‘ଗରିବି’ ସଜାଇଲା ଶିଶୁ ଶ୍ରମିକ:କାହାପାଇିଁ ମାଳମାଳ ସରକାରୀ ଯୋଜନା

କେନ୍ଦୁଝର ୧୬-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଗରିବ ଅସହାୟ ମାନଙ୍କ ପାଇିଂ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ଉକ୍ତ ଯୋଜନା ଗୁଡିକରୁ ଉଚିତ ହିତାଧିକାରୀମାନେ କେତେଦୂର ଉପକୃତ ହୋଇପାରୁଛନ୍ତି କିମ୍ବା ବାଟମାରଣ ହେଉଛି ତାକୁ ଅନୁଶୀଳନ କରିବା ଦିଗରେ ଦାୟିତ୍ୱରେ ଥିବା ଅଧିକାରୀ କିମ୍ବା ଲୋକପ୍ରତିନିଧି ମାନଙ୍କ ମଧ୍ୟରେ ହୁଏତ ଆଗ୍ରହ ନାହିଁ। ଯେଉଁଥିପାଇିଁ ମାତ୍ର ୧୫ ବର୍ଷ ବୟସରେ ପରିବାରର ବୋଝକୁ କାନ୍ଧରେ ବୋହି ଚାଲିଥିବା ଚନ୍ଦନ ମୁଣ୍ଡା ଆଜି ବି ଗରିବ ବାପର ଚିକିତ୍ସା ପାଇିଁ ଅସହାୟ ହୋଇପଡିଛି। ଗରିବି ଚନ୍ଦନକୁ ଶିଶୁଶ୍ରମିକ ସଜାଇ ଦେଇଛି।ଖଣି କ୍ଷତିଗ୍ରସ୍ତ ଅଞ୍ଝଳର ଏହି ଗରିବ ପରିବାରଟି ପାଖରେ ନା ଅଛି ସରକାରୀ…

"‘ଗରିବି’ ସଜାଇଲା ଶିଶୁ ଶ୍ରମିକ:କାହାପାଇିଁ ମାଳମାଳ ସରକାରୀ ଯୋଜନା"

ପହଞ୍ଚିଲା ପାରିଲା ନାହିଁ ୧୦୮, ସାପ ଦଂଶନରେ ଭଉଣୀ ମୃତ, ଭାଇ ଗୁରୁତର

ହରିଚନ୍ଦନପୁର, ତା ୧୬ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମ ପଞ୍ଚାୟତ ଲିପିଙ୍ଗ୍ ଗ୍ରାମର ମାନସିଂ ଜେରାଇଙ୍କ ୧୦ବର୍ଷର ଝିଅର ବିଷଧର ସାପ ଦଂଶନରେ ମୃତ ହୋଇଥିବା ସହ ୭ବର୍ଷର ପୁଅ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ ଶନିବାର ଦିନ ରାତି ଖାଇ ସାରି ଶୋଇବା ପରେ ମାନସିଂଙ୍କ ଘର ଭିତରକୁ କୈାଣସି ବାଟ ଦେଇ ଗୋଟିଏ ବିଷଧର (ଚିତି)ସାପ ଘର ଭିତକୁ ପଶିଯାଇଥିଲା। ଗୋଟିଏ ବିଛଣାରେ ମାନସିଂଙ୍କ ଝିଅ ଲେମ୍ବ ଜେରାଇ(୧୦) ଓ ପୁଅ ଶିବ ଜେରାଇ(୭) ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ବିଷଧର ସାପଟି ଦୁଇ ଜଣଙ୍କୁ କାମୁଡିଥିଲା। ସକାଳ ୪ଟା ସମୟରେ ପରିବାର ଲୋକମାନେ ଉଠିଲା…

"ପହଞ୍ଚିଲା ପାରିଲା ନାହିଁ ୧୦୮, ସାପ ଦଂଶନରେ ଭଉଣୀ ମୃତ, ଭାଇ ଗୁରୁତର"

ଢ଼େଙ୍କାରେ ପିଇବା ପାଣି ପାଇଁ ମହିଳାଙ୍କ ବିକ୍ଷୋଭ ପ୍ରତିବାଦ

ହାଟଡ଼ିହି, ୧୬/୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢ଼େଙ୍କାରେ ପାନୀୟଜଳ ପ୍ରକଳ୍ପରୁ ସାନଢ଼େଙ୍କା ସାହିର ଲୋକମାନେ ପିଇବାପାଣି ପାଇବାରୁ ବଞ୍ଚିତ ହେଉଥିବାରୁ ଆଜି ସାହିର ମହିଳାମାନେ ପାନୀୟ ଜଳ ପ୍ରକଳ୍ପ ନିକଟରେ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ଗାଁରେ ଥିବା ପାନୀୟଜଳ ପ୍ରକଳ୍ପରୁ ସାହି ବାସିନ୍ଦା ମାନେ ପିଇବାପାଣି ଟୋପେ ପାଇପାରୁ ନାହାନ୍ତି। କେନାଲ ଖୋଳା ସମୟରେ ପାଇପ ଫାଟିଯିବାପରେ ଏହାର ଉପଯୁକ୍ତ ମରାମତି ହେଉ ନଥିବାରୁ ସାହି ପର୍ଯ୍ୟନ୍ତ ପାଣି ଯାଇପାରୁ ନାହିଁ।ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ବି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପିଇବା ପାଣିଟୋପେ ପାଇଁ ସାହି ବାସିନ୍ଦାମାନେ ନାହିଁ…

