ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ ଯୁଗାବ୍ଧ ୫୧୨୦;ସମ୍ବତ ୨୦୭୫

ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ ଯୁଗାବ୍ଧ ୫୧୨୦;ସମ୍ବତ ୨୦୭୫ ଭୁବନେଶ୍ୱର;୧୮,୦୩,୨୦୧୮(ଦେବଦତ୍ତ ରଥ): ସାଧାରଣତଃ ଆମେ ନବ ବର୍ଷ ମାନେ ଇଂରାଜୀ କ୍ୟାଲେଣ୍ଡର ଜାନୁୟାରୀ ୧ ତାରିଖକୁ ବୁଝି ନେଉ।ଏକ ପ୍ରକାର ସାରା ବିଶ୍ୱ ଏହି ଦିନଟିକୁ ହିଁ ନବବର୍ଷ ରୂପେ ପାଳନ କରିଥାଏ।କିନ୍ତୁ ଚୀନ ପରି ଦେଶ ଅଛନ୍ତି ଯେଉଁମାନେ ସେମାନଙ୍କର କ୍ୟାଲେଣ୍ଡର ତିଥି ଅନୁଯାୟୀ ନବବର୍ଷ ଖୁବ୍ ଧୁମଧାମରେ ପାଳନ କରି ଥାଆନ୍ତି।ସେହିଭଳି ଭାବରେ ଭାରତୀୟ ତଥି ଅନୁଯାୟୀ ଦେଖିବାକୁ ଗଲେ ଚୈତ୍ର ଶୁକ୍ଳ ପ୍ରତିପଦା,୨୦୧୮ ଇଂରାଜୀ କ୍ୟାଲେଣ୍ଡର ମାର୍ଚ୍ଚ ୧୮ରେ ପଡ଼ୁଛି ନବବର୍ଷ।ଯୁଗାବ୍ଧ ୫୧୨୦ ଏବଂ ବିକ୍ରମ ସମ୍ବତ ୨୦୭୫। ଇଂରାଜୀ ନବ ବର୍ଷର ଆରମ୍ଭ:- ପାଶ୍ଚାତ୍ୟ କାଳଗଣନାର ବର୍ଷର ମୂଳ ରୋମାନ ବର୍ଷ…

"ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ ଯୁଗାବ୍ଧ ୫୧୨୦;ସମ୍ବତ ୨୦୭୫"

ରାଷ୍ଟ୍ରିୟ ନବବର୍ଷର ଅନୁଚିନ୍ତା

(ଚୈତ୍ର ଶୁକ୍ଳ ପତିପଦା ୧୮-୦୩-୨୦୧୯ରେ ରାଷ୍ଟ୍ରିୟ ନବବର୍ଷ ଉପଲକ୍ଷେ) କୃଷ୍ଣ ଜଗଦେବ ଶ୍ୱେତବରାହକଳ୍ପ, ବୈବସ୍ୱତ ମନୁ(ସପ୍ତମ ମନୁ) ବ୍ରହ୍ମାଙ୍କ ପ୍ରଥମ ପରାର୍ଦ୍ଧ କଳିଯୁଗାଦ୍ଦ କଳିର ପ୍ରଥମ ଚରଣ। ଶକାଦ୍ଦ ୧୯୪୦, କଳ୍ୟାତୀତାଦ୍ଦ ୫୧୧୯, ସ୍ୱାଧୀନତାଦ୍ଦ, ୭୧/୭୨, ସମ୍ବତ ୨୦୭୫, ଦିଲ୍ଲୀଶରାଦ୍ଦ ୧୪୨୫/୧୪୨୬ ଚୈତ୍ରଶୁକ୍ଳ ପ୍ରତିପଦା ୧୮.୦୩.୨୦୧୮ରେ ରାଷ୍ଟ୍ରିୟ ନବବର୍ଷକୁ ସ୍ୱାଗତ କରିବା ପାଇଁ ଦେଶସାରା ଚଳିତ ବର୍ଷ ବହୁ ଉତ୍ସବ ଅନୁଷ୍ଠାନର ଆୟୋଜନ କରାଯାଉଛି। ହେଲେ ଆମେ ରାଷ୍ଟ୍ରିୟ ନବବର୍ଷ ପାଳୁଛେ କାହିଁକି ? ଅନନ୍ତ ସୃଷ୍ଟି, ଅନନ୍ତ ବିଲୟ, ଅନନ୍ତ ପ୍ରଳୟ ପୁଣି ମହାପ୍ରଳୟ। ବିଶ୍ୱନିୟନ୍ତାଙ୍କ ମାୟା ଓ ମହିମାର ଖେଳଘର ହେଉଛି ସୃଷ୍ଟି, ସ୍ଥିିତି ଓ ଲୟ। ଏହାର ଆଦିଅନ୍ତ ଅଦ୍ୟାବଧି କେହି…

