୦୬ ଜୁଲାଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କ ଦିନ ଅନୁକୂଳ ଅଟେ। ସୁସ୍ଥ ମନରେ ଆଜି ସମସ୍ତ କାର୍ଯ୍ୟ କରି ପାରିବେ। ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ସମୟ କଟିବ। ମାତାଙ୍କଠାରୁ ଲାଭ ହେବ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ମିଶିବାରୁ ଘରେ ଖୁସିର ବାତାବରଣ ରହିବ। ବୃଷ : ଆଜି ଆପଣଙ୍କ ମନ ଅନେକ ପ୍ରକାରର ଚିନ୍ତାରେ ଗ୍ରସ୍ତ ହୋଇପାରେ। ସ୍ଵାସ୍ଥ୍ୟ ବିଗଡ଼ି ପାରେ ଏବଂ ଆଖିରେ ଯନ୍ତ୍ରଣା ହେବାର ଆଶଂକା ଅଛି। ଆଜି ଆରମ୍ଭ କରାଯାଇଥିବା ନୂଆ କାର୍ଯ୍ୟ ଅପୂର୍ଣ୍ଣ ରହିପାରେ। ଅଯଥା ଖର୍ଚ୍ଚ ହୋଇପାରେ। ଦୁର୍ଘଟଣାରୁ ସାବଧାନ ରୁହନ୍ତୁ। ମିଥୁନ : ଆଜିର ଦିନ ଆପଣଙ୍କପାଇଁ ବହୁତ ଲାଭପ୍ରଦ…

"୦୬ ଜୁଲାଇ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୦୫ ଜୁଲାଇ ଗୁରୁବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି କାର୍ଯ୍ୟରେ ସମ୍ପୂର୍ଣ୍ଣ ବ୍ୟସ୍ତ ରହିବେ। ଏଥିପାଇଁ ଧନ ଖର୍ଚ୍ଚ ମଧ୍ୟ ହୋଇପାରେ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା ଅଛି। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି। ବୃଷ : ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ଚାକିରି କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ। ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି। ସରକାରୀ ଲାଭର ଆଶା ରଖିପାରନ୍ତି। ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ। ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ। ଅଧୂରା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଦାମ୍ପତ୍ୟଜୀବନରେ…

"୦୫ ଜୁଲାଇ ଗୁରୁବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୦୪ ଜୁଲାଇ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି। ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା ଅଛି। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି। ବୃଷ : ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରି ପାରିବେ। ଚାକିରିରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ। ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି। ସରକାରୀ ଲାଭର ଆଶା ରଖିପାରନ୍ତି। ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ। ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଦାମ୍ପତ୍ୟଜୀବନରେ…

"୦୪ ଜୁଲାଇ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୦୩ ଜୁଲାଇ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଦିନ ଆନନ୍ଦପୂର୍ବକ କଟିବ। ମିତ୍ରମାନଙ୍କ ପଛରେ ଧନଖର୍ଚ୍ଚ ହୋଇପାରେ ଏବଂ ଲାଭ ମଧ୍ୟ ହେବ। ସରକାରୀ ଏବଂ ଅର୍ଧ ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ। ଲାଭର ନୂଆ ସ୍ରୋତ ଦେଖାଯିବ। ଅଚାନକ ଧନ ଲାଭ ହେବାର ସମ୍ଭାବନା ଅଛି। ବୃଷ : ନୂଆ କାର୍ଯ୍ୟଗୁଡ଼ିକର ଆୟୋଜନ କରିବାକୁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ଅନୁକୂଳ ଦିନ ଅଟେ। ଚାକିରି ତଥା ବ୍ୟବସାୟରେ ଲାଭ ହେବ। ପଦ ଲାଭର ସଂଯୋଗ ବନିବ। ବ୍ୟାପାରରେ ପ୍ରଗତିର ଯୋଗବନିବ। ସରକାରଙ୍କ ଦ୍ଵାରା ଲାଭର ସମାଚାର ମିଳିବ। ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ। ମିଥୁନ : ଆପଣଙ୍କ କାର୍ଯ୍ୟରେ ଆଜି ବିଳମ୍ବ ହୋଇପାରେ।…

