୧୯ ଅପ୍ରେଲ୍ ଗୁରୁବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ଆଜିର ଦିନ ନିଜର ନିଜର ବିଚାରକୁ ଛାଡ଼ିକରି ଅନ୍ୟ ବିଚାରକୁ ଅପଣାଇବାକୁ ଉପଦେଶ। ଘରର ତଥା ପରିଜନ କାର୍ଯ୍ୟ କରୁଥିବା ସମୟରେ ଆପଣଙ୍କୁ ସମାଧାନ ବ୍ୟବହାର ଆପଣାଇବା ଉଚିତ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ। ବୃଷ (Taurus): ଆପଣ ଆର୍ଥିକ ଦାୟୀତ୍ତ୍ୱଗୁଡ଼ିକ ପ୍ରତି ଆଜି ଧ୍ୟାନ ଦେବେ। ଆର୍ଥିକ ଲାଭ ହେବାର ସଂଭାବନା ଅଛି। ମନରେ ଉତ୍ସାହ ତଥା ବିଚାରରେ ସ୍ଥିରତାରୁ କାରଣ ସମସ୍ତ କାର୍ଯ୍ୟ ଆପଣ ଭଲ ଭାବରେ କରି ପାରିବେ। ମିଥୁନ (Gemini): ଉଗ୍ରତାର କାରଣରୁ କୌଣସି ଝଗଡ଼ା ନ ହେଉ ଏହାର ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ବିଷୟରେ ଚିନ୍ତା ହେବ, ଧନହାନି ଏବଂ ମାନହାନି ହୋଇପାରେ। ପରିଜନମାନଙ୍କ…

"୧୯ ଅପ୍ରେଲ୍ ଗୁରୁବାର: ଜାଣନ୍ତୁ ଆଜିର ରାଶିଫଳ"

୧୭ ଅପ୍ରେଲ ମଙ୍ଗଳବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ। ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ। ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ଭରି ରହିବ। ମିତ୍ରମାନଙ୍କ ସହିତ ଆନନ୍ଦରେ ସମୟ କାଟିବେ। ମାତାଙ୍କ ତରଫରୁ ଲାଭ ହେବ। ଯାତ୍ରାର ଯୋଗ ଅଛି। ଧନ ଲାଭ, ଉତ୍ତମ ଭୋଜନ ଏବଂ ଭେଟ-ଉପହାର ମିଳିବାରରୁ ଆପଣ ଆନନ୍ଦିତ ରହିବେ। ବୃଷ (Taurus): କ୍ରୋଧ ଏବଂ ହତାସାର ଭାବନା ନିଜର ମନ ଉପରେ ପ୍ରଭାବ ନପକାଉ ସେଥିପାଇଁ ଚେଷ୍ଟା କରିବେ। ଶାରୀରିକ ସ୍ଵାସ୍ଥ୍ୟ ଟିକେ ଖରାପ ହୋଇପାରେ, ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଘର-ପରିବାରର ଚିନ୍ତା ସାଥିରେ ଖର୍ଚ୍ଚ ମାମଲାରେ ମଧ୍ୟ ଆଜି ଚିନ୍ତିତ…

"୧୭ ଅପ୍ରେଲ ମଙ୍ଗଳବାର: ଜାଣନ୍ତୁ ଆଜିର ରାଶିଫଳ"

ଜାଣନ୍ତୁ ଆପଣଙ୍କର ସାପ୍ତାହିକ ରାଶିଫଳ: ୧୬ ଅପ୍ରିଲ ରୁ ୨୨ ଅପ୍ରିଲ

ମେଷ (Aries): ଏହି ସପ୍ତାହର ପ୍ରାରମ୍ଭରେ ପାରବାରି ଉପରେ ଅଳ୍ପ ପ୍ରତିକୂଳତା ରହିବ। ବୈବାହିକ ଜୀବନରେ ଚିନ୍ତା ହୋଇପାରେ। ୧୬ ଏବଂ ୧୭ ତାରିଖରେ ଆପଣଙ୍କ ରାଶିରେ ଚନ୍ଦ୍ର ଏବଂ ସାଥିରେ ଉଚ୍ଚ ସୂର୍ଯ୍ୟଙ୍କ ପ୍ରଭାବ ହେବାରୁ ଆପଣଙ୍କପାଇଁ ସଫଳତାଦାୟକ ସମୟ ରହିବ। ଆପଣଙ୍କ ଚିନ୍ତା ଦୂର ହେବ। ବନ୍ଧୁ ବାନ୍ଧବଙ୍କ ସହ ସାକ୍ଷାତ ହେବ। ଆପଣ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିବେ। ବ୍ୟବସାୟ ଯାତ୍ରା ସଫଳ ରହିବ। ୧୮, ୧୯ ଏବଂ ୨୦ ତାରିଖ ଦିନ ଆପଣ ବ୍ୟବହାରିକ ରହିବେ। କାର୍ଯ୍ୟ ସମୟରେ ଆପଣ ଆରାମ ପାଇଁ ମଧ୍ୟ ସମୟ ବାହାର କରି ପାରିବେ। ୨୧ ତାରିଖ ଦିନ ଲାଭଦାୟୀ ଦିନ ରହିବ। ବ୍ୟବସାୟରେ…

