ବର୍ଷା: କେତୋଟି ସ୍କେଚ୍

॥ ମୃଣାଳ॥ ୧. ଖରା ଥିଲା ଧୁଳି ଉଡ଼ି ମୁହଁରେ ମାଖି ହୋଇଯାଉଥିଲାା ବର୍ଷା ଦିଟୋପା ବର୍ଷି ଗଲା ଯେ ସେଇ ଧୁଳି ଦେଖ କାଦୁଅ ହୋଇ ପାଦରେ ଲୋଟିଯାଉଛିା ୨. ବର୍ଷା ବିନ୍ଦୁ କେତେ ପାପୀ ଦେଖ ମାଟିରେ ପଡ଼ିଲା ତ ଧୁଳିକୁ ପଙ୍କ କରିଦେଲାା ବର୍ଷା ବିନ୍ଦୁ କେତେ ପବିତ୍ର ଦେଖ ମାଟିରେ ପଡ଼ିଲା ତ ବିହନକୁ ଅଙ୍କୁରିତ କରିଦେଲାା ୩. ସହରରେ ବର୍ଷା କଂକ୍ରୀଟ୍ ରାସ୍ତାରେ ପଡ଼ି ଖଣ୍ଡ ଖଣ୍ଡ ହୋଇଯାଏ ବର୍ଷା ବିନ୍ଦୁା ବୋହିଯାଏ ନର୍ଦ୍ଦମା ଭିତରକୁା ଅବରୁଦ୍ଧ ନର୍ଦ୍ଦମାରେ ଜମି ରହି ପଚୋ ଦୁର୍ଗନ୍ଧ ହୁଏା ପଚା ପାଣିରେ ପୋକଜୋକମଶାମାଛି ଜନ୍ମ ନିଅନ୍ତି। ନର୍ଦ୍ଦମା ପାଣି ଉଛୁଳି ଆସେ…

"ବର୍ଷା: କେତୋଟି ସ୍କେଚ୍"

ସାରସ୍ୱତ ସାଧକ ଇନ୍ଦୁଭୂଷଣ କରଙ୍କ ତିନିଖଣ୍ଡି – ମହାର୍ଘ ପୁସ୍ତକ ଲୋକାର୍ପଣ ଉତ୍ସବ

ଭୁବନେଶ୍ୱର – ୦୯.୦୬.୨୦୧୮ (ଓଡ଼ିଆ ପୁଅ) ଭୁବନେଶ୍ୱର ସ୍ଥିତ ପ୍ରମୁଖ ପ୍ରକାଶନ ସଂସ୍ଥା ‘ଇମେଜ ପବ୍ଲିକେସନ’ ଆନୁକୁଲ୍ୟରେ ୦୯.୦୬.୨୦୧୮ ସଂଧ୍ୟା ୬ଟାରେ, ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଚିବ, ସାରସ୍ୱତ ସାଧକ, ଇନ୍ଦୁଭୂଷଣ କରଙ୍କ ଦ୍ୱାରା ଲିଖିତ –‘କଳା, ସାହିତ୍ୟ, ସଂସ୍କୃତ ‘ଏକ୍ଷସଜ୍ଞକ୍ଟ୍ରଗ୍ଦରଗ୍ଦ କ୍ଟଲ ଙୟସଗ୍ଦଷବଦ୍ଭ ଉଙ୍କକ୍ଷଗ୍ଧଙ୍କକ୍ସର’ ଓ ଏକ୍ଷସଜ୍ଞକ୍ଟ୍ରଗ୍ଦରଗ୍ଦ କ୍ଟଲ ଓଦ୍ଭୟସବଦ୍ଭ ଞଷରବଗ୍ଧକ୍ସର’ ଲୋକାର୍ପିତ ହୋଇଥିଲା। ଏହି ପୁସ୍ତକ ଲୋକାର୍ପିତ ଉତ୍ସବରେ ଉଦ୍ ଘାଟକ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଭାଷାତତ୍ୱବିତ୍ ପଦ୍ମଶ୍ରୀ ଡ଼. ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦାନ କରି, କହିଥିଲେ, ସାରସ୍ୱତ ସାଧକ, ଇନ୍ଦୁଭୂଷଣ କରଙ୍କ ଏହି ୩ ଖଣ୍ଡି ମହାର୍ଘ ପୁସ୍ତକ, ଓଡ଼ିଆ ସାହିତ୍ୟ ସଂସ୍କୃତ ଓ…

