୧୪ ଜୁଲାଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଗୁପ୍ତ ଶତ୍ରୁମାନଙ୍କଠାରୁ ସାବଧାନ ରହିବାକୁ ଉପଦେଶ। କୌଣସି କଥାରେ ଆପଣଙ୍କ ମନ ଦୁଖୀ ହୋଇପାରେ ଏବଂ ଆପଣ ଦୁଃଖୀ ହୋଇପାରନ୍ତି। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ଆପଣଙ୍କୁ ହୋଇପାରେ। ନୂଆ ସମ୍ବନ୍ଧ ଅସୁବିଧା ଦାୟକ ପ୍ରମାଣିତ ହୋଇପାରନ୍ତି। ବୃଷ : ଆଜି ଆପଣଙ୍କ ଚିନ୍ତା କମ ହେବ ଏବଂ ଉତ୍ସାହ ବଢ଼ିବ। ମନ ପ୍ରଫୁଲ୍ଲିତ ରହିବ। ଆଜି ଆପଣ ଅଧିକ ସମ୍ବେଦନଶୀଳତା ଏବଂ ଭାବୁକତା ଅନୁଭବ କରିବେ। ଆପଣଙ୍କ କଳ୍ପନାଶକ୍ତି ସମ୍ପୂର୍ଣ୍ଣରୁପେ ବୃଦ୍ଧି ପାଇବା କାରଣରୁ ସାହିତ୍ୟ ଲେଖନରେ କୌଣସି ରଚନାର ସୃଜନ କରିବେ। ମିଥୁନ : ଆଜି ଆପଣଙ୍କ ଦିନ ମିଶ୍ରିତ ଫଳଦାୟୀ ରହିବ। ଆଜି ଆପଣ ଆଳସ୍ୟ, ବ୍ୟଗ୍ରତା ଏବଂ…

"୧୪ ଜୁଲାଇ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୧୩ ଜୁଲାଇ ଶୁକ୍ରବାର : ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ

ମେଷ : ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆଜି ସରକାରୀ ଲାଭ ହେବାର ସମ୍ଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ। ମଧ୍ୟାହ୍ନ ପରେ ମନ ଅସ୍ଥିର ହୋଇପାରେ। ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି। ବୃଷ : ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ଅଟେ। ଆଜି ମିତ୍ର ତଥା ସ୍ନେହୀଜନମାନଙ୍କ ସହିତ ସାକ୍ଷାତ ଆନନ୍ଦପ୍ରଦ ରହିବ। ଦିନର ଅଧିକାଂଶ ଭାଗ ଧନ ସମ୍ବନ୍ଧିତ ଯୋଜନା ବନାଇବା ପାଇଁ କଟିବ। ପିତା ଏବଂ ବଡ଼ମାନଙ୍କଠାରୁ ଲାଭର ଆଶା ଅଛି। ମିଥୁନ : ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ ରହିବ। ମିତ୍ର ଏବଂ…

"୧୩ ଜୁଲାଇ ଶୁକ୍ରବାର : ଜାଣନ୍ତୁ ଆଜିର ଆପଣଙ୍କର ରାଶିଫଳ"

୧୨ ଜୁଲାଇ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କ ଦିନ ମିଶ୍ରଫଳ ଦାୟୀ ଅଟେ। ଆପଣଙ୍କୁ ଆଜି ନୂଆ କାର୍ଯ୍ୟ କରିବାର ପ୍ରେରଣା ମିଳିବ ଏବଂ ନୂଆ କାର୍ଯ୍ୟ ପ୍ରାରମ୍ଭ କରିପାରିବେ। ଆଜି ଆପଣଙ୍କ ମନରେ ପରିବର୍ତ୍ତନ ଶୀଘ୍ର ଆସିବ। ଯାହାଫଳରେ ଆପଣଙ୍କ ମନ କିଛି ଦ୍ୱନ୍ଦ୍ୱଯୁକ୍ତ ରହିବ। ଆଜି ଚାକିରି ଏବଂ ବ୍ୟବସାୟରେ ଆପଣଙ୍କୁ ପ୍ରତିଦ୍ୱନ୍ଦିତାତ୍ମକ ବ୍ୟବହାରର ସାମନା କରିବାକୁ ପଡିବ। କୌଣସି ନିଶ୍ଚିତ କାରଣ ହେତୁ କାର୍ଯ୍ୟ କରିବାକୁ ପ୍ରେରଣା ମିଳିବ। ଛୋଟ ଯାତ୍ରାର ଯୋଗ ଅଛି। ମହିଳାମାନଙ୍କୁ ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ବୃଷ : ହାତକୁ ଆସିଥିବା ସୁଯୋଗ ଅନିର୍ଣ୍ଣୟ କାରଣରୁ ଆପଣଙ୍କ ହାତରୁ ଚାଲିଯାଇପାରେ ଏବଂ ତାହାର ଲାଭ ପାଇବେ…