"ଜାଣନ୍ତୁ ଆପଣଙ୍କର ସାପ୍ତାହିକ ରାଶିଫଳ: ୧୬ ଅପ୍ରିଲ ରୁ ୨୨ ଅପ୍ରିଲ"

୧୬, ଅପ୍ରେଲ ସୋମବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହିପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ କ୍ଷତି ନ ହେଉ ଏହାର ଧ୍ୟାନ ରଖିବେ। ଶାରୀରିକ ତଥା ମାନସିକ ସୁସ୍ଥତାର ଧ୍ୟାନ ରଖିବେ। ଆଜି ଧନପ୍ରାପ୍ତିର ଯୋଗ ଅଛି। ବୃଷ (Taurus): ଶାରୀରିକ ତଥା ମାନସିକ ରୂପରେ ଆଜି ଆପଣ ବ୍ୟଗ୍ର ରହିପାରନ୍ତି। ଚିନ୍ତାର କାରଣ ମାନସିକ ଭାର ରହିପାରେ, ଯାହାକି ଆପଣଙ୍କୁ ମାନସିକ ରୂପରେ ଅସୁସ୍ଥ ରଖିପାରେ। ପରିଜନମାନଙ୍କ ସହିତ ମଧ୍ୟ ମନମାଳିନ୍ୟ ହେବାର ପ୍ରସଙ୍ଗ ବନିପାରେ। ଘରର ବାତାବରଣ ବିଗିଡ଼ି ପାରେ। ସଫଳତାର ପ୍ରାପ୍ତି କମ…

"୧୬, ଅପ୍ରେଲ ସୋମବାର: ଜାଣନ୍ତୁ ଆପଣଙ୍କ ରାଶିଫଳ"

୧୫ ଅପ୍ରେଲ ରବିବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ଆଜିର ଦିନ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ବିଶେଷ ରହିବେ। ମନରେ କୌଣସି ପକ୍କା ନିର୍ଣ୍ଣୟ ନିଅନ୍ତୁ ନାହିଁ। ଦ୍ୱନ୍ଦ୍ୱରେ ରହିବେ। ଟଙ୍କାର ଆଦାନ ପ୍ରଦାନ କିମ୍ବା ଆର୍ଥିକ କାରୋବାର ନ କରିବା ପାଇଁ ଉପଦେଶ। ଶାରୀରିକ ଏବଂ ମାନସିକ ଅଣନିଶ୍ୱାସୀ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଧନ ଖର୍ଚ୍ଚ ହେବ। ବୃଷ (Taurus): ବ୍ୟାପାରରେ ଠିକ୍ ନିର୍ଣ୍ଣୟ ନେଲେ ଲାଭଦାୟକ ପ୍ରମାଣିତ ହେବ। ଆୟର ସାଧନରେ ବୃଦ୍ଧି ହେବ। ବୃଦ୍ଧ କିମ୍ବା ବରିଷ୍ଠ ନାଗରୀକମାନଙ୍କ ତଥା ମିତ୍ରମାନଙ୍କଠାରୁ ଲାଭ ଏବଂ ଆପଣ ସୁଖଦ କ୍ଷଣ ଅନୁଭବ କରିବେ। ଦାମ୍ପତ୍ୟଜୀବନ ସନ୍ତୋଷପୂର୍ଣ୍ଣ ଏବଂ ଆନନ୍ଦପୂର୍ଣ୍ଣ ରହିବ। ପର୍ଯ୍ୟଟନ ଆୟୋଜନ ହେବ। ମହିଳାବର୍ଗଙ୍କର ତରଫରୁ…

"୧୫ ଅପ୍ରେଲ ରବିବାର: ଜାଣନ୍ତୁ ଆପଣଙ୍କ ରାଶିଫଳ"