"ସାରସ୍ୱତ ସାଧକ ଇନ୍ଦୁଭୂଷଣ କରଙ୍କ ତିନିଖଣ୍ଡି – ମହାର୍ଘ ପୁସ୍ତକ ଲୋକାର୍ପଣ ଉତ୍ସବ"

ଓଡ଼ିଆଙ୍କ ମନରେ ଭାଷା ପାଇଁ ସ୍ୱାଭିମାନ ଯୋଗୁଁ ଶତାବ୍ଦୀ ଶତାବ୍ଦୀର ଘାତ ପ୍ରତିଘାତ ପରେ ବି ଓଡ଼ିଆ ଭାଷା ନିଜର ପରିଚୟକୁ ବଜାୟ ରଖୁଛି – ଧର୍ମେନ୍ଦ୍ର ପ୍ରଧାନ

କଳିଙ୍ଗ ଲିଟରାରୀ ଫେଷ୍ଟିଭାଲକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ୦୮ ଜୁନ (ଓଡ଼ିଆ ପୁଅ) – ଓଡ଼ିଆଙ୍କ ମନରେ ସ୍ୱାଭିମାନ ଓ ଆମ ପରିଚୟ ରହିଥିବା କାରଣରୁ ଓ ଓଡ଼ିଆ ଭାଷାର ନିଜସ୍ୱ ପରିଚୟ ଯୋଗୁଁ ଶତାବ୍ଦୀ ଶତାବ୍ଦୀ ଧରି ବହୁତ ଘାତ ପ୍ରତିଘାତ ପରେ ବି ଓଡ଼ିଆ ଭାଷା ସାରା ବିଶ୍ୱରେ ପରିଚୟ ସୃଷ୍ଟି କରିପାରିଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ‘କଳିଙ୍ଗ ଲିଟେରାରି ଫେଷ୍ଟିଭାଲ’ର ଉଦଘାଟନ କରି ଶ୍ରୀ ପ୍ରଧାନ ଏହା କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ଏକ କଳା ସଂସ୍କୃତିର ରାଜ୍ୟ। ଓଡ଼ିଆ ଜୀବନ ପ୍ରଭାବ ପୃଥିବୀର ଏକ ପୁରୁଣା…

"ଓଡ଼ିଆଙ୍କ ମନରେ ଭାଷା ପାଇଁ ସ୍ୱାଭିମାନ ଯୋଗୁଁ ଶତାବ୍ଦୀ ଶତାବ୍ଦୀର ଘାତ ପ୍ରତିଘାତ ପରେ ବି ଓଡ଼ିଆ ଭାଷା ନିଜର ପରିଚୟକୁ ବଜାୟ ରଖୁଛି – ଧର୍ମେନ୍ଦ୍ର ପ୍ରଧାନ"

ବିଷ୍ଣୁ ସାହୁଙ୍କ ଶ୍ରେଷ୍ଠ ଗଳ୍ପର ଲୋକାର୍ପଣ ଉତ୍ସବ

ବାଲେଶ୍ୱର ୦୪/୦୬ (ଓଡ଼ିଆ ପୁଅ/ଅଜିତ୍ ବେହେରା) – ବାଲେଶ୍ୱରର ଲକି ଇଣ୍ଟରନ୍ୟାସନାଲ୍ ସଭାଗୃହରେ ଓଡିଆ ଭାଷା ସାହିତ୍ୟର ସ୍ୱନାମଧନ୍ୟ କଥାଶିଳ୍ପୀ ଇଂ ବିଷ୍ଣୁ ସାହୁଙ୍କ ଗଳ୍ପ ପୁସ୍ତକ ବିଷ୍ଣୁ ସାହୁଙ୍କ ଶ୍ରେଷ୍ଠ ଗଳ୍ପର ଲୋକାର୍ପଣ ଉତ୍ସବ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଡ.ରମାକାନ୍ତ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗଣଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ସମ୍ମାନୀତ ଅତିଥି ଭାବରେ ଡ.ପ୍ରହ୍ଲାଦ ଚରଣ ମହାନ୍ତି, କଥାଶିଳ୍ପୀ ଇଂ.ବିଷ୍ଣୁ ସାହୁ, ଧ୍ୱନି ପ୍ରତିଧ୍ୱନିର ସମ୍ପାଦିକା ସୈରିନ୍ଧ୍ରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କବି ସତ୍ୟଭାମା ମୁଦୁଲି ପ୍ରାରମ୍ଭିକ ସଙ୍ଗୀତ ଗାନ…