"ରାଷ୍ଟ୍ରିୟ ନବବର୍ଷର ଅନୁଚିନ୍ତା"

ସ୍ୱଭାବସୁନ୍ଦରୀ ପଶ୍ଚିମୋତ୍କଳ

– ଦେବପ୍ରସାଦ ମିଶ୍ର ଉତ୍କଳ ଭୂଖଣ୍ଡ ବା ଆମ ରାଜ୍ୟ ଓଡିଶା ବହୁ ପ୍ରାଚୀନ କାଳରୁ ସମଗ୍ର ବିଶ୍ୱ ଦରବାରରେ ତାର ପରିଚିତ ସୃଷ୍ଟି କରି ଆସିଛି। କାଳ ଚକ୍ରରେ ସମୟର ପରିବର୍ତ୍ତନରେ ବର୍ତ୍ତମାନ ପର୍ଯ୍ୟନ୍ତ ଭଗବାନ ଆମକୁ ଯେତିକି ସଂପଦ ଦେଇଛନ୍ତି ତହିଁରେ ପ୍ରାକୃତିକ ବିଭବ ଅନେକ ଦେଇଛନ୍ତି, ଏ ପର୍ଯ୍ୟନ୍ତ ଆମେ ଏହାର ସଦ୍ ଉପଯୋଗ କରି ପାରି ନାହୁଁ। ବର୍ତ୍ତମାନ ଏକବିଂଶ ଶତାଦ୍ଧୀରେ ପାଦ ଦେବାକୁ ଯାଉଥିବା ବେଳେ ଏହି ସବୁ ପ୍ରାକୃତିକ ବିଭବର ସଦ୍ ଉପଯୋଗ ଅର୍ଥାତ ଶିଳ୍ପ, କଳା, ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ ଏହାକୁ କିପରି ବିନିଯୋଗ କରାଯାଇ ପାରିବ ସେ ସଂପର୍କରେ ଚିନ୍ତା କରିବାର ସମୟ ଆସିଛି…

"ସ୍ୱଭାବସୁନ୍ଦରୀ ପଶ୍ଚିମୋତ୍କଳ"

ଗୋଳବାଇରେ ଦଶଦୋଳ ମେଳଣ

ଭୁବନେଶ୍ୱର;୧୨,୦୩,୨୦୧୮(ଦେବଦତ୍ତ ରଥ): ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଗ୍ରାମ ଇଷ୍ଟଦେବୀ ମା’ଭଗବତୀଙ୍କ ଦଶଦୋଳ ଯାତ୍ରା ମହାଆଡମ୍ବରର ସହ ଆରମ୍ଭ ହୋଇଯାଇଛି। ହୋଇଛି।ରବିବାର ରାତିରେ ଏକ ବିରାଟ ପଟୁଆରରେ ଭକ୍ତଙ୍କ ଗହଣରେ ମା’ଭଗବତୀ ମନ୍ଦିର ମଧ୍ୟରୁ ଆସି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।ଏହା ସହ ପାଖ ଗ୍ରାମ ଗୁଡିକରୁ ନିମନ୍ତ୍ରଣ କ୍ରମେ ଆସିଥିବା ପ୍ରାୟ ପଚାଶ ବିମାନାରୂଢ ଦେବଦେବୀଙ୍କୁ ଶଙ୍ଖୋଳିବା ସହ ନିଜ ପଟୁଆରରେ ସାମିଲ କରାଇ ଶେଷରେ ସେମାନଙ୍କୁ ବନ୍ଧୁ ଆସ୍ଥାନରେ ଅଧିଷ୍ଠିତ କରାଇ ସ୍ବୟଂନିଜର ମହାମଣ୍ଡପରେ ଉପବେସନ କରିଥିଲେ ଭଗବତୀ। ଦଶଦୋଳ ମେଳଣ ଯାତ୍ରା ମଧ୍ୟରେ ଗୋଳବାଇର ଏହି ଯାତ୍ରାଟି ଖୋର୍ଦ୍ଧା ଜିଲ୍ଲାରେ ଏକ ପ୍ରମୁଖ ଯାତ୍ରା ଭାବରେ ଗଣାଯାଏ।ତିନିଦିନ ବ୍ୟାପୀ ଦେବଦେବୀଙ୍କ ଉପସ୍ଥିତି ମଧ୍ୟରେ…

