ପ୍ରେମର ପର୍ବ ହୋଲି

ଭୁବନେଶ୍ୱର;୦୨,୦୩,୨୦୧୮(ଦେବଦତ୍ତ ରଥ): ଆଜି ରଙ୍ଗର ପର୍ବ ହୋଲି।ଫାଲ୍ଗୁନ ପୂର୍ଣ୍ଣିମା,ବସନ୍ତର ପୂର୍ଣ୍ଣତା ତଥା ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାରେ ପାଳନ ହୁଏ ରଙ୍ଗର ପର୍ବ ହୋଲି।ରଂଗ ହିଁ ତ’ ସୌନ୍ଦର୍ଯ୍ୟର ପ୍ରତିକ।ସେ ରଙ୍ଗ ଋତୁଫୁଲର,ପ୍ରାକୃତିକ ରଂଗ! ପ୍ରୀତି ପୂର୍ବକ ରଙ୍ଗେଇ ହେବାର ପର୍ବ। ପ୍ରତ୍ୟେକ ରଂଗ ଆଧ୍ୟାତ୍ମିକ ଅର୍ଥ ବହନ କରୁଛି।ସବୁଜ ଶ୍ୟାମଳ ବର୍ଣ୍ଣ ବୃକ୍ଷରାଜିର ପ୍ରଗତିର ପ୍ରତିକ,ଲାଲ ଶକ୍ତିର,ଗୋଲାପୀ ରଂଗ ପ୍ରେମର ପ୍ରତୀକ ଶିଶୁ ପରି ନିର୍ମଳତା ର ପ୍ରତୀକ,କମଳାରଂଗ ତ୍ଯାଗ ବୈରାଗ୍ୟ ଚିହ୍ନ! ହଳଦିଆ ବ୍ରହ୍ମଚର୍ଯ୍ୟ ଓ ଜ୍ଞାନର ସଂବାହକ! ଆଜି ହରିହରଙ୍କ ମିଳନର ଦିନ। ମୈତ୍ରୀର ତିଥି ଚନ୍ଦନ କର୍ପୂର ସହ ଅବିର ମିଶାଇ ପ୍ରସ୍ତୁତ ରଂଗ ଭକ୍ତ ଗଣ ପରସ୍ପରକୁ ଲେପନ କରନ୍ତି! ଏହାର…

"ପ୍ରେମର ପର୍ବ ହୋଲି"

ଶ୍ରୀଦେବୀଙ୍କର ପୁନର୍ଜନ୍ମର ସତ୍ୟତା କ’ଣ ପଢ଼ନ୍ତୁ …

ନୂଆଦିଲ୍ଲୀ ୧-୩ (ଓଡ଼ିଆ ପୁଅ) ଅଭିନେତ୍ରୀ ଶ୍ରୀଦେବୀଙ୍କର ଅନ୍ତିମ ସଂସ୍କାର ୨୮ ଫେବ୍ରୁଆରୀ ସଂନ୍ଧ୍ୟାରେ ମୁମ୍ବାଇରେ ହୋଇଛି। ବର୍ତ୍ତମାନ ଏବେ ତାଙ୍କର ଅନ୍ତିମ ସଂସ୍କାର ୩୬ ଘଣ୍ଟା ମଧ୍ୟ ବିତି ନାହିଁ ସୋସିଆଲ୍ ମିଡ଼ିଆରେ ଏକ ଛୋଟ ଶିଶୁର ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ହଇରାଣ ହେବାର କଥା ଯେ ଏହି ଶିଶୁର ଭିଡ଼ିଓକୁ ଶ୍ରୀଦେବୀଙ୍କର ପୁନର୍ଜନ୍ମ କହି ଭାଇରାଲ୍ କରାଯାଉଛି। ଆପଣଙ୍କ ସୂଚନା ପାଇଁ କହିବାକୁ ଚାହୁଁଛୁଯେ, ୨୪ ଫେବ୍ରୁଆରୀରେ ଦୁବାଇରେ ଶ୍ରୀଦେବୀଙ୍କର ମୃତ୍ୟୁ ହେବା ପରେ ଆଜିପର୍ୟ୍ୟନ୍ତ ସୋସିଆଲ ମିଡ଼ିଆରେ ଏହିପରି ଅନେକ ଫଟୋ ଏବଂ ଭିଡ଼ିଓ ସାମନାକୁ ଆସିଛି। ଏହି ସମୟରେ ଗୋଟିଏ ଫଟୋ ସବୁଠାରୁ ଅଧିକ ଭାଇରାଲ୍ ହୋଇଛି। ତା’…

"ଶ୍ରୀଦେବୀଙ୍କର ପୁନର୍ଜନ୍ମର ସତ୍ୟତା କ’ଣ ପଢ଼ନ୍ତୁ …"

ବାଥଟବରେ ବୁଡ଼ିଯିବାରୁ ହୋଇଛି ଶ୍ରୀଦେବୀଙ୍କର ମୃତ୍ୟୁ, ରକ୍ତରେ ଅଲ୍କୋହଲ ମଧ୍ୟ ମିଳିଲା, ଆସିନଥିଲା ହାର୍ଟ ଆଟାକ: ଫରେନ୍ସିକ ରିପୋର୍ଟ

ଶନିବାର ରାତିରେ ଦୁବାଇର ଜୁମୈରା ଏମିରେଟ୍ସ ଟ।ାୱାର ହୋଟଲରେ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା ଦୁବାଇ/ମୁମ୍ବାଇ ୨୬-୨ (ଓଡ଼ିଆ ପୁଅ) ଦୁବାଇରେ ସୋମବାରଦିନ ପ୍ରାୟତଃ ସାଢ଼େ ଚାରଟା ବେଳେ ଶ୍ରୀଦେବୀଙ୍କର ଫୋରେଂସିକ ରିପୋର୍ଟ ଜାରି ହୋଇଛି। ଏଥିରେ କୁହାଯାଇଛିଯେ, ଶ୍ରୀଦେବୀ ଯେତେବେଳେ ବାଥଟବରେ ଥିଲେ, ସେତେବେଳେ ଅଚେତ ହୋଇଯାଇଥିଲେ। ତାଙ୍କର ମୃତ୍ୟୁ ଟବରେ ବୁଡ଼ିଯିବାରୁ ହୋଇଛି। ତାଙ୍କୁ କାର୍ଡିଏକ ଆରେଷ୍ଟ ଆସିନଥିଲା। ରିପୋର୍ଟ ମୁତାବିକ, ଶ୍ରୀଦେବୀଙ୍କର ରକ୍ତରେ ଅଲ୍କୋହଲ ମଧ୍ୟ ମିଳିଥିଲା। ଶନିବାରଦିନ ତାଙ୍କର ମୃତ୍ୟୁ ପରେ କାର୍ଡିଏକ ଆରେଷ୍ଟର ଖବର ପ୍ରକାଶିତ ହୋଇଥିଲା। ମାନାଯାଉଛିଯେ, କି ତାଙ୍କର ପାର୍ଥିବ ଶରୀର ମୁମ୍ବାଇ ଆସିବାରେ ସମୟ ଲାଗିପାରେ। ପୁଲିସ ମାନିଲା – ଦୁର୍ଘଟଣା ଯୋଗୁଁ ବୁଡ଼ିଯିବାରୁ ମୃତ୍ୟୁ…

"ବାଥଟବରେ ବୁଡ଼ିଯିବାରୁ ହୋଇଛି ଶ୍ରୀଦେବୀଙ୍କର ମୃତ୍ୟୁ, ରକ୍ତରେ ଅଲ୍କୋହଲ ମଧ୍ୟ ମିଳିଲା, ଆସିନଥିଲା ହାର୍ଟ ଆଟାକ: ଫରେନ୍ସିକ ରିପୋର୍ଟ"

ନୂଆ ଖୁଲାସା : ବାଥଟବରେ ବୁଡ଼ିବାରୁ ଶ୍ରୀଦେବୀଙ୍କର ମୃତ୍ୟୁ, ରକ୍ତରେ ମିଳିଲା ଆଲକହଲ

UAE ର ମୀଡିଆ ଗ୍ରୁପ ଗଲ୍ଫ ନ୍ୟୁଜର ଖବରରେ ଦୃଢ଼ୋକ୍ତି କରାଯାଇଛି କି ଶ୍ରୀଦେବୀଙ୍କର ମୃତ୍ୟୁ ବାଥଟବରେ ବୁଡ଼ବାରୁ ହୋଇଛି ଦୁବାଇ ୨୬-୨ (ଓଡ଼ିଆ ପୁଅ) ଶ୍ରୀଦେବୀଙ୍କର ମୃତ୍ୟୁର ମାମଲାରେ ନୂଆ କଥା ସାମନାକୁ ଆସିଛି। ଟଇଋ ର ମିଡିଆ ଗ୍ରୁପ ଗଲ୍ଫ ନ୍ୟୁଜର ଖବରରେ ଦୃଢ଼ୋକ୍ତି ଦୃଢ଼ୋକ୍ତି କରାଯାଇଛି କି ଶ୍ରୀଦେବୀଙ୍କର ମୃତ୍ୟୁ ବାଥଟବରେ ବୁଡ଼ବାରୁ ହୋଇଛି । ଏହା ମଧ୍ୟ କୁହାଯାଇଛିଯେ, ସେ ସମୟରେ ବୋନି କାପୁର ମଧ୍ୟ ହୋଟଲରେ ଉପସ୍ଥିତ ଥିଲେ। ଏବଂ ପୁନଃ ଗୋଟିଏ କଥା ସାମନାକୁ ମଧ୍ୟ ଆସିଛିକି କି ଶ୍ରୀଦେବୀଙ୍କର ରକ୍ତରେ ଆଲ୍କହଲର ମାତ୍ରା ମିଳିଛି। ସୂଚନାଯୋଗ୍ୟଯେ, ୫୪ ବର୍ଷର ଶ୍ରୀଦେବୀଙ୍କର ମୃତ୍ୟୁ ଶନିବାରଦିନ ହୋଇଥିଲା। ବର୍ତ୍ତମାନ…

"ନୂଆ ଖୁଲାସା : ବାଥଟବରେ ବୁଡ଼ିବାରୁ ଶ୍ରୀଦେବୀଙ୍କର ମୃତ୍ୟୁ, ରକ୍ତରେ ମିଳିଲା ଆଲକହଲ"

ଶ୍ରୀଦେବୀଙ୍କର ମୃତ୍ୟୁ ଏବେ ସନ୍ଦେହ ଘେରରେ: ୨ ଦିନ ହୋଟଲ ରୁମ୍ ରୁ ବାହାରକୁ ଆସି ନଥିଲେ, ଆଜି ହେବ ଅନ୍ତିମ ସଂସ୍କାର

ଦୁବାଇ/ମୁମ୍ବାଇ ୨୫-୨ (ଓଡ଼ିଆ ପୁଅ) ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ (୫୪)ଙ୍କର ପାର୍ଥିବ ଶରୀର ସୋମବାରଦିନ ଦୁବାଇରୁ ମୁମ୍ବାଇ ଅଣାଯିବ। ପାର୍ଥିବ ଶରୀରକୁ ଆଣିବା ପାଇଁ ଅନିଲ ଅମ୍ବାନୀଙ୍କର ପ୍ରାଇବେଟ ଜେଟ ଦୁବାଇ ପହଁଚି ଯାଇଛି। ଆଜି ଦିୱିପ୍ରହର ଜୁହୁ ର ମୁକ୍ତିଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଅନ୍ୟ ପକ୍ଷରେ, ତାଙ୍କର ମୃତ୍ୟୁକୁ ନେଇ କିଛି ସନ୍ଦେହ ମଧ୍ୟ କରାଯାଉଛି। ଶ୍ରୀଦେବୀଙ୍କର ଶନିବାର ରାତ୍ରୀରେ ଦୁବାଇରେ କାର୍ଡିଏକ ଆରେଷ୍ଟରେ ପରଲୋକ ହୋଇଥିଲା। ଶ୍ରୀଦେବୀ ନିଜର ୫ ଦଶକର କ୍ୟାରିଅରରେ ଆକ୍ଟିଙ୍ଗ ବଳରେ ସିଲ୍ଭର ସ୍କ୍ରୀନରେ ଛାଇଯାଇଥିଲେ। ସେଥିପାଇଁ ତାଙ୍କୁ ପ୍ରଥମ ମହିଳା ସୁପରଷ୍ଟାର କୁହାଯାଇଥାଏ। ଶ୍ରୀଦେବୀଙ୍କୁ ୨୦୧୩ ରେ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନୀତ କରାଯାଇଥିଲା।…

"ଶ୍ରୀଦେବୀଙ୍କର ମୃତ୍ୟୁ ଏବେ ସନ୍ଦେହ ଘେରରେ: ୨ ଦିନ ହୋଟଲ ରୁମ୍ ରୁ ବାହାରକୁ ଆସି ନଥିଲେ, ଆଜି ହେବ ଅନ୍ତିମ ସଂସ୍କାର"

ଦୁବାଇରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରର ପୋଷ୍ଟମୋର୍ଟମ ସଂପୂର୍ଣ୍ଣ, ମୁମ୍ବାଇରେ ଆଜି ଅନ୍ତିମ ସଂସ୍କାର

ମୁମ୍ବାଇ ୨୫-୨ (ଓଡ଼ିଆ ପୁଅ) ଅଭିନେତ୍ରୀ ଶ୍ରୀଦେବୀଙ୍କର ପାର୍ଥିବ ଶରୀରର ଦୁବାଇରେ ପୋଷ୍ଟମୋର୍ଟମ କରାଯାଇଛି। ଶ୍ରୀଦେବୀ ଶନିବାର ରାତ୍ରୀରେ କାର୍ଡ଼ିଆକ୍ ଆରେଷ୍ଟରେ ପରଲୋକ ଗମନ କରିଥିଲେ। ଖଲୀଜ ଟାଇମ୍ସ ଅନୁସାରେ, ୟୁଏଇର ଅଧିକାରୀମାନେ ଶ୍ରୀଦେବୀଙ୍କର ପୋଷ୍ଟମୋର୍ଟମ ସଂପୂର୍ଣ୍ଣ ହୋଇଥିବାର ସୂଚନା ଦେଇଛନ୍ତି। ଫରେନ୍ସିକ ସାକ୍ଷ୍ୟ ବିଭାଗର ତରଫରୁ କରାଯାଇଥିବା ପରୀକ୍ଷାର ରିପୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ପରିବାରକୁ ମିଳିନାହିଁ। ଏହି କାରଣରୁ ତାଙ୍କ ଶବକୁ ଭାରତ ଆଣିବାରେ ବିଳମ୍ବ ହେଉଛି। ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କର ପାର୍ଥିବ ଶରୀର ଦୁବାଇରେ ଥିଲା। ମିଡ଼ିଆ ରିପୋର୍ଟ୍ସ ଅନୁସାରେ, ଶ୍ରୀଦେବୀଙ୍କର ଶବ ରବିବାରଦିନ ତାଙ୍କର ପରିବାରକୁ ଦିଆଯାଇନଥିଲା କାରଣ ଦୁବାଇ ପୁଲିସର ତରଫରୁ ଅନ୍ତିମ ଜାଞ୍ଚ ରିପୋର୍ଟ ଆସିପାରିନଥିଲା। ଅଧିକାରୀଙ୍କ…

"ଦୁବାଇରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରର ପୋଷ୍ଟମୋର୍ଟମ ସଂପୂର୍ଣ୍ଣ, ମୁମ୍ବାଇରେ ଆଜି ଅନ୍ତିମ ସଂସ୍କାର"

ବାଲୁକା କଳା ମାଧ୍ୟମରେ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ପୁରୀ ୨୫-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ଶ୍ରୀଦେବୀଙ୍କୁ ତାଙ୍କର ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ପୁରା ବେଳାଭୂମିରେ ୧୦ ଫୁଟ ଓସାରର ଏହି ବାଲୁକା କଳା ମାଧ୍ୟମରେ ମାନସ ସାହୁଙ୍କ ବ୍ୟତୀତ ଶ୍ରୀଦେବୀଙ୍କର ଅନେକ ଫ୍ୟାନ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ସୂଚନାଯୋଗ୍ୟଯେ, ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ଦେହାନ୍ତ ହୋଇଯାଇଛି। ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କର ୫୪ ବର୍ଷରେ ଦେହାନ୍ତ ହୋଇ ଯାଇଛି। ଦୁବାଇରେ ସ୍ୱାମୀ ବୋନି କାପୁରଙ୍କର ଭଣଜା ବିବାହ ଭୋଜି ଯୋଗ ଦେବାକୁ ଯାଇଥିବା ଅବସରରେ କାର୍ଡ଼ିଆକ୍ ଆରେଷ୍ଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହି ସମୟରେ…

"ବାଲୁକା କଳା ମାଧ୍ୟମରେ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ"

ଶ୍ରୀଦେବୀଙ୍କ ମୃତ୍ୟୁର କାରଣ…

ଭୁବନେଶ୍ୱର;୨୫, ୦୨, ୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଶ୍ରୀଦେବୀଙ୍କର ମୃତ୍ୟୁ କିପରି ହେଲା, ସେ ତ’ ଖୁବ୍ ସୁସ୍ଥ ଥିଲେ।୫/୭ ଦିନ ପୂର୍ବେ ସେ ଜଗିଂ ମଧ୍ୟ କରୁଥିଲେ।କିନ୍ତୁ ହଠାତ ଏପରି କିପରି ହୋଇଗଲା ଅନେକ ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି।ସ୍ୱାମୀ ବୋନି କାପୁର ଏବଂ ସାନ ଝିଅ ଖୁସି ସହ ଏକ ବାହାଘରରେ ଯୋଗ ଦେବାକୁ ସେ ଦୁବାଇ ଯାଇଥିଲେ।ସ୍ୱାମୀ ବୋନି କାପୁର ଏବଂ ଝିଅ ଖୁସି ଫେରି ଆସିଥିଲେ।କିନ୍ତୁ ଶ୍ରୀଦେବୀ ଦୁବାଇରେ ରହିଥିଲେ।ବାହାଘର ପରେ ହୋଟେଲରେ ବାଥରୁମକୁ ଯାଇଥିବା ସମୟରେ ହଠାତ ପଡ଼ି ଯାଇଥିଲେ।ଏବଂ ତାଙ୍କୁ ମୃତ ଘୋଷଣା କରାଗଲା। ଶ୍ରୀଦେବୀଙ୍କୁ ହାର୍ଟ ଆର୍ଟାକ୍ (ହୃଦଘାତ) ହୋଇ ସେ ମୃତ୍ୟୁ ବରଣ କରି ନାହାଁନ୍ତି।ତାଙ୍କୁ…

"ଶ୍ରୀଦେବୀଙ୍କ ମୃତ୍ୟୁର କାରଣ…"

