ଚଳଚିତ୍ର ଜଗତ ପ୍ରତିଭା ସମ୍ମାନ ସମାରୋହ

ପୁରୀ, ୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଚଳଚିତ୍ର ଜଗତର ୪୨ ତମ ବାର୍ଷିକ ଉତ୍ସବ ଓ ଚଳଚିତ୍ର ଜଗତ ପ୍ରତିଭା ସମ୍ମାନ ସମାରୋହ ପୈାରସଦନ ଠାରେ ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା, ମୁଖ୍ୟ ଅତିଥୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ,  ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସ, ଏବଂ ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ସମାରୋହର ଭୂୟସୀ ପ୍ରଶଂସା କରିଥିଲେ। ପ୍ରଫେସର ଶକ୍ତି ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଂପାଦକ ଆଦିକନ୍ଦ ରାଉତ ବାର୍ଷୀିକ ବିବରଣୀ ଉପସ୍ଥାପନ କରିଥିଲେ। ଦିବଂଗତ ନାଟ୍ୟକାର ସୁବୋତ୍ ପଟ୍ଟନାୟକଙ୍କ ସ୍ମୃତିରେ ସ୍ମରଣୀକା ଉନ୍ମୋଚନ ହୋଇଥିଲା।…

"ଚଳଚିତ୍ର ଜଗତ ପ୍ରତିଭା ସମ୍ମାନ ସମାରୋହ"

୧୩ରୁ ରାଜ୍ୟସ୍ତରୀୟ ମଂଚନାଟକ ପ୍ରତିଯୋଗିତା

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆସନ୍ତା ୧୩ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ଆମର ଆନୁକୂଲ୍ୟରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟମଂଚ ନାଟକ ପ୍ରତିଯୋଗିତା। ଏନେଇ ଚନ୍ଦ୍ରଶେଖର ପାଠାଗାର ପରିସରରେ ଆୟୋଜିତ ଏକ ସାସ୍ୱାଦିକ ସମ୍ମିଳନୀରେ ସୂଚନା ଦେିଛନ୍ତି କର୍ମକର୍ତ୍ତା। ଅନୁଷ୍ଠାନର ସଭାପତି ବିଜୟ ଲକ୍ଷ୍ମୀ ଦାସ, ସଂପାଦକ ଗୋବିନ୍ଦ ମହାନ୍ତି, ଉପଦେଷ୍ଠା ରାମଚନ୍ଦ୍ର ପ୍ରତିହାରୀ, ବଟରାଜ ଦେବଗୋସ୍ୱାମୀ, ଡଃ ତୁଳସୀ ଓଝା, ନବକିଶୋର ପ୍ରଧାନ, ନମିତା ମହାନ୍ତି ପ୍ରମୁଖ ସୂଚନା ଦେଇ କହିଲେ ୧୩ ତାରିଖରେ ଅନ୍ନପୂର୍ଣ୍ଣା ରଂଗମଂଚରେ ଏହିନାଟକ ପ୍ରତିଯୋଗିତାକୁ ସାଂସଦ ପିନାକୀ ମିଶ୍ର ଉଦ୍ଘାଟନ କରିବେ। ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ପୈାର ସଦସ୍ୟ ଭକ୍ତ ଚରଣ ଦାସ, ଏବଂ ଜିଲ୍ଲା…

"୧୩ରୁ ରାଜ୍ୟସ୍ତରୀୟ ମଂଚନାଟକ ପ୍ରତିଯୋଗିତା"

ନୂଆବର୍ଷରେ ସୁନିଧି ଚୌହାନ ହେଲେ ମା’ : ଜନ୍ମ ଦେଲେ ପୁତ୍ର ସନ୍ତାନ

ମୁମ୍ବାଇ ୧-୧ (ଓଡ଼ିଆ ପୁଅ) ଗାୟୀକା ସୁନିଧି ଚୌହାନ ୧ ଜାନୁଆରୀରେ ନବଜାତ ପୁତ୍ର ସନ୍ତାନ ଜନ୍ମ ଦେଲେ। ଏହା ତାଙ୍କର ପ୍ରଥମ ସନ୍ତାନ। ସେ ମୁମ୍ବାଇର ସୂର୍ଯ୍ୟ ହସ୍ପିଟାଲରେ ସନ୍ଧ୍ୟା ୫ଟା ୨୦ ମିନିଟରେ ପୁତ୍ରକୁ ଜନ୍ମ ଦେଇଛନ୍ତି। ସୁନିଧି ଏବଂ ତାଙ୍କର ପତି ହୀତେଶ ସୋନିକ ପୁଅର ଆଗମନରେ ବହୁତ ଖୁସି ଅଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଉଭୟ ମା’ ଏବଂ ପୁଅ ଦୁଇଜଣ ସମ୍ପୂର୍ଣ୍ଣ ସ୍ୱସ୍ଥ ଅଛନ୍ତି। ସୂଚନାଯୋଗ୍ୟଯେ, ୧୬ ବର୍ଷ ବୟସରେ ସୁନିଧି ବହୁତ ଭଲ ଭଲ  ଗୀତ ଗାଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ଏବଂ ଲୋକଲୋଚନକୁ ଆସିଥିଲେ। ଯେତେବେଳେ ସୁନିଧିଙ୍କର ପ୍ରେଗ୍ନେଂସୀକୁ ୫ ମାସ ହୋଇଥିଲା ସେତେବେଳେ ଏହି…

"ନୂଆବର୍ଷରେ ସୁନିଧି ଚୌହାନ ହେଲେ ମା’ : ଜନ୍ମ ଦେଲେ ପୁତ୍ର ସନ୍ତାନ"