ଭକ୍ତଚରଣ ସ୍ମାରକୀ ସମାରୋହ ଦ୍ୱିତୀୟ ସନ୍ଧ୍ୟା

ନୟାଗଡ଼ ୦2/୧୧(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ମଧ୍ୟଯୁଗୀୟ ସନ୍ଥ କବି ଭକ୍ତଚରଣଙ୍କ ଜନ୍ମ ବୋଲଗଡ ବ୍ଲକ ସାନପଦର ଗ୍ରାମରେ ୧୭୨୯ ଖୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ଜୀବନର କର୍ମଭୂମୀ ଭାବେ ରାଜସୁନାଖଳାକୁ ବାଛି ନେଇ ଗଡଜାତର ଆରାଧ୍ୟ ଦେବତା ବୃନ୍ଦାବନ ଚନ୍ଦ୍ରଙ୍କ ଆଶୀର୍ବାଦରେ କୃଷ୍ଣ ରୂପକୁ ଆଶ୍ରୟ କରି ମଥୁରା ମଙ୍ଗଳ, ଗୋପ ମଙ୍ଗଳ, କଳା କଳେବର ଓ ମନବୋଧ ଚଉତିଶା ଆଦି ରଚନା କରି ଓଡିଶାର ପୁରପଲ୍ଲୀରେ ଯୁଗେ ଯୁଗେ କାଳଜୟୀ ରହିବେ । ଦ୍ୱିତୀୟ ଦିନର ସ୍ମାରକୀ ସମାରୋହରେ ମୁଖ୍ୟ ବକ୍ତା ନାରାୟଣ ମହାପାତ୍ର କହିଥିଲେ । ୧୮୧୩ ଖୀଷ୍ଟାବ୍ଦରେ ଭକ୍ତ ଚରଣ ରାଜସୁନାଖଳା ମାଟିରେ ଇହଲୀଳା ସମ୍ବରଣ କରିଥିଲେ ।…

"ଭକ୍ତଚରଣ ସ୍ମାରକୀ ସମାରୋହ ଦ୍ୱିତୀୟ ସନ୍ଧ୍ୟା"

ଭୀମଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଶିବିର

ନୟାଗଡ ୦୧/୧୧(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ନୟାଗଡ ଜିଲ୍ଲା ରଣପୁର ବ୍ଳକ ଅଧିନ ରାଜସୁନାଖଳା ସରକାରୀ ଉଚ୍ଚ ମୌଳିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତାରେ ରଣପୁର ବ୍ଳକ ପ୍ରଶାସନର ଆୟୋଜନରେ ଗତ ବୁଦବାର ଦିନ ସକାଳ ୧୦ଘଟିକା ସମୟରେ ଭୀମଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ରଣପୁର ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଣୀ ନିବେଦିତା ଯାନିଙ୍କ ନେତୃତ୍ୱରେ ଉକ୍ତ ବିଦ୍ୟାଳୟରେ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଜିଲ୍ଲା ସାମାଜିକ ଅଧିକାରୀ ,ରଣପୁର ବ୍ଳକ ବି.ଡି.ଓ ଲଗ୍ନଜିତ୍ ରାଉତ ,ଏ.ବି.ଡି.ଓ ଦୁର୍ଗା ମାଧବ ରଥ , ପୋଗ୍ରାମ ଆସିଷ୍ଟାଣ୍ଡ ସୁଧିର ମିଶ୍ର ,ସତ୍ୟାନନ୍ଦ ମଙ୍ଗରାଜ…

"ଭୀମଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଶିବିର"

କବି ଭକ୍ତଚରଣ ସ୍ମାରକୀ ସମାରୋହ

ନୟାଗଡ଼ ୦୧/୧୧(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଭକ୍ତଚରଣ କ୍ଲବ ଆନୁକୂଲ୍ୟରେ ସନ୍ଥ କବି ଭକ୍ତଚରଣଙ୍କର ୪୫ ତମ ଭକ୍ତଚରଣ ସ୍ମାରକୀ ସମାରୋହ ୨୦୧୭ କ୍ଲବ ପରିସରରେ ମଙ୍ଗଳବାର ପୂର୍ବାହ୍ନ ଦିନ ୮ ଘଟିକା ସମୟରେ ପୂର୍ବତନ ବିଧାୟକ ସୁରେନ୍ଦ୍ରନାଥ ମିଶ୍ରଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ବୁଧବାର ପ୍ରାତଃ ୭ ଘଟିକାରେ ମଙ୍ଗଳା ଆଳତୀ ଓ ନାମ ସଂର୍କୀନ ଦେବାର୍ଚ୍ଚନ ସ୍ମାରକୀ ଉଦ୍ଘାଟନ ମଥୁରା ମଙ୍ଗଳ ପାରାୟଣ ୧୦ ଘଟିକା ସମୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗୀତା ପରେ ସନ୍ଥ ଭକ୍ତଚରଣଙ୍କ ରଚିତ ମଥୁରା ମଙ୍ଗଳ, ମନବୋଧ ଚଉତିଶା, କଳାକଳେବର ଚଉତିଶା ଆଦି କବିତା…

