିନ୍ନକ୍ଷମ ସଶକ୍ତି କରଣ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, କ୍ଷୁଦ୍ର, ସ୍ୱଳ୍ପ ଓ ମାଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମସ୍ତେ ସଚେତନ ହେଲେ ଶିଶୁମାନଙ୍କର ଅଧିକାରର ସୁରକ୍ଷା ହୋଇପାରିବ ଓ ଶିଶୁମାନେ ସୁରକ୍ଷିତ ରହିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସାମଲ ବକ୍ତବ୍ୟ ରଖିଥିଲେ। ମହିଳା ଓ ଶିଶୁ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମନ୍ନିତ ଶିଶୁ…

"ବୌଦ୍ଧ ମହୋତ୍ସବ-୨୦୧୮ ପାଠଚକ୍ର ଓ କର୍ମଶାଳାର ଅନ୍ତିମ ଦିବସ"

ଭୀମକୁଣ୍ଡ ଉନ୍ନୟନ ସମିତି ଗଠିତ – ମକର ଯାତ୍ରାରେ ଭୀମକୁଣ୍ଡ ମହୋତ୍ସବ

ପାଟଣା,ତା୦୭/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲାପାଳ ଡକ୍ଟର ଏନ୍ ତିରୁମାଲା ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ପାଟଣା ବିଡ଼ିଓ କୁଶାଲଚନ୍ଦ୍ର ନାଏକ ,ପାଟଣା ତହସିଲଦାର ଧନେଇ ଚରଣ ଟୁଡୁ ,ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ ପ୍ରମୁଖ ଙ୍କ ଉପସ୍ଥିତି ରେ ଭୀମକୁଣ୍ଡ ଉନ୍ନୟନ ସମିତି ଗଠିତ ହେବା ସହ ଆସନ୍ତା ମକର ଯାତ୍ରାରେ ଭୀମକୁଣ୍ଡ ମହୋତ୍ସବ କରାଯିବାକୁ ନିସ୍ପତି ନିଆଯାଇଛି । ଭୀମକୁଣ୍ଡ ଉନ୍ନୟନ ସମିତି ଗଠନରେ ଉନ୍ନୟନ ସମିତିର ଉପଦେଷ୍ଟା ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ…

"ଭୀମକୁଣ୍ଡ ଉନ୍ନୟନ ସମିତି ଗଠିତ – ମକର ଯାତ୍ରାରେ ଭୀମକୁଣ୍ଡ ମହୋତ୍ସବ"

ଟଙ୍କିକିଆ ନୋଟର ୧୦୦ ବର୍ଷର ରୂପ ଓ କ୍ରମ ପରିବର୍ତ୍ତନ

ନୂଆଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ଆପଣଙ୍କୁ ବଜାରରେ ସାଧାରଣତଃ ୧୦, ୨୦, ୫୦, ୧୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ଦେଖିବାକୁ ମିଳିଥାଏ। କିନ୍ତୁ ଯଦି ଛୋଟ ନୋଟ୍ ଉପରେ କଥାପଡ଼େ ତେବେ ମାର୍କେଟ ଏମାନଙ୍କର କଏନ ହିଁ ଚାଲୁଛି। ବିବାହ, ବ୍ରତ ତଥା କାହାକୁ ଭେଟି ଦେଲାବେଳେ ଲଫାପାରେ ଏକ ଟଙ୍କାର ମହତ୍ତ୍ୱ ବଢ଼ିଯାଇଥାଏ। କିନ୍ତୁ ଏହି କଥାର ସୂଚନା ହୁଏତ ଆପଣଙ୍କୁ ମନେ ନଥିବ କି ଗୋଟିଏ ସମୟ ଏମିତି ମଧ୍ୟ ଥିଲା ଯେତେବେଳେ କଏନ୍ କୁ ହଟାଇକରି ଏହାର ପରିବର୍ତ୍ତେ ନୋଟ ଜାରି କରାଯାଇଥିଲା। କିନ୍ତୁ ଆଜିର ସମୟରେ ଏକ ଟଙ୍କାର ନୋଟ ଖୋଜିଲେ ମଧ୍ୟ ମିଳିବ ନାହିଁ। ଯଦି…

"ଟଙ୍କିକିଆ ନୋଟର ୧୦୦ ବର୍ଷର ରୂପ ଓ କ୍ରମ ପରିବର୍ତ୍ତନ"

ବୌଦ୍ଧ ମହୋସôବର ଚତୁର୍ଥ ସନ୍ଧ୍ୟା ପଶ୍ଚିମ ଓଡିଶାକୁ ବାଦ ଦେଇ ଓଡିଶା ଗଠନ ଅସମ୍ଭବ –ପ୍ରଫୁଲ ସମାଲ

ବୌଦ୍ଧ, ୦୬ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ମହୋସôବ ଓ ପଲ୍ଳିଶ୍ରୀ ମେଳାର ଚତୁର୍ଥ ଦିବସରେ ମୁ୍ଖ୍ୟଅତିଥି ଭାବେ ମହିଳା ଶିଶୁ ବିକାଶ ,ସମାଜିକ ନିରପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ କ୍ଷୁଦ୍ର,ସ୍ୱଳ୍ପ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ ସମାଲ ଯୋଗଦେଇଥିଲେ । ଜିଲା ମହୋସôବ କମିଟିର ଅଧକ୍ଷ ତଥା ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ଡ. ଚର୍ତ୍ତୁଭୁଜ ମେହେର, ପ୍ରଖ୍ୟାତ ଚଳଚିତ୍ର ତାରକା ଅଟଳ ବିହାରୀ ପଣ୍ଡା, ରାଜ୍ୟ ଓପେପା ନିଦେ୍ର୍ଦଶକ ମହେନ୍ଦ୍ର କୁମାର ମଲିକ, ସୋନପୁର ଜିଲାପାଳ ଦାଶରଥି ଶତପଥି ଓ ବୌଦ୍ଧ ପ୍ରକଳ୍ପ ନିଦେ୍ର୍ଦଶକ ରାଜେନ୍ଦ୍ର କୂମାର ପଟନାୟକ ଯୋଗ…

"ବୌଦ୍ଧ ମହୋସôବର ଚତୁର୍ଥ ସନ୍ଧ୍ୟା ପଶ୍ଚିମ ଓଡିଶାକୁ ବାଦ ଦେଇ ଓଡିଶା ଗଠନ ଅସମ୍ଭବ –ପ୍ରଫୁଲ ସମାଲ"

ରାୟଗଡ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଚୟନ ନିମନ୍ତେ ବୈଠକ ଅନୁଷ୍ଠିତ

ରାୟଗଡା ୦୫.୦୧ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାଜ୍ୟ ସରକାରଙ୍କ ନୂତନ ପର୍ଯ୍ୟଟନ ସ୍ଥଳୀ ଚୟନ ନିମନ୍ତେ ଏକ ନିୟମ ପ୍ରଣୟନ କରିଛନ୍ତି। ଏହି ନିୟମ ପ୍ରକାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମୀଳନି କ କ୍ଷରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟ କ୍ଷତାରେ ଜିଲ୍ଲାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଗୁଡିକର ଚିହ୍ନଟ ତଥା ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମଧୁସୂଦନ ମିଶ୍ର, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମୁରଲିଧର ସ୍ୱାଇଁ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବସନ୍ତ…

"ରାୟଗଡ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଚୟନ ନିମନ୍ତେ ବୈଠକ ଅନୁଷ୍ଠିତ"

ବୌଦ୍ଧ ମହୋତ୍ସବର ତୃତୀୟ ସନ୍ଧ୍ୟା ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ମଞ୍ଚ