"ବିଷ୍ଣୁ ସାହୁଙ୍କ ଶ୍ରେଷ୍ଠ ଗଳ୍ପର ଲୋକାର୍ପଣ ଉତ୍ସବ"

ଆଧୁନିକତା ସାହିତ୍ୟର ପ୍ରାଣ ସ୍ପନ୍ଦନ ଭଦ୍ରକ ସାହିତ୍ୟ ପରିଷଦର ସାହିତ୍ୟ ଚର୍ଚ୍ଚା

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ସାହିତ୍ୟ ପରିଷଦର ଗ୍ରୀଷ୍ମ ସାହିତ୍ୟ ଚର୍ଚ୍ଚା ଓ କବିତା ଆସର ଏହାର କୁଆଁସସ୍ଥ ବାସଭବନରେ ଅନୁଷ୍ଠିତ ହୋଇ ଯାଇଛି। ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଓଡିଆ ଭାଷା ସାହିତ୍ୟର ଅଧ୍ୟାପକ ଡଃ ଅଭୟ ଦାସ, ଆଧୁନିକତା ସାହିତ୍ୟର ପ୍ରମୂଖ ପ୍ରାଣ ସ୍ପନ୍ଦନ ବୋଲି କହିଥିଲେ। ବିଶିଷ୍ଟ କବି ଅବସରପ୍ରାପ୍ତ ଅଧ୍ୟାପକ ଡଃ ଅବନୀ ପ୍ରଧାନ ଚର୍ଚ୍ଚାରେ ଅଂଶଗ୍ରହଣ କରିବା ସହିତା କବିତା ଗୁଡିକୁ ସମୀକ୍ଷା କରିଥିଲେ। ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଡଃ ଗୋଲୋକ ବିହାରୀ ସାହୁ ସଭାପତିତ୍ୱ କରି ସାହିତ୍ୟରେ ଆଧୁନିକତା ଏବଂ ଭିନ୍ନ ଭିତ୍ତିର ଅୟମାରମ୍ଭ କରିଥିଲା ବୋଲି…

"ଆଧୁନିକତା ସାହିତ୍ୟର ପ୍ରାଣ ସ୍ପନ୍ଦନ ଭଦ୍ରକ ସାହିତ୍ୟ ପରିଷଦର ସାହିତ୍ୟ ଚର୍ଚ୍ଚା"

ଜଣେ କବି ଈଶ୍ୱରଙ୍କୁ ସୃଷ୍ଟି କରିଛନ୍ତି

ରାୟଗଡା, ୨୯।୫ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ବିଶ୍ୱବ୍ରହ୍ମାଣ୍ଡରେ ସାପ, ବେଙ୍ଗ, ବାଘ, ଭାଲୁ, ଘୋଡାଭଳି ବହୁ ଜୀବ ରହିଛନ୍ତି। କିନ୍ତୁ କେହି କହିନଥିଲେ। କିନ୍ତୁ କେହିଜଣେ କବି ହିଁ କହିଥିଲା ଯେ ପୃଥିବୀରେ ଜଣେ ଈଶ୍ୱର ବୋଲି ଅଛନ୍ତି। ତେଣୁ ମୋତେଲାଗେ ଈଶ୍ୱରଙ୍କୁ ଯଦି କେହି ସୃଷ୍ଟି କରିଛି ସେ ହେଉଛି କବି ବୋଲି ଓଡିଶା ସାହିତ୍ୟ ଏକାଡମୀର କାର୍ଯ୍ୟକାରୀ ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହ କହିଛନ୍ତି। ରାୟଗଡା କୃଷ୍ଣଚନ୍ଦ୍ର ନଗରଭବନ ଠାରେ ଅନୁଷ୍ଟିତ ଓଡିଶା ସାହିତ୍ୟ ଏକଡାମୀର ଏକ ପକୃତି ଓ ସାହିତ୍ୟ ଶିର୍ଷକ ଏକ ଆଲୋଚନାଚକ୍ରରେ ସେ ଆହୁରି କହିଛନ୍ତିଯେ ଆଉଜଣେ ବାଲ୍ମୀକି ନାମ୍ନୀ କବି ଆସି ଈଶ୍ୱରଙ୍କ ରୂପ ସମ୍ପର୍କରେ ଲେଖି…

"ଜଣେ କବି ଈଶ୍ୱରଙ୍କୁ ସୃଷ୍ଟି କରିଛନ୍ତି"

ରଙ୍ଗ

ମୁଁ ଖାତିର କରେନି ତୋ ଧଳା ରଙ୍ଗର ବିସ୍ତାର ମୋ ଆଖିରେ ଅଧ ଇଞ୍ଚର ନାଲିରଙ୍ଗ କେବେ ଚୁଲି ଭିତରେ ମୁଣ୍ଡ କେବେ ମୁଣ୍ଡ ଭିତରେ ଚୁଲି ଦେଖ୍ , ମୋ ପାଦ ବିଲକୁଲ ଲକ୍ଷ୍ମୀ ପାଦ ନୁହେଁ ବିଭତ୍ସ, କଦାକାର, ଫଟା ଫଟା.. ମୋ ଚାଲିରେ ପଦ୍ମ ଫୁଟେନି…. ଶ୍ୱାନ ଶ୍ୱାପଦଙ୍କ ବିକଟାଳ ଚିତ୍କାର ପରି ପଦପାତରେ ଯେବେ ବି ଯାହାକୁ ସାମ୍ନା କରେ ସେ ପାଲଟିଯାଏ ଗଦାଏ ବତୁରା ମାଟି ତାକୁ ମୁଁ ଗଢେ ମୋ ଇଚ୍ଛାରେ !! ସେ, ସ୍ୱର ହେଲେ ମୁଁ ହିଁ ଶବ୍ଦ ହୁଏ ସେ ବୀଜ ହେଲେ ମୁଁ ତା ଅଙ୍କୁରୋଦ୍ଗମ ସେ ଜଡ ହେଲେ ମୁଁ…

"ରଙ୍ଗ"

“ଫୁଲର ହସ” ର ବିଷୁବ ସଂଖ୍ୟା ଲୋକାର୍ପଣ ଓ ରାଜ୍ୟସ୍ତରୀୟ କୃତୀ ପ୍ରତିଭା ସମାରୋହ

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଏଣୁ ପୁଅ ହେଉକି ଝିଅ ହେଉ, କୋମଳମତି ଶିଶୁଟିର ଅନ୍ତର୍ନିହିତ ଗୁଣର ବିକାଶ କ୍ଷେତ୍ରରେ କେବଳ ଅଭିଭାବକ ନୁହଁନ୍ତି, ଗୁରୁ ଓ ପ୍ରତ୍ୟେକ ବ୍ୟକ୍ତିର ଗୁରୁଦାୟିତ୍ୱ ରହିଛି ବୋଲି ଆମ ରାଜ୍ୟର ପ୍ରତିଷ୍ଠିତ ମାସିକ ଶିଶୁକିଶୋର ସାହିତ୍ୟ ପତ୍ରିକା “ଫୁଲର ହସ” ର ବିଷୁବ ସଂଖ୍ୟା ଲୋକାର୍ପଣ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକର ସହୀଦ ସ୍ମୃତି ଭବନରେ ଆୟୋଜିତ ସାନ୍ଧ୍ୟର ଏହି କାର୍ଯ୍ୟକ୍ରମରେ “ଫୁଲର ହସ” ର ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ମୁଖ୍ୟଅତିଥି ଭାବେ…

"“ଫୁଲର ହସ” ର ବିଷୁବ ସଂଖ୍ୟା ଲୋକାର୍ପଣ ଓ ରାଜ୍ୟସ୍ତରୀୟ କୃତୀ ପ୍ରତିଭା ସମାରୋହ"