"କବି ଭକ୍ତଚରଣ ସ୍ମାରକୀ ସମାରୋହ"

ତାଳତୁମ୍ବରେ ଯଂଜ୍ଞମହୋତ୍ସଵ

ଖୋର୍ଦ୍ଧା .ନୟାଗଡ଼ ୨୮/୧୦(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଗୋପାଳପୁର ପଚାଂୟତ ତାଳତୁମ୍ବ ଶ୍ରୀ ପଶ୍ଚିମେଶ୍ଚର ମହାଦେବଙ୍କ ପୀଠରେ ଅଷ୍ଠାଦଶ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ଧରି ଏହି ମହାଯଜ୍ଞ ଅନୁଷ୍ଟିତ ହେବ । ଯାହାକି ଅଚଂଳର ସବୁଠାରୁ ବୃହତ ବିଶ୍ୱଶାନ୍ତି ମହାଯଜ୍ଞ ରୁପେ ପରିଚିତ । ସୋମବାର ଅପରାହ୍ନରେ ପଶ୍ଚିମେଶ୍ୱରଙ୍କ ଠାରୁ ଆଜ୍ଞାମାଳ ନେଇ ୩୦ରୁ ଉଦ୍ଧ୍ୱର୍ ମାନସିକ ଧାରୀଙ୍କ ସହାୟତାରେ ଗ୍ରାମ ପୁଷ୍କରିଣୀରୁ କଳସ ଯାତ୍ରା ମାଧ୍ୟମରେ ଜଳଘେନି ଯଜ୍ଞ ମଣ୍ଡପରେ ସ୍ଥାପନ ଓ ଶୁଭ ଅଙ୍କୁରୋପଣ କାର୍ଯ୍ୟଆଦି ଅନୁଷ୍ଠିତ ହୋଇଯାଇଛି ସାତଦିନ ଧରି ପ୍ରତ୍ୟହ ସନ୍ଧ୍ୟାରେ…

"ତାଳତୁମ୍ବରେ ଯଂଜ୍ଞମହୋତ୍ସଵ"

ଜଗା ବଳିଆଙ୍କ ଆରୋଗ୍ୟ ପାଇଁ ସଂକୀର୍ତନ ଓ ଦୀପ ଦାନ

ନୟାଗଡ଼ ୨୮/୧୦(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଦୀର୍ଘ ଏକମାସରୁ ଉଦ୍ଧ୍ୱ ସମୟ ଧରି ଦିଲ୍ଲୀର ଏମ୍ସରେ ଜଗାବଳିଆଙ୍କ ଚିକିସ୍ବା ଚାଲିଛି । ବୁଧବାର ସେମାନଙ୍କ ଯୋଡାମୁଣ୍ଡ ଅଲଗା କରିବା ପାଇଁ ଅସ୍ତ୍ରୋପ୍ରଚାର ଆରମ୍ଭ ହୋଇ ଗୁରୁବାର ଶେଷ ହୋଇଛି । ଉଭୟଙ୍କର ଆଶୁ ଆରୋଗ୍ୟ କାମନା କରି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କୁଳାସର ଗ୍ରାମପାୟତର ସରପଞ୍ଚ ଅନିତା ସାହୁଙ୍କ ନେତୃତ୍ୱରେ ଏକ ସଂର୍କୀନ ମଣ୍ଡଳୀ ନାମ ସଂର୍କୀତନ କରି ଗ୍ରାମର ଗ୍ରାମଦେବୀଙ୍କ ଠାରୁ ଏକ ଶୋଭା ଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା ସହିତ ଶ୍ରୀ ଲୋକେଶ୍ୱର ଦେବଙ୍କ ପୀଠରେ ସମୂହ ଦୀପଦାନ କରାଯାଇଥିଲା ଏବଂ ଜଗାବଳିଆଙ୍କ ଚିକିସ୍ବା ପାଇଁ ନିଯୁକ୍ତ ଡାକ୍ତର ମାନଙ୍କୁ…