୧୪ ଅପ୍ରେଲ୍, ଶନିବାର: ଓଡ଼ିଆ ନବ ବର୍ଷ: ପଣା ସଂକ୍ରାନ୍ତି: ଜାଣନ୍ତୁ ଆଜିର ରାଶିଫଳ

ମେଷ (Aries): ଆଜିର ଦିନ ଶୁଭ ରହିବ। ଆପଣ ଆତ୍ମିୟଜନମାନଙ୍କ ଏବଂ ମିତ୍ରମାନଙ୍କ ସାଥିରେ ସାମାଜିକ କାର୍ଯ୍ୟଗୁଡ଼ିକରେ ବ୍ୟସ୍ତ ରହିବେ। ମିତ୍ରମାନଙ୍କର ଲାଭ ହେବ ଏବଂ ତାଙ୍କର ପଛରେ ଧନ ମଧ୍ୟ ଖର୍ଚ ହେବ। ବଡ଼-ବୃଦ୍ଧମାନଙ୍କ ଏବଂ ସ୍ନେହୀଜନମାନଙ୍କ ସାଥି ମିଳିବ। ଆକସ୍ମିକ ଧନ ଲାଭ ସହିତ ସନ୍ତାନ ମଧ୍ୟ ଲାଭ ହେବ। ବୃଷ (Taurus): ଆଜି ଆପଣ ନୂଆ କାର୍ଯ୍ୟଗୁଡ଼ିକ ଆୟୋଜନ କରି ପାରିବେ। ଚାକିରିପେଶା ଏବଂ ବ୍ୟାପାରିମାନଙ୍କ ପାଇଁ ଦିନ ଭଲ ଅଟେ। ଚାକିରିପେଶା ଲୋକମାନଙ୍କର ଉଚ୍ଚାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ପୁରୁଣା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ। ପ୍ରମୋଶନରେ ଆର୍ଥିକ ଲାଭ ହୋଇପାରେ। ଉପହାର ଏବଂ ମାନ-ସମ୍ମାନରେ ମନ ପ୍ରସନ୍ନ ରହିବ। ମିଥୁନ…

"୧୪ ଅପ୍ରେଲ୍, ଶନିବାର: ଓଡ଼ିଆ ନବ ବର୍ଷ: ପଣା ସଂକ୍ରାନ୍ତି: ଜାଣନ୍ତୁ ଆଜିର ରାଶିଫଳ"

୧୩ ଅପ୍ରେଲ, ଶୁକ୍ରବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

ମେଷ (Aries): ଆପଣଙ୍କ ଆଜିର ଦିନ ସାମାଜିକ ପ୍ରବୃତ୍ତି ଏବଂ ମିତ୍ରମାନଙ୍କ ସହିତ କାର୍ଯ୍ୟ ବ୍ୟସ୍ତତାରେ ବିତିବ। ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ। ସରକାରୀ କାମରେ ସଫଳତା ମିଳିବ। ସନ୍ତାନମାନଙ୍କଠାରୁ ଶୁଭ ସମାଚାର ମିଳିବ। ପର୍ଯ୍ୟଟନର ସଂଭାବନା ଅଛି। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି। ବୃଷ (Taurus): ଆଜି ଆପଣ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିପାରନ୍ତି। ଚାକିରି ପେଶାବାଲାଙ୍କ ପାଇଁ ଆଜିର ଦିନ ଶୁଭଅଟେ। ତାଙ୍କୁ ଆୟ ବୃଦ୍ଧି କିମ୍ବା ପ୍ରମୋଶନର ଶୁଭ ସମାଚାର ମିଳିବ। ସରକାରୀ ଲାଭ ମିଳିବ। ଗୃହସ୍ଥ ଜୀବନରେ ସୁଖ-ଶାନ୍ତି ରହିବ। ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଯୋଗୁଁ ଆପଣଙ୍କ ଉତ୍ସାହ ବଢ଼ିବ। ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ।…

"୧୩ ଅପ୍ରେଲ, ଶୁକ୍ରବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ"

୧୨ ଅପ୍ରେଲ ଗୁରୁବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

ମେଷ (Aries): ସାମାଜିକ ପ୍ରସଙ୍ଗରେ ବନ୍ଧୁମାନଙ୍କ ସହିତ ଆପଣଙ୍କ ସମୟ ଆନନ୍ଦ ପୂର୍ବକ ବିତିବ। ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ ଏବଂ ତାଙ୍କ ଦ୍ଵାରା ଲାଭ ମଧ୍ୟ ହେବ। ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ। ଆପଣଙ୍କ ବ୍ୟବସାୟ ପାଇଁ ନୂଆ ସ୍ରୋତ ଦେଖାଯିବ। ଅଚାନକ ଧନ ଲାଭ ହେବାର ସଂଭାବନା ଅଛି। ବୃଷ (Taurus): ନୂଆ କାର୍ଯ୍ୟର ଆୟୋଜନ କରିବାର ଇଚ୍ଛା ରଖିବା ଲୋକମାନଙ୍କର ପାଇଁ ଅନୁକୂଳ ସମୟ ଅଟେ। ଚାକିରି ତଥା ବ୍ୟବସାୟରେ ଲାଭଦାୟକ ପରିଣାମ ମିଳିବ, ପ୍ରମୋଶନ ମିଳିବ। ବ୍ୟାପାରରେ ନୂଆ ଦୀଗ ଖୋଲିବ। ସରକାରଙ୍କ ଦ୍ଵାରା ଲାଭର ସମାଚାର ମିଳିବ। ଧୈର୍ଯ୍ୟ ରଖିଲେ କାର୍ଯ୍ୟ…

"୧୨ ଅପ୍ରେଲ ଗୁରୁବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ"

୧୧ ଅପ୍ରେଲ, ବୁଧବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

ମେଷ (Aries): ଅସୁଲି କରିବା ପାଇଁ ଏବଂ ଯାତ୍ରା ପାଇଁ ଆଜିର ଦିନ ଭଲ। ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକପାଇଁ ଆଜି ଲାଭଦାୟୀ ଦିବସ ଅଟେ। ଘରେ ଶୁଭପ୍ରସଙ୍ଗର ଆୟୋଜନ ହେବ। ଶେୟାର-ସଟ୍ଟାରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିବ। ବୃଷ (Taurus): ଅନୁକୂଳତା ଏବଂ ପ୍ରତିକୂଲତାର ମିଳାମିଶା ଦିନ ରହିବ। ବ୍ୟବସାୟରେ ଆପଣ ନୂଆ ବିଚାରଧାରା ଆଣିପାରନ୍ତି। ଆଲସ୍ୟ ଏବଂ ବ୍ୟଗ୍ରତା ଅନୁଭବ କରିପାରନ୍ତି, ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦେବେ। ଅଗ୍ନି ଏବଂ ଜଳ ପ୍ରତି ସାବଧାନ ରହିବେ। ବ୍ୟାପାରିମାନଙ୍କୁ ଧନର ଆଦାନ-ପ୍ରଦାନ ଏବଂ ଯାତ୍ରାରେ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହେବ। ସନ୍ତାନମାନଙ୍କର ପ୍ରଗତିରେ ମନ ପ୍ରସନ୍ନ ରହିବ। ଗୃହସ୍ଥ…

"୧୧ ଅପ୍ରେଲ, ବୁଧବାର: ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ"

୧୦ ଅପ୍ରେଲ ମଙ୍ଗଳବାର: ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ (Aries): ଆଜି ଆପଣ ଘରର ବିଭିନ୍ନ ବିଷୟ ପ୍ରତି ପ୍ରତି ଅଧିକ ଧ୍ୟାନ ଦେବେ। ପରିଜନମାନଙ୍କ ସହିତ ବୈଠକରେ ମହତ୍ତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ ତଥା ଘରର ସାଜସଜ୍ଜା କରିବା ପାଇଁ କିଛି ନୂଆ ନୂଆ ଦ୍ରବ୍ୟ କ୍ରୟ କରିବେ ଏବଂ ଘରର ରୂପ ବଦଳାଇବାକୁ ଆପଣଙ୍କ ମନହେବ। ଆଜି ଆପଣଙ୍କୁ ନିଜର କାର୍ଯ୍ୟରେ ସନ୍ତୋଷ ଅନୁଭବ ହେବ। ମହିଳାମାନଙ୍କ ତରଫରୁ ସମ୍ମାନ ମିଳିପାରେ। ବୃଷ (Taurus): ବିଦେଶରେ ସ୍ଥିତ ସ୍ନେହୀଜନ ତଥା ମିତ୍ରମାନଙ୍କର ଖବର ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ। ବିଦେଶ ଯିବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କ ପାଇଁ ଭଲ ଅବସର। ଲମ୍ବା ଯାତ୍ରାର ଆୟୋଜନ ହୋଇପାରେ। ଗୋଟିଏ ଦୁଇଟି ଧାର୍ମିକ ସ୍ଥଳକୁ ଯାତ୍ରାକରି ଆପଣଙ୍କ…

"୧୦ ଅପ୍ରେଲ ମଙ୍ଗଳବାର: ଜାଣନ୍ତୁ ଆପଣଙ୍କ ରାଶିଫଳ"