"ଗୋଳବାଇରେ ଦଶଦୋଳ ମେଳଣ"

ମହିଳା ଦିବସ ପାଳିଲା ମହିଳା ମୋର୍ଚ୍ଚା

ଭୁବନେଶ୍ୱର;୦୮,୦୩,୨୦୧୮(ଦେବଦତ୍ତ ରଥ):ଆଜି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ।ପ୍ରଥମେ ଏହି ଦିବସଟି ଶ୍ରମଜୀବୀ ମହିଳା ଦିବସ ରୂପେ ପାଳିତ ହୋଇ ଆସୁଥିଲା।ପରେ ସମସ୍ତ ମହିଳାଙ୍କୁ ସମ୍ନାନ ଦେବା ଉଦ୍ଦେଶ୍ୟରେ ଏହାକୁ ମହିଳା ଦିବସ ରୂପେ ପାଳନ କରାଗଲା।ମହିଳା ମାନଙ୍କ ସାମାଜିକ,ନ୍ୟାୟିକ, ରାଜନୈତିକ ଆଦି କ୍ଷେତ୍ରରେ ସମାନତା ଆଣିବା ପାଇଁ ଏହି ଦିବସଟି ପାଳିତ ହେଉଛି।ଏହି ଉପଲକ୍ଷେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ମହିଳା ଦିବସ ପାଳିତ ହୋଇଯାଇଛି।ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକର୍ମରେ ରାଜ୍ୟ ମହିଳା ମୋର୍ଚ୍ଚା ପଦାଧିକାରୀଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା,ବିଭିର୍ଣ୍ଣ ଜିଲ୍ଲା ସଭାନେତ୍ରୀ,ସମ୍ପାଦିକା ଆଦି ଉପସ୍ଥିତ ଥିଲେ।ଏହି ଅବସରରେ ସଙ୍ଗଠନ ସ୍ତରରେ…

"ମହିଳା ଦିବସ ପାଳିଲା ମହିଳା ମୋର୍ଚ୍ଚା"

ଉତ୍କଳ – କୈଳାସ କପିଳାସ

– ଦେବପ୍ରସାଦ ମିଶ୍ର ଆମ ରାଜ୍ୟ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୁଣି ମନ୍ଦିର ମାଳିନୀ ପ୍ରତ୍ୟେକ ସ୍ଥାନର ଇତିହାସ ଓ କିମ୍ବଦନ୍ତୀ ରହିଛି। ମନ୍ଦିର ସହିତ ପ୍ରତ୍ୟେକ ସ୍ଥାନର ଇତିହାସ ଓ ପ୍ରାକୃତିକ ପରିବେଶକୁ ଧ୍ୟାନ ଦେଇ ରାଜ୍ୟ ସରକାର ଏକ ପର୍ଯ୍ୟଟନ ମାନଚିତ୍ର ପ୍ରକାଶ କରି ସେ ସବୁ ସ୍ଥାନକୁ ବର୍ତ୍ତମାନର ସମୟକୁ ଦେଖି ସେହିପରି ଉନ୍ନତି କରନ୍ତେ। ତେବେ ଆମ ରାଜ୍ୟ ପୃଥିବୀ ପର୍ଯ୍ୟଟନ ମାନଚିତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତା। ଅତୀତରେ ଅଧ୍ୟାପକ ଶ୍ରୀ ଗୌରୀ କୁମାର ବ୍ରହ୍ମା କିଛିଦିନ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗରେ ଥିବା ବେଳେ ଭୁବନେଶ୍ୱର ପାନ୍ଥନିବାସରେ ଓଡିଶାରେ ପର୍ଯ୍ୟଟନ ଶିଳ୍ପ ଉପରେ ଏକ କର୍ମଶାଳା…