"ଜଗା ବଳିଆଙ୍କ ଆରୋଗ୍ୟ ପାଇଁ ସଂକୀର୍ତନ ଓ ଦୀପ ଦାନ"

ରଘୁନାଥ କଲେଜ ରାଜନୀତି ବିଜ୍ଞାନ ବିଭାଗରେ ସ୍ୱାଗତ ଉତ୍ସବ

ଖୋର୍ଦ୍ଧା :27/10 (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ରଘୁନାଥ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ପ୍ରଥମ ବର୍ଷ ରାଜନୀତି ବିଜ୍ଞାନ (ସମ୍ମାନ) ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ମା’ ମଙ୍ଗଳା ମନ୍ଦିର ପରିସରରେ କଲେଜ ଅଧ୍ୟକ୍ଷ ସେଖ୍ ଅବଦୁଲ୍ ରହିମ୍‌ଙ୍କ ତତ୍ବାବଧାନରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏ ନେଇ ଆୟୋଜିତ ସଭାରେ ବିଭାଗୀୟ ମୂଖ୍ୟ ଅଧ୍ୟାପିକା କଳ୍ପନା ମଞ୍ଜରୀ ଦେଇ ସଭାପତିତ୍ୱ କରିଥିବା ବେଳେ ଇଂରାଜୀ ମୂଖ୍ୟ ଅଧ୍ୟାପକ ଶ୍ରୀକାନ୍ତ କୁମାର ସ୍ୱାଇଁ ଓଡିଆ ବିଭାଗ ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ ଓ ଅର୍ଥନୀତି ବିଭାଗର ଅଧ୍ୟାପିକା ସ୍ମିତାରାଣୀ ଦଳାଇ ଅତିଥି ରୂପେ ଯୋଗଦେଇ ରାଜନୀତି…

"ରଘୁନାଥ କଲେଜ ରାଜନୀତି ବିଜ୍ଞାନ ବିଭାଗରେ ସ୍ୱାଗତ ଉତ୍ସବ"

ଫାଣ୍ଡି ବାବୁଙ୍କ ଦ୍ୱାରା ଅସଦାଚରଣ ଶୀକାର ମହିଳା ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ

ନୟାଗଡ଼ ୨୭/୧୦(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା)ନୟାଗଡ ଜିଲ୍ଲା ପୋଲିସ୍ ଦିନକୁ ଦିନ ଯେତିକି ଲୋକାଭିମୁଖୀ ହେବାକୁ ଚେଷ୍ଟା କରୁଛି ସେତିକି ବଦନାମ ମଧ୍ୟ ହେଉଛି। କେତେକ ସ୍ୱେଚ୍ଛାଚାରୀ ଅଧିକାରୀଙ୍କ ଯୋଗୁଁ ସମଗ୍ର ପୋଲିସ୍ ବିଭାଗ ଉପରେ ସାଧାରଣ ଲୋକଙ୍କର ଆସ୍ଥା ଏବଂ ଭରସା ତୁଟିଯାଉଛି। ପୁନଶ୍ଚ ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡିର ପ୍ରାକ୍ତନ ଅଧିକାରୀ ବ୍ରଜବିହାରୀ ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିବାର କିଛି ଦିନ ନ ବିତୁଣୁ ପୁଣି ଥରେ ଏହି ଫାଣ୍ଡିର ବର୍ତ୍ତମାନ ଥିବା ଅଧିକାରୀ ଖାକିରେ କଳାଦାଗ ଲଗାଇବାର ସୁଯୋଗ ଛାଡିନାହାଁନ୍ତି। ଘଟଣାରୁ ପ୍ରକାଶ ଯେ ରଣପୁର ଥାନା ଅନ୍ତର୍ଗତ ସୁଆଁସିଆ ସାହିର ମହିଳା ରଶ୍ମିତା…

"ଫାଣ୍ଡି ବାବୁଙ୍କ ଦ୍ୱାରା ଅସଦାଚରଣ ଶୀକାର ମହିଳା ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ"

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ . . . ଅଳ୍ପକେ ବଞ୍ଚିଲେ ଦୁଇ ପରିବାର