‘ଶ୍ଳୋକ ଶତକ’ ପୁସ୍ତକ ଉନ୍ମୋଚିତ

ତିର୍ତ୍ତୋଲ ୦୩/୫ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ନିକଟସ୍ଥ ଗରାମ ପଞ୍ଚାୟତ ଅଲଣାମଠ ସ୍ଥିତ ପାଲା ମଣ୍ଡପ ପରିସରରେ ମଧ୍ୟରେ ପଣ୍ଡିତ ଭାସ୍କର ଚନ୍ଦ୍ର ଶତ୍ ପଥିଙ୍କ ଅନୁଦିତ ସଂସ୍କୃତ ମଙ୍ଗଳା ଚରଣର ଓଡିଆ ବାଣୀ ଗାଥା ସମ୍ବଳିତ ‘ଶ୍ଳୋକ ଶତଳ’ ପୁସ୍ତକ ସମ୍ବାଦ ସାହିତ୍ୟ ଘରର ସଭାପତି ଗୋଲୋକ ବିହାରୀ ପଲାଇଙ୍କ ପୌରୋହିତ୍ୟରେ ଉନ୍ମୋଚିତ ହୋଇଯାଇଅଛି। ଏହି ସାରସ୍ୱତ ସଭାରେ ମୁଖ୍ୟଅତିଥି ଭାବେ ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତାଭାବେ ଗାୟକ ରବିନାରାୟଣ ପତି, ସମ୍ମାନିତ ଅତିଥି ପୂଜାପରିଷଦର ସଂପାଦକ ବଂଶୀଧର ପଲାଇ, ସୁରେନ୍ଦ୍ର ନାଥ ପରିଡା, ପ୍ରାକ୍ତନ ସଂପାଦକ ନଟବର ପାତ୍ର ପ୍ରମୁଖ ଯୋଗଦାନ କରି ଭାରତ ବର୍ଷ ଏକ…

"‘ଶ୍ଳୋକ ଶତକ’ ପୁସ୍ତକ ଉନ୍ମୋଚିତ"

କୁତ୍ସିତ ମାନସିକତା !!

– ପଙ୍କଜ କୁମାର ପାଣିଗ୍ରାହୀ ପ୍ରାଚୀନ ଭାରତୀୟ ସଂସ୍କୃତି, ପରମ୍ପରା, ମର୍ଯ୍ୟାଦା, ସାମାଜିକ ସଂସ୍କାର କ’ଣ ଥିଲା, ତାହାର ସ୍ଵଚକ୍ଷୁ ଦର୍ଶୀ ଅଦ୍ୟାବଧି ନଥିଲେ ମଧ୍ୟ ସାଧାରଣ ପାରିବାରିକ ମନୁଷ୍ୟ ଗୁଡିକୁ ଦେଖି ନିରୀକ୍ଷଣ କଲେ ମନରେ ପ୍ରଶ୍ନ ଉଠେ, ଆମ ପୂର୍ବ ପୁରୁଷ ମାନେ ଏକ ବିଡମ୍ବନା ଥିଲେ, ନା ଆମେ ପଶ୍ଚ୍ୟାତ ସଭ୍ୟତା କୁ ଆପଣେଇ ପ୍ରଗତିର ଅବାସ୍ତବ କୁହେଳିକା କୁ ପ୍ରଶ୍ରୟ ଦେଇ ଏକ କୁତ୍ସିତ ମାନସିକତା ମଧ୍ୟରେ ନିଜକୁ ଦଗ୍ଧ କରୁଛେ ?! ଏକ ବିଶାଳ ବାସ୍ତବ ବାଦୀ ପ୍ରଶ୍ନର ଉତ୍ତର ଖୋଜି ଅନୁଶୀଳନ କଲେ ଜଣାଯାଏ ଯେ………….. ଭୌଗଳିକ ସ୍ଥିତି ଅନୁଯାଇ ପୃଥିବୀର ବିଭିନ୍ନ ସ୍ଥାନ ତଥା ମହାଦେଶ,…

"କୁତ୍ସିତ ମାନସିକତା !!"