"୦୩ ଜୁଲାଇ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୨ ଜୁଲାଇ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ ଅଲୌକିକ ଅନୁଭୂତି କରାଇବ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ବହୁତ ଭ୍ରାନ୍ତ ଧାରଣାରୁ ବଞ୍ଚିତ କରିବ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ନୂଆ କାର୍ଯ୍ୟଗୁଡ଼ିକ ପ୍ରାରମ୍ଭ କରନ୍ତୁ ନାହିଁ। ବୃଷ : ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ଅବସର ମିଳିବ। ଛୋଟ ଯାତ୍ରାର ଆୟୋଜନ ମଧ୍ୟ ହେବାର ସଂଭାବନା ଅଛି। ସ୍ଵାସ୍ଥ୍ୟ ଭଲ ରହିବ। ଧନ ଲାଭ ହେବ। ଦୂରରେ ଥିବା ସ୍ନେହୀଜନମାନଙ୍କର…

"୨ ଜୁଲାଇ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୦୧ ଜୁଲାଇ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣ ଘରର କଥାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବେ। ପରିଜନମାନଙ୍କ ସହିତ ବୈଠକରେ ମହତ୍ତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ। ଆଜି ଆପଣଙ୍କୁ ନିଜ କାର୍ଯ୍ୟରେ ସନ୍ତୋଷ ଅନୁଭବ ହେବ। ମହିଳାମାନଙ୍କ ତରଫରୁ ସମ୍ମାନ ମିଳିପାରେ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ। ବୃଷ : ବିଦେଶରେ ସ୍ଥିତ ସ୍ନେହୀଜନ ତଥା ମିତ୍ରମାନଙ୍କର ସମାଚାର ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ। ଲମ୍ବା ଯାତ୍ରାର ଆୟୋଜନ ହୋଇପାରେ। କାର୍ଯ୍ୟାଳୟ କିମ୍ବା ବ୍ୟାପାର ସ୍ଥଳ ଉପରେ କାର୍ଯ୍ୟଭାର ଅଧିକ ହୋଇପାରେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ମିଥୁନ : ଦିନ ମିଶ୍ରିତ ଫଳଦାୟୀ ପ୍ରମାଣିତ ହେବ। ଅଧୂରା କାର୍ଯ୍ୟ ପୂରା ହେବ। ସ୍ଵାସ୍ଥ୍ୟ ଉତ୍ତମ ରହିବ।…

"୦୧ ଜୁଲାଇ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୩୦ ଜୁନ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଅଧିକାରୀମାନଙ୍କ ସହିତ ଆବଶ୍ୟକ ବିଷୟ ଉପରେ ଚର୍ଚ୍ଚା ହେବ। ଆପଣଙ୍କ କୌଣସି ପରିଯୋଜନାକୁ ସରକାରୀ ଲାଭ ପ୍ରାପ୍ତ ହେବାର ସମ୍ଭାବନା ଅଛି। କାର୍ଯ୍ୟାଳୟର କାର୍ଯ୍ୟ ପାଇଁ ଯାତ୍ରାର ମଧ୍ୟ ଯୋଗ ଅଛି। ପରିବାରରେ ଆନନ୍ଦର ବାତାବରଣ ରହିବ। ବୃଷ : ଆଜିର ଦିନ ମିଶ୍ରତ ଫଳଦାୟୀ ରହିବ। ବ୍ୟାପାରୀ ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ ଏବଂ ଭବିଷ୍ୟତ ପାଇଁ ଯୋଜନା ମଧ୍ୟ ବନାଇ ପାରିବେ। ବିଦେଶ ଯିବାର ସମ୍ଭାବନା ମଧ୍ୟ ଅଛି। କୌଣସି ଧାର୍ମିକ ଯାତ୍ରା କରିପାରନ୍ତି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। କାର୍ଯ୍ୟଭାର କିଛି ଅଧିକ ହୋଇପାରେ। ମିଥୁନ : କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ଅନ୍ୟଥା…