ବୌଦ୍ଧ, ୦୫.୦୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳାର ତୃତୀୟ ଦିବସରେ ମୁ୍ଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗଦେଇଥିଲେ। ଜିଲା ମହୋତ୍ସବ କମିଟିର ଅଧକ୍ଷ ତଥା ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଠ ତବଲା ବାଦକ ଘାସିରାମ ମିଶ୍ର, ଚଳଚିତ୍ର ତାରକା ଲୋଚନି ବାଗ, ଜିଲା ପରିଷଦ ଅଧକ୍ଷ୍ୟା ଜ୍ୟୋସ୍ନା ଭୋଇ,  ଜିଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠୀ, ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷ୍ୟା ଦିପ୍ତିପ୍ରଭା ସ୍ୱାଇଁ, ବୌଦ୍ଧ ବ୍ଳକ ଅଧକ୍ଷ୍ୟା ରେବତୀ ମହାଲିକ, ହରଭଙ୍ଗା ବ୍ଳକ ଅଧକ୍ଷ୍ୟ ବିଶ୍ୱଜିତ ମିଶ୍ର, କଣ୍ଟାମାଳ…

"ବୌଦ୍ଧ ମହୋତ୍ସବର ତୃତୀୟ ସନ୍ଧ୍ୟା ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ମଞ୍ଚ"

ସମୁଦ୍ରରେ ସ୍ନାନ ସହ ଶ୍ରୀଜିଉଙ୍କୁ ଦର୍ଶନ କଲେ କଂସ ମହାରାଜ

ପୁରୀ, ୩/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଏହାର ପ୍ରାୟଶ୍ଚିତ କରୁଛନ୍ତି। କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ପ୍ରଥମେ ଶଙ୍କରାଚାର୍ଯ୍ୟ ମଠରେ ପହଞ୍ଚି ସେଠରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଶ୍ରୀକୃଷ୍ଣ ପ୍ରତି ଧନୁଯାତ୍ରା ମଞ୍ଚରେ କ୍ରୁରଭାର ପ୍ରଦର୍ଶନ କରିଥିବାରୁ ଶଙ୍କରାଚାର୍ଯ୍ୟଙ୍କ ନିକଟରେ କ୍ଷମା ଭିକ୍ଷା କରିଥିଲେ। ଏହା ସହ କଂସ ମହାରାଜ ମହୋଦଧୀରେ ସ୍ନାନ କରିବା ସହ ପାପକ୍ଷୟ କରିବା ପାଇଁ ପ୍ରାର୍ଥନା କରିଥିଲେ। ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ କ୍ଷମା କରିବା ସହ ନିଜସ୍ୱ ପାପର ପ୍ରାୟଶ୍ଚିତ କରିଥିଲେ। କଂସ ମହାରାଜଙ୍କ ସହ ଅଭିନୟ କରିଥିବା ମନ୍ତ୍ରୀ, ସେନାପତିଓ…

"ସମୁଦ୍ରରେ ସ୍ନାନ ସହ ଶ୍ରୀଜିଉଙ୍କୁ ଦର୍ଶନ କଲେ କଂସ ମହାରାଜ"

ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ବୁଦ୍ଧ ସଂସ୍କୃତି ବୌଦ୍ଧ ଜିଲାର ଆର୍ନ୍ତଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିପାରିଛି

ବୌଦ୍ଧ, ୦୪ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁ୍ଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଅର୍ଥ, ଅବକାରୀ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶଶିଭୁଷଣ ବେହେରା ଯୋଗଦେଇ ବୌଦ୍ଧ ଜିଲା ବୁଦ୍ଧ ସଂସ୍କୃତି ପାଇଁ ଆର୍ନ୍ତଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ତଥା ବୌଦ୍ଧ ଜିଲାହିଁ ସାରା ବିଶ୍ୱରେ ବୁଦ୍ଧଙ୍କ ନାମରେ ନାମିତ ଏକ ମାତ୍ର ଜିଲା ହୋଇଥିବା ପ୍ରକାଶ କରିଥିଲେ। ଏହି ଜିଲାର କଳା, ସଂସ୍କୃତି, ପରମ୍ପରା ଅଞ୍ଚଳର ଗୌରବ ବହନକରୁଥିବା ବେଳେ ଏହାର ସବୁଜିମା, ଐତିହ୍ୟ,  ପା୍ରକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟଙ୍କୁ ଆକର୍ଷିତ କରୁଥିବା ପ୍ରକାଶ କରିଥିଲେ। ଜିଲା ମହୋତ୍ସବ କମିଟିର ଅଧକ୍ଷ ତଥା ଜିଲାପାଳ…

"ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ବୁଦ୍ଧ ସଂସ୍କୃତି ବୌଦ୍ଧ ଜିଲାର ଆର୍ନ୍ତଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିପାରିଛି"

ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା, ଆଲୋଚନା ଓ ପାଠଚକ୍ରର ପ୍ରଥମ ଦିବସ

ବୌଦ୍ଧ, ୦୪ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସ୍ଥାନୀୟ ଉଦ୍ୟାନ ବିଭାଗ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏ ବର୍ଷର ଐତିହାସିକ ତଥ୍ୟ ସମ୍ବଳିତ ଆଲୋଚନା ପାଠଚକ୍ରର ଆୟୋଜନ କରାଯାଇଛି। ଏହି ପାଠଚକ୍ରକୁ ବୌଦ୍ଧ ବିଧାୟକ ତଥା ଓଡିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର ଅମାତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରର ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କଂଟାମାଳ ବିଧାୟକ ମହିଧର ରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସା ଭୋଇ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଲ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଟ୍ଟନାୟକ, ଉପ-ଜିଲ୍ଲାପାଳ ଏନ.ସି. ଜ୍ୟେତିରଂଜନ ନାଏକ…

"ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା, ଆଲୋଚନା ଓ ପାଠଚକ୍ରର ପ୍ରଥମ ଦିବସ"

ଆଧ୍ୟାତ୍ମିକ ଚେତନାର ଉତ୍ସ : କୁପାରୀ ଶୂନ୍ୟ ମଣ୍ଡପ

ଶାଳବଣ ଘେରାବୌଦ୍ଧ କିର୍ତ୍ତୀ ବିରାଜିତ ନୈସର୍ଗୀକ ଧର୍ମ ପୀଠ। ଯେଉଁଠି ଅବଧୂତ ସନ୍ୟାସୀଙ୍କର ମୂଳ ମନ୍ତ୍ର ଜୀବ ଓ ପରମର ଅପୂର୍ବ ମିଳନ। ହିଲ୍ଲୋଳିତ ମୃଦୁ ସମୀରଣରେ ଯେଉଁଠି ଝଙ୍କୃତ ହୁଏ ଆଧ୍ୟାତ୍ମିକ ଚେତନାର ସ୍ୱର। ଅବଧୂତଙ୍କ ସୁମଧୁର କଣ୍ଠରୁ ନିସୃତ କମନୀୟ ସ୍ନେହଁ ବୋଳା ଡାକରେ ଯେଉଁଠି ରୁଣ୍ଡିଭୁତ ପକ୍ଷୀ ମାନଙ୍କ କିଚିରି ମିଚିରି ନାଦରେ ନିନାଦିତ ହୁଏ ଏହି ମହିମା ମୟ ପୀଠର ସବୁଜ ବନାନୀ। ଆଉ ବାବାଙ୍କ ଅମୀୟ ବୋଳା ହାତରେ ପରଶି ଦେଉଥିବା ଅମୃତ ପଶରାରୁ ପକ୍ଷୀ ଶାବକ ମାନେ ଚଚୁ ମୂନରେ ନିଜର କ୍ଷୁଧା ନିବାରଣ ପାଇଁ ଖାଦ୍ୟନେଇ ପୁଣି ଉଡି ଯାଅନ୍ତି ନୀଳ ଆକାଶକୁ ଭେଦ କରି…

"ଆଧ୍ୟାତ୍ମିକ ଚେତନାର ଉତ୍ସ : କୁପାରୀ ଶୂନ୍ୟ ମଣ୍ଡପ"