"ଉତ୍କଳ – କୈଳାସ କପିଳାସ"

ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ରାଜରାଜଶ୍ୱେର ବେଶରେ ଦର୍ଶନ: ଦୋଳ ବେଦୀରେ ଦୋଳ ଖେଳିଲେ ଦୋଳଗୋବିନ୍ଦ

ପୁରୀ, ୩/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଟିତ ହୋଇଥିଲା। ଆଜି ଭୋର ୩ ଟାରେ ଶ୍ରୀମନ୍ଦିର ଦୁଆରେ ଫିଟା ହେବା ପରେ ପାରମ୍ପାରିକ ରୀତି ନୀତି ଅନୁଯାୟୀ ଆଳତୀ ଅବକାଶରେ ଶେଷ ହେବା ପରେ ଶ୍ରୀଜିଉ ମାନଙ୍କର ସୁନାବେଶ ବା ରାଜରାଜଶ୍ୱେର ବେଶ ଅନୁଷ୍ଠିତ ହୋଇଥିଲା। ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ଶ୍ରୀମନ୍ଦିରର ବିଭିନ୍ନ ନୀତି ଅନୁଷ୍ଠିତ ହେବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ, ଭୂଦେବୀ ବିମାନକୁ ବିଜେ କରିଥିଲେ। ଛତିତ୍ରାସ ଓ ବାଦ୍ୟ ଭିତରେ ବିମାନ ଶ୍ରୀମନ୍ଦିରରୁ ବାହାରି ଲକ୍ଷ୍ମୀବଜାର ଦେଇ ଦୋଳବେଦୀକୁ ଯାଇଥିଲା।…

"ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ରାଜରାଜଶ୍ୱେର ବେଶରେ ଦର୍ଶନ: ଦୋଳ ବେଦୀରେ ଦୋଳ ଖେଳିଲେ ଦୋଳଗୋବିନ୍ଦ"

ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ କଣ୍ଡୋମ କିଣିଥାନ୍ତି: ବହୁ ପୁରୁଣା କଣ୍ଡୋମର ଇତିହାସ! 

ନୂଆଦିଲ୍ଲୀ ୩ ମାର୍ଚ୍ଚ (ଓଡ଼ିଆ ପୁଅ) କଣ୍ଡୋମ୍ ବିଜ୍ଞାନର ଅଦ୍ୱିତୀୟ ଆବିଷ୍କାର। କିନ୍ତୁ କେବେ କେହି ଭାବିନାହାଁନ୍ତି କି ଏହାର ଆରମ୍ଭ କେବେ ହୋଇଛି ବୋଲି। ଭାରତରେ ସେକ୍ସକୁ ନେଇକରି ଲୋକମାନେ ଖୋଲିକରି କହିପାରନ୍ତିନାହିଁ। ସେକ୍ସକୁ ନେଇକରି ଏବେ ମଧ୍ୟ ଲୋକମାନଙ୍କୁ ବାର୍ତ୍ତାଳାପ କରିବାରେ ଲାଜ ଲାଗିଥାଏ। ସେକ୍ସ ପାଇଁ କାମରେ ଆସୁଥିବା କଣ୍ଡୋମ୍ କିଣିବାକୁ ଲୋକେ ଆଜି ମଧ୍ୟ ଲାଜ କରନ୍ତି। କିନ୍ତୁ କଣ୍ଡୋମ୍ ବିପଦପୂର୍ଣ୍ଣ ରୋଗରୁ ବଞ୍ଚାଇଥାଏ। କଣ୍ଡୋମ୍ କୁ ନେଇକରି ଅନେକ କଥା ଅଛି ଯାହା ହୁଏତ ଆପଣ ଜାଣିନଥିବେ। ଆସନ୍ତୁ କଣ୍ଡୋମ୍ ର ଇତିହାସ ଏବଂ ଏହା ସହିତ ଡଡ଼ିତ କିଛି ରୋଚକ ତଥ୍ୟ ଜାଣିବା। ଆପଣ ଜାଣନ୍ତିକି ?…

"ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ କଣ୍ଡୋମ କିଣିଥାନ୍ତି: ବହୁ ପୁରୁଣା କଣ୍ଡୋମର ଇତିହାସ! "

ପ୍ରେମର ପର୍ବ ହୋଲି

ଭୁବନେଶ୍ୱର;୦୨,୦୩,୨୦୧୮(ଦେବଦତ୍ତ ରଥ): ଆଜି ରଙ୍ଗର ପର୍ବ ହୋଲି।ଫାଲ୍ଗୁନ ପୂର୍ଣ୍ଣିମା,ବସନ୍ତର ପୂର୍ଣ୍ଣତା ତଥା ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାରେ ପାଳନ ହୁଏ ରଙ୍ଗର ପର୍ବ ହୋଲି।ରଂଗ ହିଁ ତ’ ସୌନ୍ଦର୍ଯ୍ୟର ପ୍ରତିକ।ସେ ରଙ୍ଗ ଋତୁଫୁଲର,ପ୍ରାକୃତିକ ରଂଗ! ପ୍ରୀତି ପୂର୍ବକ ରଙ୍ଗେଇ ହେବାର ପର୍ବ। ପ୍ରତ୍ୟେକ ରଂଗ ଆଧ୍ୟାତ୍ମିକ ଅର୍ଥ ବହନ କରୁଛି।ସବୁଜ ଶ୍ୟାମଳ ବର୍ଣ୍ଣ ବୃକ୍ଷରାଜିର ପ୍ରଗତିର ପ୍ରତିକ,ଲାଲ ଶକ୍ତିର,ଗୋଲାପୀ ରଂଗ ପ୍ରେମର ପ୍ରତୀକ ଶିଶୁ ପରି ନିର୍ମଳତା ର ପ୍ରତୀକ,କମଳାରଂଗ ତ୍ଯାଗ ବୈରାଗ୍ୟ ଚିହ୍ନ! ହଳଦିଆ ବ୍ରହ୍ମଚର୍ଯ୍ୟ ଓ ଜ୍ଞାନର ସଂବାହକ! ଆଜି ହରିହରଙ୍କ ମିଳନର ଦିନ। ମୈତ୍ରୀର ତିଥି ଚନ୍ଦନ କର୍ପୂର ସହ ଅବିର ମିଶାଇ ପ୍ରସ୍ତୁତ ରଂଗ ଭକ୍ତ ଗଣ ପରସ୍ପରକୁ ଲେପନ କରନ୍ତି! ଏହାର…

"ପ୍ରେମର ପର୍ବ ହୋଲି"

କଳାହାଣ୍ଡିର ଆଦିବାସୀ ଅଂଚଳରେ ରାଜ୍ୟ ସ୍ତରୀୟ ପରଜା ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଆଦିବାସୀ ମାନଙ୍କ ଭାଷା ଓ ପରମ୍ପରାକୁ ବଂଚାଇ ରଖିବା ଆବଶ୍ୟକତା ରହିଛି ବୋଲି ଥୁଆମୁଲ-ରାମପୁର ବ୍ଲକ ଅନ୍ତର୍ଗତ ପରେମଂଜି ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଆଦିବାସୀ ପରଜା ଉତ୍ସବ ଅବସରରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି । ଭବାନୀପାଟଣାର ଶୁଭମ ଓ କଳିଙ୍ଗ କୁସୁମ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ୧୬ତମ ରାଜ୍ୟ ସ୍ତରୀୟ ପରଜା ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ବେଳେ ଭବାନୀପାଟଣା ବିଧାୟକ ଅନାମ ନାଏକ,ଦୂରଦର୍ଶନ କେନ୍ଦ୍ରର ନିଦେ୍ର୍ଦଶକ ଦିଲ୍ଲିପ ସାହୁ,ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ସତ୍ୟ ନାରାୟଣ…

"କଳାହାଣ୍ଡିର ଆଦିବାସୀ ଅଂଚଳରେ ରାଜ୍ୟ ସ୍ତରୀୟ ପରଜା ଉତ୍ସବ ଅନୁଷ୍ଠିତ"