ବୁଣାକାର ସଚେତନତା ଶିବିର

ନୟାଗଡ଼ ତା ୪/୧/୧୮ (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ନୟାଗଡ ଜିଲ୍ଲା ରାଜସୁନାଖଳାସ୍ଥିତ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଖେଳ ପଡିଆରେ ଆଜି ଦିନ ୧୦ଘଟିକା ସମୟରେ କେନ୍ଦ୍ର ସରକାରଙ୍କ ପାୱାର ତେକ୍ସ ଇଣ୍ଡିଆ ତରଫରୁ ପାୱାରଲୁମ୍ ବୁଣାକାର ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। ଏହି ଶିବିରରେ ଭାରତ ସରକାରଙ୍କ କୋଲକାତାସ୍ଥିତ ଆଂଚଳିକ ଟେକ୍ସ ଟାଇଲ କାର୍ଯ୍ୟଳୟର ସହକାରୀ ନିଦ୍ଦେର୍ଶକ ପି.କେ. ଚୌଧୂରୀ, ନୟାଗଡସ୍ଥିତ ଟେକ୍ସ ଟାଇଲ କାର୍ଯ୍ୟାଳୟର ସହକାରୀ ନିଦ୍ଦେର୍ଶକ ଏସ.କେ.ପରିଡା ଓ ପାୱାରଲୁମ ସେବା କେନ୍ଦ୍ର, ଭାରତ ସରକାର ଚୌଦ୍ୱାର (କଟକରୁ) ଆସିଥିବା ଦକ୍ଷ ବୁଣାକାର ବାଲମୁରୁଗାନ୍ ଏହି ଶିବିରରେ ଯୋଗଦେଇ ବୁଣାଗାର ମାନଙ୍କୁ ଭାରତ ସରକାରଙ୍କର ପାୱାରଲୁମ ଉପରେ ମିଳୁଥିବା ସମସ୍ତ ଯୋଜନା ଯଥା…

"ବୁଣାକାର ସଚେତନତା ଶିବିର"

ଓଷ୍ଟା ତରଫରୁ ଜିଲ୍ଲା ସ୍ତରୀୟ ଶିଶୁମେଳା ଉଦ୍ୟାପିତ

ନୟାଗଡ (ଓଡ଼ିଆ ପୁଅ / ଜୟେନ୍ଦ୍ର ବେହେରା) ଓଷ୍ଟାର ଆର୍ଥିକ ସହାୟତା ତଥା ଆନୁକୁଲ୍ୟରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଭଞ୍ଜଙ୍କ ଆବାହକତ୍ୱରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମେଳା ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ଶିଶୁ ଉସଛବରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ନିବେଦିତା ପାଣି ମୁଖ୍ୟବକ୍ତା ଭାବେ ଦେବେନ୍ଦ୍ର କୁମାର ସୁତାର ଓ ସମ୍ମାନିତ ଅତିଥିଭାବେ ଶିକ୍ଷାପ୍ରଦୀପର ସଂପାଦକ ପ୍ରଫୁଲ କୁମାର ମହାନ୍ତି, ବ୍ୟଙ୍ଗକବି ବ୍ରଜବିହାରୀ ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ। ଏହି ଶିଶୁ ଉତ୍ସବରେ ଓଷ୍ଟାର ସଭାପତି ନିରଞ୍ଜନ…

"ଓଷ୍ଟା ତରଫରୁ ଜିଲ୍ଲା ସ୍ତରୀୟ ଶିଶୁମେଳା ଉଦ୍ୟାପିତ"

ବୋଲଗଡ଼ ମହୋତ୍ସଵ ଆଶା ୨୦୧୭ ଉଦଘାଟିତ

ଖୋର୍ଦ୍ଧା .୨୬ ଡିସେମ୍ବର୍ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ମହୋତ୍ସବ ଉଦଘାଟିତ।ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅନ୍ତର୍ଗତ ବାମନ ଉଚ୍ଚ ବିଦ୍ୟାଳୟ ପରିସରରେ ବୋଲଗଡ ମହୋତ୍ସବ ଆଶା ୨୦୧୭ ମଙ୍ଗଳବାର ସନ୍ଧ୍ୟାରେ ମହୋତ୍ସବ ଟ୍ରଷ୍ଟ ଓ ବୋଲଗଡ ମହୋତ୍ସବ କମିଟି ଆୟୋଜନ ରେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି। ଉଦଘାଟନ ଦିବସରେ କଡବ ପାଇକ ପୁଅଙ୍କ ଦ୍ଵାରା ପ୍ରଥମେ ପାଇକ ଆଖଡା ନୃତ୍ୟ ପରିବେଷଣ କରାଯାଇଥିଲା। ଏ ନେଇ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସୁଧାକର ନାୟକ ଯୋଗଦେଇ ବୋଲଗଡ଼ ଅଞ୍ଚଳରେ ହେଉଥିବା ସମସ୍ତ ଉତ୍ସଵ ଓ ପର୍ବପର୍ବାଣୀ ଭଲ ଲାଗେ ବୋଲି ମତ ଦେଇଥିଲେ |…

"ବୋଲଗଡ଼ ମହୋତ୍ସଵ ଆଶା ୨୦୧୭ ଉଦଘାଟିତ"