"ଢ଼େଙ୍କାରେ ପିଇବା ପାଣି ପାଇଁ ମହିଳାଙ୍କ ବିକ୍ଷୋଭ ପ୍ରତିବାଦ"

ସର୍ପଆଘାତରେ ମହିଳା ମୃତ

ତୁରୁମୁଙ୍ଗା ୧୬-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଶଙ୍ଖୁଆ ଗ୍ରାମର ତୁଶିଲ ମାଝୀଙ୍କ ପତ୍ନୀ ଆଝ ମାଝୀ (୨୭) ଙ୍କ ସର୍ପଆଘାତରେ ମୃତ୍ୟୁ ଘଟିଛି ଗତକାଲି ରାତିରେ ଶୋଇ ଥିବା ସମୟ ରେ କୌଣସି ବିଷଧର ସର୍ପ ତାଙ୍କ ହାତକୁ କାମୁଡି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ଅଶୋକ ପହି ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି।

"ସର୍ପଆଘାତରେ ମହିଳା ମୃତ"

ଛାତ୍ରାବାସରୁ ଛାତ୍ର ନିଖୋଜ

ତୁରୁମୁଙ୍ଗା ୧୬-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପ୍ରାଥମିକ ବିଦ୍ୟାଳୟର ୪୦ ଶଯ୍ୟା ବିଶିଷ୍ଟ ଛାତ୍ରବାସରୁ ଗତ ଗୁରୁବାର ଦିନରୁ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ବିନୋଦ କୁମାର ବାନରା (୧୦) ନିଖୋଜ ହେଇଥିବା ତୁରୁମୁଙ୍ଗା ଥାନାରେ ପ୍ରଧାନଶିକ୍ଷୟତ୍ରୀ ପୁଷ୍ପଳତା ମିଶ୍ର ଏବଂ ଛାତ୍ରର ବାପା ଶୈଳେନ୍ଦ୍ର ବାନରା ଲିଖିତ ଅଭିଯୋଗ କରିଛନ୍ତି। ନିଖୋଜ ଛାତ୍ରର ଘର ଆନନ୍ଦପୁର ଥାନା ବଡ଼ପୁରୁଣାପାଣି। ଅଭିଯୋଗ ଅନୁଯାଇ ବିନୋଦ ଗଣେଶ ପୂଜା ପୂର୍ବ ଦିନ ବୁଧବାର ଦିନ ୯,୩୦ ରେ ଖାଇବା ସମୟ ପୁର୍ବରୁ ସ୍କୁଲର ପଛ ପଟ ଗେଟ ଦେଇ କୁଆଡେ ପଳାଇଛନ୍ତି। ଏନେଇ ଛାତ୍ରର ପରିବାର ଲୋକେ ଓ ସ୍କୁଲର…

"ଛାତ୍ରାବାସରୁ ଛାତ୍ର ନିଖୋଜ"

ଟି.ଏମ.ଏକାଡେମୀ ଡଅଁରର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ

ହାଟଡ଼ିହି, ୧୫/୯ : କେନ୍ଦୁଝର ଜିଲ୍ଲାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଟି.ଏମ. ଏକାଡେମୀ ଡଅଁରର ସୁବର୍ଣ୍ଣ ଜୟନ୍ତୀ ପାଳନର ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅତୁଲ୍ୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ପାରିପାଶ୍ୱର୍ିର୍କ ଉନ୍ନୟନ, ଭିତ୍ତିଭୁମିର ବିକାଶ, ବଜେଟ ଆକଳନ ଓ ସ୍ମରଣୀକା ପ୍ରସ୍ତୁତି ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା । ଡିସେମ୍ବର ମାସରେ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆୟୋଜନ ପାଇଁ ଆପାତତ ସ୍ଥିର କରାଯାଇଥିଲା । ଏଥିପାଇଁ ଆନୁସଙ୍ଗିକ କାର୍ଯ୍ୟ ଗୁଡିକ ହାତକୁ ନେବାପାଇଁ ସ୍ଥିର କରାଯାଇଥିଲା । ସୁବର୍ଣ୍ଣ ଜୟନ୍ତୀ କମିଟି ପକ୍ଷରୁ ମୁଖପତ୍ର “ଅରୁଣ’…

"ଟି.ଏମ.ଏକାଡେମୀ ଡଅଁରର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ"