"୧୨ ଜୁଲାଇ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୧୧ ଜୁଲାଇ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଦିନର ପ୍ରାରମ୍ଭରେ କିଛି ମାନସିକ ଦ୍ୱନ୍ଦ୍ୱ ହୋଇପାରେ। କିନ୍ତୁ ଆପଣ ସମାଧାନକାରୀ ବ୍ୟବହାର ଆପଣାଇକରି ଅସୁବିଧାକୁ ଠିକ କରିନେବେ। ଆଜି ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାପାଇଁ ଉପଦେଶ। ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବାର ସମ୍ଭାବନା ଅଛି ଏବଂ ଏହା ମନ ପ୍ରଫୁଲ୍ଲିତ ରହିବ। ବୃଷ : ଆପଣଙ୍କପାଇଁ ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ। ଆପଣଙ୍କୁ ଶାରୀରିକ ତଥା ମାନସିକରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବ ହେବ। ଆପଣଙ୍କ କଳାତ୍ମକ ଶକ୍ତିରେ ବୃଦ୍ଧି ହୋଇପାରେ। କାର୍ଯ୍ୟ ଉତ୍ସାହରସହ କରିବେ। କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମାନସିକ ରୂପରେ…

"୧୧ ଜୁଲାଇ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୧୦ ଜୁଲାଇ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଘର ପରିବାରର କାମ ସମ୍ପୂର୍ଣ୍ଣ କରିବା ପାଇଁ ଟିକେ ବୁଦ୍ଧି ବିବେକରେ କାମ କରିବାକୁ ହେବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନହେଲେ କୌଣସି ବାଦ-ବିବାଦ କିମ୍ବା ମନମାଳିନ୍ୟ ହୋଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ, ନିରର୍ଥକ ଖର୍ଚ୍ଚ କରନ୍ତୁ ନାହିଁ। ଆର୍ଥିକ ବିଷୟଗୁଡ଼ିକରେ ସାବଧାନ ରୁହନ୍ତୁ। ବୃଷ : ଆପଣ ନିଜର ପରିବାରର ଆର୍ଥିକ ଆବଶ୍ୟକତାକୁ ଆଜି ସମ୍ପୂର୍ଣ୍ଣ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମନରେ ଉତ୍ସାହ ତଥା ବିଚାରରେ ସ୍ଥିରତା କାରଣରୁ ସମସ୍ତ କାର୍ଯ୍ୟ ଆପଣ ଭଲ ଭାବରେ କରି ପାରିବେ। ଆଜି ମନୋରଞ୍ଜନ, ସୌନ୍ଧର୍ଯ୍ୟ-ପ୍ରସାଧନ, ଆଭୂଷଣ ଆଦିରେ ଖର୍ଚ୍ଚ ହେବ। ମିଥୁନ : ଆପଣଙ୍କ ବାଣୀ…

"୧୦ ଜୁଲାଇ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୦୯ ଜୁଲାଇ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ବାତାବରଣ ଆନନ୍ଦପ୍ରଦ ରହିବ। ମିତ୍ର ତଥା ସ୍ନେହୀଜନମାନଙ୍କ ସାଥିରେ ସମ୍ବନ୍ଧ ଭଲ ରହିବ, କିନ୍ତୁ ସଂଧ୍ୟାରେ ସ୍ଵାସ୍ଥ୍ୟ ଟିକେ ଖରାପ ରହି ପାରେ। ଖାଇବା ପିଇବାରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି। କଥାବାର୍ତ୍ତା କରିବା ସମୟରେ କାହା ସହିତ ଉଗ୍ରତା ପୂର୍ଣ୍ଣ ଭାଷାର ପ୍ରଯୋଗ ନ ହେଉ, ଏଥିପାଇଁ ଜିହ୍ଵା ଉପରେ ନିୟନ୍ତ୍ରଣ ରଖିବେ। ପରିବାର ତଥା କାର୍ଯ୍ୟକ୍ଷେତ୍ରରେ ସମାଧାନକାରୀ ବ୍ୟବହାର ଆପଣାଇବେ। ଦିନର ଉତ୍ସାହ ତଥା ଊର୍ଜାର ସନ୍ତୁଳନ ରହିବ। ବୃଷ : ଆଜି ଆପଣ କୌଣସି ବିଷୟକୁ ନେଇକରି ଚିନ୍ତନଶୀଳ ରହି ପାରନ୍ତି। ଥଣ୍ଡା-କାଶ, କଫ କିମ୍ବା ଜ୍ୱର ସମ୍ବନ୍ଧିତ…