"୩୦ ଜୁନ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୨୯ ଜୁନ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କୁ ସତେଜ ଏବଂ ଫୂର୍ତ୍ତିର ଅଭାବ ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଆପଣଙ୍କ ପାଖରେ କାମ ବିଗିଡ଼ିବାର ଆଶଂକା ରହିବ। ଅଫିସ୍ ରେ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁନାହିଁ। ଆଜିର ଦିନ ମୌନ ରହିଲେ ଉତ୍ତମ। ବୃଷ : ଅତ୍ୟଧିକ କାର୍ଯ୍ୟଭାର ଏବଂ ଖାଇବା ପିଇବାରେ ଦାୟିତ୍ୱହୀନତା ଯୋଗୁଁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ସମୟରେ ଭୋଜନ ଏବଂ ନୀଦ ନ ହେବା କାରଣରୁ ମାନସିକ ଚିନ୍ତା ଅନୁଭବ ହୋଇପାରେ। ଯାତ୍ରାରେ ବିଘ୍ନ ଆସିବାଙ୍କର ଆଶଂକା ଅଛି ତେଣୁ ଯାତ୍ରା କରନ୍ତୁ ନାହିଁ। ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକ ପଠନ ଆପଣଙ୍କୁ ଶାନ୍ତି ଦେବ। ମିଥୁନ : ମୌଜ- ମସ୍ତୀ…

"୨୯ ଜୁନ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୨୮ ଜୁନ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣ ନିର୍ଦ୍ଧାରିତ କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ କରି ପାରିବେ। ଧାର୍ମିକ ଏବଂ ମାଙ୍ଗଳିକ ମୁହୂର୍ତ୍ତ ଉପସ୍ଥିତ ହେବ। ତୀର୍ଥଯାତ୍ରାର ଯୋଗ ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧର କାରଣରୁ ଅପିସ୍ କିମ୍ବା ଘରେ ମନମାଳିନ୍ୟ ହେବାର ଆଶଙ୍କା ରହିବ। ବୃଷ : ହାତକୁ ନେଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାଯୋଗୁଁ ହତାଶା ଅନୁଭବ କରିପାରନ୍ତି। ସମୟରେ କାର୍ଯ୍ୟରେ ସଫଳତା ମିଳିବ। ଖାଇବା ପିଇବା ଏବଂ ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ସମୟ ଉଚିତ ନୁହେଁ। ଅଫିସ୍ କିମ୍ବା ବ୍ୟବସାୟରେ ଅତ୍ୟଧିକ କାର୍ଯ୍ୟର କାରଣରୁ ଥକା ଲାଗିବ। ମିଥୁନ : ଦିନର ଆରମ୍ଭ ଭଲ ରହିବ।…

"୨୮ ଜୁନ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"

୨୭ ଜୁନ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣ କୌଣସି ମଧ୍ୟ ସରକାରୀ କାମ କରନ୍ତୁନାହିଁ, ଟାଳି ଦିଅନ୍ତୁ, ପରେ କରିବେ। ବାହରର ଖାଇବା ପିଇବାର ଅଭ୍ୟାସରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। କାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହେବ ନାହିଁ। ଉପର ଅଧିକାରୀ ଆପଣର ପକ୍ଷରେ ରହିବେ ନାହିଁ। ସନ୍ତାନମାନଙ୍କ ସହିତ ମତଭେଦ ହେବାର ଆଶଂକା ଅଛି। ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ଆଜି ନିଅନ୍ତୁ ନାହିଁ। ବୃଷ : ଆଜି ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ଆନନ୍ଦ- ଉଲ୍ଲାସ ପ୍ରାପ୍ତ ହେବ। ସୁନ୍ଦର ବସ୍ତ୍ରାଭୂଷଣ ଏବଂ ଭୋଜନର ସୁଯୋଗ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ, ପରନ୍ତୁ ମଧ୍ୟାହ୍ନ ପରେ ସ୍ଵାସ୍ଥ୍ୟ ବିଶେଷରେ ଧ୍ୟାନ ଦେବେ। ଖର୍ଚ୍ଚ ଅଧିକ ହେବ। ମିଥୁନ : ଆଜି…

"୨୭ ଜୁନ ବୁଧବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ"