ତୈଳ ଏବଂ ଗ୍ୟାସ ଲାଗି ପରିବର୍ଦ୍ଧିତ ରିକଭରୀ ବ୍ୟବସ୍ଥାକୁ ପ୍ରୋତ୍ସାହନ ସଂକ୍ରାନ୍ତ ନୀତିଗତ ଢାଂଚାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ତୈଳ ଏବଂ ଗ୍ୟାସର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ବର୍ତମାନର ହାଇଡ୍ରୋକାର୍ବନ ଭଣ୍ଡାରରୁ ରିକଭରୀରେ ସୁଧାର ଲାଗି ପରିବର୍ଦ୍ଧିତ ରିକଭରୀ (ଇଆର)/ଉନ୍ନତ ରିକଭରୀ (ଆଇଆର)/ଅଣପାରମ୍ପରିକ ହାଇଡ୍ରୋକାର୍ବନ (ୟୁଏଚସି) ଉତ୍ପାଦନ ପଦ୍ଧତି/କୌଶଳକୁ ବିକଶିତ କରିବା ସଂକ୍ରାନ୍ତ ନୀତିଗତ ଢାଂଚାକୁ ମଞ୍ଜୁରି ଦେଇଛନ୍ତି। ଇଆରରେ ପରିବର୍ଦ୍ଧିତ ତୈଳ ରିକଭରି (ଇଓଆର) ଏବଂ ପରିବର୍ଦ୍ଧିତ ଗ୍ୟାସ ରିକଭରୀ (ଇଜିଆର) ସାମିଲ ରହିଛି। ଅଣ-ପାରମ୍ପରିକ ହାଇଡ୍ରୋକାର୍ବନ (ୟୁଏଚସି) ଉତ୍ପାଦନ ପଦ୍ଧତି/କୌଶଳରେ ଶେଲ ତୈଳ ଏବଂ ଗ୍ୟାସ ଉତ୍ପାଦନ, ଟାଇଟ ତୈଳ ଏବଂ ଗ୍ୟାସ, ଶେଲ, ଗ୍ୟାସ ହାଇଡ୍ରେଟ୍ସ ଏବଂ ଭାରୀ ତୈଳରୁ ଉତ୍ପାଦନ…

"ତୈଳ ଏବଂ ଗ୍ୟାସ ଲାଗି ପରିବର୍ଦ୍ଧିତ ରିକଭରୀ ବ୍ୟବସ୍ଥାକୁ ପ୍ରୋତ୍ସାହନ ସଂକ୍ରାନ୍ତ ନୀତିଗତ ଢାଂଚାକୁ କ୍ୟାବିନେଟ ମଞ୍ଜୁରି"

“ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ” (ପିଏମ-ଆଶା)କୁ କ୍ୟାବିନେଟର ଅନୁମୋଦନ

– ନୂତନ ଯୋଜନାରେ ବ୍ୟୟ ହେବ ୪୫, ୫୫୦ କୋଟି ଟଙ୍କା – “ଅନ୍ନଦାତାଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ସ୍ୱରୂପ କୃଷକମାନଙ୍କୁ ସୁନିଶ୍ଚିତ ଏମଏସପିର ଭରସା ଦେବ ପିଏମ-ଆଶା” ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ସରକାରଙ୍କ କୃଷକ ସହଯୋଗୀ ପଦକ୍ଷେପକୁ ଏକ ବୃହତ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଅନ୍ନଦାତାଙ୍କ ପ୍ରତି ରହିଥିବା ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ନୂତନ ପ୍ରମୁଖ ଯୋଜନା “ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା)’’କୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ୨୦୧୮ କେନ୍ଦ୍ର ବଜେଟରେ କରାଯାଇଥିବା ଘୋଷଣା ପ୍ରକାରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର…

"“ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ” (ପିଏମ-ଆଶା)କୁ କ୍ୟାବିନେଟର ଅନୁମୋଦନ"

ଭାରି ଓ ଆଂଶିକଭାବେ ହାଲୁକା ଆଖୁରସ ଏବଂ ଆଖୁରସରୁ ପ୍ରସ୍ତୁତ ୧୦୦% ଇଥାନଲର ମୂଲ୍ୟ ନିର୍ଦ୍ଧାରଣ/ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ସ୍ୱୀକୃତି

ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଆଜି ଭାରି ଓ ଆଂଶିକଭାବେ ହାଲୁକା ଆଖୁରସ ଏବଂ ଆଖୁରସରୁ ପ୍ରସ୍ତୁତ ୧୦୦% ଇଥାନଲର ମୂଲ୍ୟ ନିର୍ଦ୍ଧାରଣ/ ସଂଶୋଧନ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷର ଇଥାନଲ ଯୋଗାଣ କାର୍ଯ୍ୟକ୍ରମରେ ଏହି ବର୍ଦ୍ଧିତ ମୂଲ୍ୟ ପ୍ରସ୍ତାବ ରହିଥିଲା। ଏହି ଇଥାନଲ ଯୋଗାଣ ବର୍ଷ ଡ଼ିସେମ୍ବର ୧, ୨୦୧୮ ଠାରୁ ନଭେମ୍ବର ୩୦, ୨୦୧୯ ପର୍ଯ୍ୟନ୍ତ ନିମ୍ନମତେ କାର୍ଯ୍ୟକାରୀ ହେବ: ଇଥାନଲ ଯାହାକି ଭାରି ଗୁଡ଼/ ଆଂଶିକଭାବେ ଆଖୁରସରୁ ସଂଗୃହୀତ ହୋଇଥାଏ ତାହାର ମିଲ ପୂର୍ବର ମୂଲ୍ୟ ଲିଟର ପିଛା ୫୨ଟଙ୍କା…

"ଭାରି ଓ ଆଂଶିକଭାବେ ହାଲୁକା ଆଖୁରସ ଏବଂ ଆଖୁରସରୁ ପ୍ରସ୍ତୁତ ୧୦୦% ଇଥାନଲର ମୂଲ୍ୟ ନିର୍ଦ୍ଧାରଣ/ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ସ୍ୱୀକୃତି"

୨୦୧୭-୧୮ ରୁ ୨୦୧୯-୨୦ ପର୍ଯ୍ୟନ୍ତ ସାମର୍ଥ୍ୟ ବିକାଶ ଯୋଜନା ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟର ମଂଜୁରି

ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ୨୦୧୭-୧୮ ଠାରୁ ୨୦୧୯-୨୦ ପର୍ଯ୍ୟନ୍ତ ସାମର୍ଥ୍ୟ ବିକାଶ ଯୋଜନା ଜାରି ରଖିବା ପ୍ରସ୍ତାବକୁ ମଂଜୁରି ପ୍ରଦାନ କରାଯାଇଛି। ଏଥିପାଇଁ ମୋଟ ୨, ୨୫୦ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଛି। ସାମର୍ଥ୍ୟ ବିକାଶ ଯୋଜନା କେନ୍ଦ୍ର ସରାକାରଙ୍କ ଦ୍ୱାରା ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ନିଷ୍ପାଦନ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏକ କାର୍ଯ୍ୟକ୍ରମ। ଏହାର ମୂଳ ଉଦ୍ଦେଶ୍ୟ ହେଲା ଦେଶରେ ଭିତିଭୂମି, ବୈଷୟିକ ତଥା କୁଶଳୀ ମାନବସମ୍ବଳ ସୃଷ୍ଟି କରିବା। ଏଭଳି ନିର୍ଭରଯୋଗ୍ୟ ସାମର୍ଥ୍ୟ ଯୋଗୁ ଯୋଜନାକାରମାନେ ଓ ଜନସାଧାରଣ ବ୍ୟାପକ ଭାବେ…

"୨୦୧୭-୧୮ ରୁ ୨୦୧୯-୨୦ ପର୍ଯ୍ୟନ୍ତ ସାମର୍ଥ୍ୟ ବିକାଶ ଯୋଜନା ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟର ମଂଜୁରି"

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ (ଏନଆଇଡି) ଆଇନ, ୨୦୧୪ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ (ଏନଆଇଡି) ଆଇନ, ୨୦୧୪ ଅଧୀନକୁ ଚାରିଟି ପ୍ରତିଷ୍ଠାନ- ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ, ଅମରାବତୀ/ବିଜୟୱାଡ଼ା; ଆନ୍ଧ୍ରପ୍ରଦେଶ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ, ଭୋପାଳ, ମଧ୍ୟପ୍ରଦେଶ; ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ ଜୋରହାଟ, ଆସାମ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ, କୁରକ୍ଷେତ୍ର, ହରିୟାଣାକୁ ଅଣାଯିବ। ଏଥିସହିତ ଏଗୁଡ଼ିକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ, ଅହମ୍ମଦାବାଦ ଭଳି ଇନଷ୍ଟିଚ୍ୟୁଟ ଅଫ ନ୍ୟାସନାଲ ଇମ୍ପୋର୍ଟାନ୍ସ (ଆଇଏନଆଇ) ଅର୍ଥାତ ଜାତୀୟ ମହତ୍ୱ ବହନ କରୁଥିବା ଅନୁଷ୍ଠାନ ଭାବେ ଘୋଷଣା କରିବା ଲାଗି ଏନଆଇଡି ଆଇନ ୨୦୧୪ରେ ସଂଶୋଧନ କରାଯିବ। ଏଥିପାଇଁ ସଂସଦରେ ଏକ ବିଲ ଅଣାଯିବ। ଆଜି ଏ…

"ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ (ଏନଆଇଡି) ଆଇନ, ୨୦୧୪ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି"

ଦେଶବ୍ୟାପୀ ବ୍ରଡ଼ଗେଜ ରେଳ ଲାଇନର ୧୦୦% ବିଦ୍ୟୁତିକରଣ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ ୧୩-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଭାରତୀୟ ରେଳବାଇର ବ୍ରଡ଼ଗେଜ ପାଇଁ ୧୦୦% ବିଦ୍ୟୁତିକରଣ ବ୍ୟବସ୍ଥା ପ୍ରସ୍ତାବକୁ ମଂଜୁରି ପ୍ରଦାନ କରିଛି। ଏବେ ଭାରତୀୟ ରେଳବାଇର ମୋଟ ୧୦୮ଟି ରୁଟରେ ୧୩, ୬୭୫ ରୁଟ କିଲୋମିଟର (୧୬, ୫୪୦ କିଲୋମିଟର)ର ବିଦ୍ୟୁତିକରଣ କାର୍ଯ୍ୟ କରାଯାଉଛି। ଏଥିପାଇଁ ୧୨, ୧୩୪.୫୦ କୋଟି ଟଙ୍କା ବ୍ୟୟ କରାଯାଉଛି। ଏହି ବ୍ରଡ଼ଗେଜ ବିଦ୍ୟୁତିକରଣ କାର୍ଯ୍ୟ ୨୦୨୧-୨୨ ମସିହା ସୁଦ୍ଧା ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରସ୍ତାବିତ ଏହି ରୁଟମାନଙ୍କରେ ବିଦ୍ୟୁତିକରଣ କାର୍ଯ୍ୟ ଶେଷ ହେବା ପରେ ଭାରତୀୟ ରେଳବାଇର କାର୍ଯ୍ୟ ଦକ୍ଷତା ଓ…

"ଦେଶବ୍ୟାପୀ ବ୍ରଡ଼ଗେଜ ରେଳ ଲାଇନର ୧୦୦% ବିଦ୍ୟୁତିକରଣ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି"

କେନ୍ଦ୍ର କ୍ୟାବିନେଟ ଓ କେନ୍ଦ୍ର କ୍ୟାବିନେଟର ଆର୍ଥିକ ମାମଲାର ସମିତିର ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତି – ଇଥାନୋଲର ମୂଲ୍ୟ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ

– ତୈଳ ଓ ଗ୍ୟାସ କ୍ଷେତ୍ରରେ ଏନହାନ୍ସସ ରିକଭରି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ନୀତିଗତ ଢାଂଚାକୁ ମଧ୍ୟ ଅନୁମୋଦନ ନୂଆଦିଲ୍ଲୀ, ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଓ କ୍ୟାବିନେଟର ଆର୍ଥିକ ମାମଲାର ସମିତିର ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ ନିଷ୍ପତି ଗ୍ରହଣ କରା ଯାଇଛି। ଇଥାନୋଲର ମୂଲ୍ୟରେ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆ ଯିବା ସହ ତୈଳ ଓ ଗ୍ୟାସ କ୍ଷେତ୍ରରେ ଏନହାନ୍ସସ ରିକଭରି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ନୀତିଗତ ଢାଂଚାକୁ ମଧ୍ୟ ଅନୁମୋଦନ ଦିଆ ଯାଇଛି। କ୍ୟାବିନେଟର ଆର୍ଥିକ ମାମଲାର କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ବି-ହେଭି ମୋଲାସିସ ଇଥାନୋଲର…

"କେନ୍ଦ୍ର କ୍ୟାବିନେଟ ଓ କେନ୍ଦ୍ର କ୍ୟାବିନେଟର ଆର୍ଥିକ ମାମଲାର ସମିତିର ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତି – ଇଥାନୋଲର ମୂଲ୍ୟ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ"

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ପ୍ରଧାନମନ୍ତ୍ରୀ

– ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ମାଗଣା ବୀମାଭୁକ୍ତ ହେବେ ଆଶାକର୍ମୀ, ସହାୟିକା – ଅଙ୍ଗନବାଡି କର୍ମଚାରୀଙ୍କ ପାରିଶ୍ରମିକ ୪୫୦୦ ଟଙ୍କାକୁ ବୃଦ୍ଧି – ସହାୟିକାମାନେ ପାଇବେ ୨୨୫୦ ଟଙ୍କା – କମନ ଆପ୍ଲିକେସନ ସଫ୍ଟୱେର ବ୍ୟବହାର ପାଇଁ ମିଳିବ ଅତିରିକ୍ତ ୨୫୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଭତା ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି। ଏହା ଆଗାମୀ ମାସରୁ ଲାଗୁ ହେବ। ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା, ଅଙ୍ଗନବାଡି ଏବଂ ଏଏନଏମ…

"ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ପ୍ରଧାନମନ୍ତ୍ରୀ"

ଏସିଆଡ୍ ରେ ପଦକ ବିଜେତା ଓଡ଼ିଆ ହକି ଖେଳାଳୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ୬ଜଣ ଖେଳାଳୀଙ୍କୁ ୫ କୋଟିଟଙ୍କା ପୁରସ୍କାର

ଭୁବନେଶ୍ୱର ୧୦-୯ (ଓଡ଼ିଆ ପୁଅ) ଚଳିତ ବର୍ଷ ଏସିଆଡରେ ଭାରତୀୟ ହକି ଦଳରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ଖେଳାଳୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ଭୌମ୍ୟ ପଦକ ଜିତିଥିବା ମହିଳା ଟିମ୍ନ ୪ ଜଣ ଓଡିଆ ଖେଳାଳୀଙ୍କୁ ପ୍ରତ୍ୟେକ ୧ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ଟିମ୍ ର ଦୁଇ ଜଣ ଓଡିଆ ଖେଳାଳୀଙ୍କୁ ପ୍ରତ୍ୟେକ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖେଳାଳୀମାନଙ୍କ ଉଲ୍ଲେଖନୀୟ କୃତୀତ୍ବକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ପାଇଁ ଦେଶ ଓ ରାଜ୍ୟବାସୀ ଗର୍ବିତ ବୋଲି କହିଥିଲେ।…

"ଏସିଆଡ୍ ରେ ପଦକ ବିଜେତା ଓଡ଼ିଆ ହକି ଖେଳାଳୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ୬ଜଣ ଖେଳାଳୀଙ୍କୁ ୫ କୋଟିଟଙ୍କା ପୁରସ୍କାର"

ହାଇଦ୍ରାବାଦ ବୋମା ବିଷ୍ପୋରଣ ଘଟଣାରେ ଦୁଇଜଣ ଦୋଷୀଙ୍କୁ ଫାଶୀଦଣ୍ଡ ଜଣକୁ ଆଜୀବନ କାରାଦଣ୍ଡ

ହାଇଦ୍ରାବାଦ ୧୦-୯ (ଓଡ଼ିଆ ପୁଅ) ୨୫ ଅଗଷ୍ଟ ୨୦୦୭ ରେ ହାଇଦ୍ରାବାଦରେ ହୋଇଥିବା ଡବଲ ବମ ଧମାକା ମାମଲାରେ କୋର୍ଟର ନିଷ୍ପତି ଆସିଛି। ଏନଆଇଏର ସ୍ୱତନ୍ତ୍ର ନ୍ୟାୟାଳୟ ଏହି ମାମଲାରେ ଦୁଇଜଣ ଆରୋପୀ ଅନିକ ସଈଦ ଏବଂ ଇସ୍ମାଇଲ ଚୌଧରୀଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ଏହା ସହିତ ଅନ୍ୟ ଆରୋପୀ ତାରିକ ଅଂଜୁମକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାରେ ଟ୍ରାଏଲ କୋର୍ଟ ଇଣ୍ଡିଆନ୍ ମୁଜାହିଦୀନ ଡଡ଼ିତ ଅନୀକ ସଫୀକ ସଈଦ ଏବଂ ଇସ୍ମାଇଲ ଚୌଧରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅପର ପକ୍ଷରେ, ଫାରୁକ ଶରଫୁଦ୍ଦୀନ ତରକଶ ଏବଂ ମୋହମ୍ମଦ ସାଦିକ ଇସରାର ମୁଖ୍ୟଦ ଶେଖକୁ ନିର୍ଦ୍ଦୋଶରେ ଛାଡ଼ି ଦିଆଯାଇଛି। ସୋମବାରଦିନ ଏହି ମାମଲାରେ…

"ହାଇଦ୍ରାବାଦ ବୋମା ବିଷ୍ପୋରଣ ଘଟଣାରେ ଦୁଇଜଣ ଦୋଷୀଙ୍କୁ ଫାଶୀଦଣ୍ଡ ଜଣକୁ ଆଜୀବନ କାରାଦଣ୍ଡ"