ହାଟଡିହି କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

ହାଟଡ଼ିହି, ୧୫/୯ : ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍ୟାପିତ ହୋଇଯାଇଛି । ୪ସପ୍ତାହ ଧରି ଚାଲିଥିବା ଏହି ଶିବିରରେ କଲେଜର ଯୁକ୍ତ୨ ଓ ଯୁକ୍ତ୩ର ୨୫୦ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବିଳାସିନୀ ସାହୁ, ସୀମନ୍ତିନୀ ସାହୁ, ବବିତା ସାହୁ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ ଦେଇଥିଲେ । ଶିବିର ତତ୍ୱାବଧାରକ ଅଧ୍ୟାପକ ବୀରବର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ୟାପନ ଉତ୍ସବରେ କଲେଜର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦର୍ଶ ବ୍ୟକ୍ତିତ୍ୱ ହିଁଁ ବାଳିକା ମାନଙ୍କୁ ପ୍ରକୃତ ଆତ୍ମସୁରକ୍ଷା ଯୋଗାଇଥାଏ ବୋଲି ଅବିହିତ କରିଥିଲେ…

"ହାଟଡିହି କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ"

ପହଁଞ୍ଚôଲାନି ୧୦୨, ଘରେ ହେଲା ପ୍ରସବ, ଆଖି ବୁଜିଲେ ଯମଜ କନ୍ୟା

ଯୋଡା (୧୫.୦୯.୨୦୧୮) – (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ଯୋଜନାମାନ ଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ଏହା ଯୋଡା ଭଳି ଖଣି, ଶିଳ୍ପ ତଥା ଆଦିବାସି ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଯେ, ବିଫଳ ହୋଇଛି ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଯୋଡା ସହରରେ । ଗତ ଗୁରୁବାରର ଘଟଣା । ଯୋଡା ପୌରାଞ୍ଚଳର ୬ନଂ ୱାର୍ଡ ବଚୁ୍ୟହାଟିଂ ଠାରେ ରାଇମଣି ସିଂ ନାମକ ଜଣେ ଆସନ୍ନପ୍ରଶବା ଆଦିବାସୀ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ତାଙ୍କ ପରିବାର ଲୋକ ଘରେ ଅନୁପସ୍ଥିତ ଥାଇ ପଡୋଶୀ ଝୁନୁ କୌର ୧୦୨କୁ…

"ପହଁଞ୍ଚôଲାନି ୧୦୨, ଘରେ ହେଲା ପ୍ରସବ, ଆଖି ବୁଜିଲେ ଯମଜ କନ୍ୟା"

୩୧ ଦିନରେ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ; ସରକାର ନିଦାବିଷ୍ଣୁ

ଯୋଡା (୧୫.୦୯.୨୦୧୮) – (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବ୍ଲକ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କର ମିଳିତ ମଞ୍ଚର ଆନେ୍ଦାଳନ ଆଜି ୩୧ ଦିନରେ ପହଞ୍ଚôଛି । ଯୋଡା ବ୍ଲକ ଅଫିସ୍ ସମ୍ମୁଖରେ ଏହି ଧାରଣା ଜାରି ରହିଥିବା ବେଳେ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡିଛି । ୧୭ ତାରିଖ ସୋମବାର ଦିନ ଏହି ଆନେ୍ଦାଳନକାରୀ ଶିକ୍ଷକମାନଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟାଳୟ ଠାରେ ସହର ପରିକ୍ରମା ସହିତ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି । ମଙ୍ଗଳବାର ଠାରୁ ଶିକ୍ଷକମାନେ ଗାଁ ଗାଁ ବୁଲି ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବ ସମ୍ପର୍କରେ…

"୩୧ ଦିନରେ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ; ସରକାର ନିଦାବିଷ୍ଣୁ"

ଭାଲୁ ଆକ୍ରମଣରେ ଜଣେ ମୃତ

ଘଟଗାଁ ,୧୫/୯(ଓଡ଼ିଆ ପୁଅ/ଭବାନୀ ପ୍ରସାଦ)- ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଗୟଳମୁଣ୍ଡା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ରାଜନ ଜୁଆଙ୍ଗ। ୨ଦିନ ତଳେ ରାଜନ ଜଙ୍ଗଲ ରାସ୍ତାରେ ସଂମ୍ପରକିୟ ଘରକୁ ଯାଉଥିବା ବେଳେ ଭାଲୁ ଆକ୍ରମଣରେ ଜଙ୍ଗଲରେ ମୃତ୍ୟୁ ହୋଇଥିଲା . ତେବେ ସଂମ୍ପର୍କିୟ ଘରକୁ ଯାଇଥିବା କାରଣରୁ ପରିବାର ଲୋକେ ଖୋଜା ଖୋଜି କରିନଥିଲେ. ଆଜି କାଠ ସଂଗ୍ରହ କରିବା ପାଇଁ ଯାଇଥିବା ଗ୍ରାମବାସୀ ରାଜନର ମୃତ ଦେହ ଦେଖି ପରିବାର ଲୋକ ଓ ବନ ବିଭାଗକୁ ଖବର ଦେଇଥିଲେ. ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଁଚି ଶବକୁ ଜବତ କରି ବ୍ୟବଛଦ ପାଇଁ ପଠାଇଛନ୍ତି.…

"ଭାଲୁ ଆକ୍ରମଣରେ ଜଣେ ମୃତ"