"୦୯ ଜୁଲାଇ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୦୮ ଜୁଲାଇ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣ ହୃଦୟ ଏବଂ ମନରେ ସୁସ୍ଥ ରହି କାର୍ଯ୍ୟ କରି ପାରିବେ ଏବଂ ସଶକ୍ତ ଅନୁଭବ କରିବେ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ପରିଜନମାନଙ୍କ ସାଥିରେ ଆନନ୍ଦ ଏବଂ ଉଲ୍ଲାସରେ ସମୟ ବିତିବ। ମାତାଙ୍କଠାରୁ ଲାଭ ହେବାର ସଂକେତ ମିଳୁଛି। ମିତ୍ର ଏବଂ ପରିଜନମାନଙ୍କର ସହଯୋଗ ମିଳିବ। ବୃଷ : ଆଜି ସ୍ଵାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରୁହନ୍ତୁ। ଆପଣଙ୍କୁ କୌଣସି ଭାବରେ ମାନସିକ ଚିନ୍ତା ଘେରି ପାରେ, ଏହାକୁ ନିଜ ଉପରେ ହାବୀ ହେବାକୁ ଦିଅନ୍ତୁ ନାହିଁ। ଆଜି ହେବାକୁ ଥିବା ଘଟଣାରେ ଆପଣ ଚିନ୍ତିତ ହୋଇପାରନ୍ତି। ସ୍ଵାସ୍ଥ୍ୟ ଖରାପ ହେବା ଏବଂ…

"୦୮ ଜୁଲାଇ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୦୭ ଜୁଲାଇ ଶନିବାର : ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

ମେଷ : ଆଜି ମାନସିକ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି। ଶାରୀରିକ ରୂପରେ ଆଳସ୍ୟ ହୋଇପାରେ। ଧନର ନିବେଶ ସମ୍ଭାଳିକରି କରନ୍ତୁ, କମ ଲାଭର ଆଶଙ୍କା ଅଛି। ଆବଶ୍ୟକ କାଗଜପତ୍ରଙ୍କ ଉପରେ ଅଧିକ ଧ୍ୟାନ ଦେବେ। ମଧ୍ୟାହ୍ନ ପରେ କାର୍ଯ୍ୟର ପ୍ରାରମ୍ଭ କରିବାରେ ସରଳତା ରହିବ। ପାରିବାରିକ ବାତାବରଣରେ ସୁଧାର ହେବ। ଧାର୍ମିକ କାର୍ଯ୍ୟଗୁଡ଼ିକ ସମ୍ବନ୍ଧିତ ପ୍ରସଂଗ ଉପସ୍ଥିତ ହେବ। ଅଧିକ ଖର୍ଚ୍ଚ ଉପରେ ଅଂକୁଶ ରଖିବାକୁ ହେବ। ବୃଷ : ବ୍ୟବହାରିକ କାର୍ଯ୍ୟଗୁଡ଼ିକୁ ନିପଟାଇବା ପାଇଁ ଆଜିର ଦିନ ଶୁଭ ଅଟେ। ବୃଦ୍ଧ ଏବଂ ମିତ୍ରମାନଙ୍କ ସହ ସାକ୍ଷାତ କରିବାର ଯୋଗ ଅଛି। ନୂଆ ମିତ୍ର ବନି ପାରନ୍ତି, ଯାହାର ମିତ୍ରତା ଦୀର୍ଘକାଳ ପର୍ଯ୍ୟନ୍ତ…

"୦୭ ଜୁଲାଇ ଶନିବାର : ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ"

୦୬ ଜୁଲାଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କ ଦିନ ଅନୁକୂଳ ଅଟେ। ସୁସ୍ଥ ମନରେ ଆଜି ସମସ୍ତ କାର୍ଯ୍ୟ କରି ପାରିବେ। ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ସମୟ କଟିବ। ମାତାଙ୍କଠାରୁ ଲାଭ ହେବ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ମିଶିବାରୁ ଘରେ ଖୁସିର ବାତାବରଣ ରହିବ। ବୃଷ : ଆଜି ଆପଣଙ୍କ ମନ ଅନେକ ପ୍ରକାରର ଚିନ୍ତାରେ ଗ୍ରସ୍ତ ହୋଇପାରେ। ସ୍ଵାସ୍ଥ୍ୟ ବିଗଡ଼ି ପାରେ ଏବଂ ଆଖିରେ ଯନ୍ତ୍ରଣା ହେବାର ଆଶଂକା ଅଛି। ଆଜି ଆରମ୍ଭ କରାଯାଇଥିବା ନୂଆ କାର୍ଯ୍ୟ ଅପୂର୍ଣ୍ଣ ରହିପାରେ। ଅଯଥା ଖର୍ଚ୍ଚ ହୋଇପାରେ। ଦୁର୍ଘଟଣାରୁ ସାବଧାନ ରୁହନ୍ତୁ। ମିଥୁନ : ଆଜିର ଦିନ ଆପଣଙ୍କପାଇଁ ବହୁତ ଲାଭପ୍ରଦ…

"୦୬ ଜୁଲାଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୦୫ ଜୁଲାଇ ଗୁରୁବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି କାର୍ଯ୍ୟରେ ସମ୍ପୂର୍ଣ୍ଣ ବ୍ୟସ୍ତ ରହିବେ। ଏଥିପାଇଁ ଧନ ଖର୍ଚ୍ଚ ମଧ୍ୟ ହୋଇପାରେ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା ଅଛି। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି। ବୃଷ : ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ। ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି। ସରକାରୀ ଲାଭର ଆଶା ରଖିପାରନ୍ତି। ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ। ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ। ଅଧୂରା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦାମ୍ପତ୍ୟଜୀବନରେ…

"୦୫ ଜୁଲାଇ ଗୁରୁବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"