ନୟାଗଡ଼ ୨୫/୧୦(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଗ୍ରାମୀଣ ଗୃହ ନିର୍ମାଣ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଜିଲ୍ଲାଠାରୁ ପଂଚାୟତ ପର୍ଯ୍ୟନ୍ତ ଗରିବ ଓ ଫାଇଲିନ୍ ରେ କ୍ଷତିଗ୍ରସ୍ତଙ୍କୁ ସାହାର୍ଯ୍ୟ ଦେବାକୁ ଗୁରୁତ୍ୱ ଦେଉଥିଲା ବେଳେ ତାହାର ଏକ ନଗ୍ନ ଚିତ୍ର ଲୋଧାଚୁଆ ଗ୍ରାମପଂଚାୟତର ବଗଲ ଗ୍ରାମରେ। ଘଟଣାରୁ ପ୍ରକାଶ ଯେ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ଲୋଧାଚୁଆ ପଂଚାୟତ ଅନ୍ତର୍ଗତ ବଗଲ ଗ୍ରାମର ନୃସିଂହ ଦାସଙ୍କ ଦୁଇ ପୁଅ କିଶୋର କୁମାର ଦାସ ଓ ରମେଶ କୁମାର ଦାସ ବିପିଲ ଅନ୍ତର୍ଭୁକ୍ତ ଓ ଅତ୍ୟନ୍ତ ଗରିବ ହୋଇଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ…

"ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ . . . ଅଳ୍ପକେ ବଞ୍ଚିଲେ ଦୁଇ ପରିବାର"

ତହସିଲଦାରଙ୍କ ଅଚାନକ ଖଣି ପରିଦର୍ଶନ :କ୍ରସର କମ୍ପ୍ରେସର ସହିତ ଗାଡି ଜବତ

ନୟାଗଡ଼ ୨୫/୧୦(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଧୀନ ରାଜସୁନାଖଳା ରାଜସ୍ୱ ଅଂଚଳର କୋଟଗଡ ମୌଜାଠାରେ ଚାଲିଥିବା କ୍ରସରକୁ ଆଜି ତହସିଲଦାର ଗାୟତ୍ରୀ ଦେବୀ ଅଚାନକ ପରିଦର୍ଶନ କରି କ୍ରସର କମ୍ପ୍ରେସର ସହିତ ଟ୍ରାକ୍ଟର ଗାଡିକୁ ଜବତ କରିଥିବା ରାଜସୁନାଖଳା ରାଜସ୍ୱ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବରୁ ସ୍ଥାନୀୟ ଜନସାଧାରଣ ବହୁବାର ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହି ଭଲି ବେଆଇନ୍ କ୍ରସର, କୁଆଁରୀ ଓ ଖଣି ମନମୁଖୀ ଚଲାଉଛନ୍ତି। ଖଣିରେ କାର୍ଯ୍ୟ ଚାଲୁଥିବା ସମୟରେ ରଣପୁର ତହସିଲଦାର ଶ୍ରୀମତୀ ଦେବୀଙ୍କ ସମେତ ରାଜସୁନାଖଳା ରାଜସ୍ୱ ଅଧିକାରୀ ସୁଶାନ୍ତ କୁମାର ସେଠୀ ଘଟଣାସ୍ଥଳକୁ ଯାଇ କ୍ରସର ମାଲିକ ରାଜସୁନାଖଳା ଗ୍ରାମର…

"ତହସିଲଦାରଙ୍କ ଅଚାନକ ଖଣି ପରିଦର୍ଶନ :କ୍ରସର କମ୍ପ୍ରେସର ସହିତ ଗାଡି ଜବତ"

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନୟାଗଡ଼ 26/10(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା)ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଉନ୍ନତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଗାୟତ୍ରୀ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର କର ମୁଖ୍ୟ ବକ୍ତା ରନ୍ତାକର ପାଣି ଅନ୍ୟତମ ଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମହେଶ୍ବର ମିଶ୍ର ପ୍ରଭୃତି ଉପସ୍ଥିତ ରହି ତାଙ୍କର ଅଭିଭାଷଣ ପ୍ରଦାନ କରିବା ସହ ସାହୁଙ୍କ ଅବସରକାଳୀନ ଜୀବନ ସୁଖମୟ ହେଉ ବୋଲି ଅତିଥି ମାନେ ପ୍ରାର୍ଥନା କରିଥିଲେ।ଛାତ୍ରଛାତ୍ରୀ ମାନେ ତାଙ୍କର ଅଭିଭାଷଣ ରେ ନିତ୍ୟାନନ୍ଦ ସାରେ ଆମ ହୃଦୟରେ…

"ଅବସରକାଳୀନ ସମ୍ବର୍ଦ୍ଧନା ସଭା"