ସୋମବାରଦିନ ହେବ ଶ୍ରୀଦେବୀଙ୍କର ଅନ୍ତିମ ସଂସ୍କାର

ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କର ଅନ୍ତିମ ସଂସ୍କାର ସୋମବାର ସକାଳେ ୧୧ଟା ବେଳେ ଜୁହୁ ସ୍ଥିତ ପବନ ହଂସ ଶ୍ମଶାନ ଘାଟରେ ହେବ ମୁମ୍ବାଇ ୨୫-୨ (ଓଡ଼ିଆ ପୁଅ) ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କର ଅନ୍ତିମ ସଂସ୍କାର ସୋମବାର ସକାଳେ ୧୧ଟା ବେଳେ ଜୁହୁ ସ୍ଥିତ ପବନ ହଂସ ଶ୍ମଶାନ ଘାଟରେ ହେବ। ରିପୋର୍ଟ୍ସ ମୁତାବକ, ମୁକେଶ ଅଂବାନୀଙ୍କର ପ୍ରାଇବେଟ ଜେଟରେ ଶ୍ରୀଦେବୀଙ୍କର ମରଶରୀରକୁ ଦୁବାଇରୁ ମୁମ୍ବାଇ ଅଣାଯିବ। ସୂଚନାଯୋଗ୍ୟଯେ, ଶନିବାର ରାତ୍ରି ୧୧ଟା ସମୟରେ ହୃଦଘାତରେ ଶ୍ରୀଦେବୀଙ୍କର ନିଧନ ହୋଇଥିଲା। ସେ ଦୁବାଇରେ ନିଜର ଭଣଜା ମୋହିତ ମାରୱାଙ୍କର ବିବାହରେ ସାମିଲ ହେବାପାଇଁ ଯାଇଥିଲେ।

"ସୋମବାରଦିନ ହେବ ଶ୍ରୀଦେବୀଙ୍କର ଅନ୍ତିମ ସଂସ୍କାର"

ଝିଅକୁ ବିବାହିତ ଦେଖି ପାରିଲେନି ଶ୍ରୀଦେବୀ

ଭୁବନେଶ୍ୱର;୨୫,୦୨,୨୦୧୮(ଓଡ଼ିଆ ପୁଅ/ ଦେବଦତ୍ତ ରଥ): ବଡ଼ ଝିଅ ଜାହ୍ନବୀକୁ ବୋହୂ ବେଶରେ ଦେଖିବାକୁ ଚାହୁଁଥିଲେ ଶ୍ରୀଦେବୀ।ମା’ଙ୍କ ପରି ଜାହ୍ନବୀଙ୍କର ଫିଲ୍ମ ଲାଇନ ପ୍ରତି ପିଲାବେଳୁ ପ୍ରବଳ ଦୁର୍ବଳତା ଥିଲା।କିନ୍ତୁ ଶ୍ରୀଦେବୀ ଏହା ଚାହୁଁ ନଥିଲେ।ସେ ନିଜ ଝିଅ ଡାକ୍ତର ହେବାକୁ ଚାହୁଁଥିଲେ ଏବଂ ବାହା ହୋଇ ଘର ସଂସାର କରୁ ବୋଲି ଶ୍ରୀଦେବୀ ଚାହୁଁଥିଲେ।କିନ୍ତୁ ପରେ ଜାହ୍ନବୀଙ୍କର ଅଭିନୟ ପ୍ରତି ପ୍ରବଳ ରୁଚି ଦେଖି ଝିଅ ଖୁସିରେ ଖୁସି ହୋଇ ଶେଷରେ ରାଜି ହୋଇଥିଲେ।ଥରେ ଶ୍ରୀଦେବୀଙ୍କ ବାରଣ ସତ୍ୱେ ଜାହ୍ନବୀ ଏକ ଫିଲ୍ମ ପାଇଁ ହଁ’ କରି ଦେଇଥିଲେ।ଏଥିରେ ଶ୍ରୀଦେବୀ ଅସନ୍ତୋଷ ପ୍ରକାଶ କରିବାରେ ଜାହ୍ନବୀ ମା’ଙ୍କୁ ମଜାରେ କହିଥିଲେ, ଠିକ୍ ଅଛି ଯେମିତି ହେଲେ…

"ଝିଅକୁ ବିବାହିତ ଦେଖି ପାରିଲେନି ଶ୍ରୀଦେବୀ"