ରାଜ୍ୟର ଏକମାତ୍ର ଝୋଟକଳ ଖୋଲିବା ନେଇ ଦାବୀ ଜୋର ଧରିଲା

ଯାଜପୁର, ୨୫/୦୨(ଓଡିଆପୁଅ/ମାନସ ରାଉତ) ରାଜ୍ୟର ଯାଜପୁର ଜିଲ୍ଲାର ଥିବା ଏକମାତ୍ର କୃଷିଭିତିକ ଶିଳ୍ପ ଧାନମଣ୍ଢଳସ୍ଥିତ କୋଣାର୍କ ଝୋଟକଳ ଦୀର୍ଘଦିନ ହେବ ଅଚଳାବସ୍ଥାରେ ପଡିରହିଛି । ଏହାକୁ ପୁନଃ ଚାଲୁ କରିବା ଉଦେ୍ଦଶ୍ୟରେ ଝୋଟକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ଚଣ୍ଡିଖୋଲ ଛକରେ ବୈଠକ ଅନୁଷ୍ଠିତ ହୋଇଥିଲା । ସମାଜସେବୀ ମନୋରମା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ବରିଷ୍ଠ ସାମ୍ବାଦିକ ସାହୁ ସଂଚାଳନ କରିଥିଲେ । ପୂର୍ବତନ ସାଂସଦ ମୋହନ ଜେନା ଯୋଗଦେଇ ରାଜ୍ୟ ସରକାର ଶାଗମାଛ ମୁଲରେ ବେସରକାରୀ ସଂସ୍ଥାର ହାତକୁ ଟେକି ଦେଇଥିଲେ । କିନ୍ତୁ ବେସରକାରୀ ସଂସ୍ଥାଟି ଶିଳ୍ପକେନ୍ଦ୍ରଟିକୁ ଚଳାଇ ପାରିଲା ନାହିଁ । ଫଳରେ ଏହା ଉପରେ ନିର୍ଭର କରୁଥିବା ୨୮୦୦ଶ୍ରମିକ…

"ରାଜ୍ୟର ଏକମାତ୍ର ଝୋଟକଳ ଖୋଲିବା ନେଇ ଦାବୀ ଜୋର ଧରିଲା"

ଯାଜପୁର ଜିଲ୍ଲା କମ୍ପୁଟର ସଂଯୋଜକ ସଂଘର ବୈଠକ

ଯାଜପୁର, ୨୫/୦୨(ଓଡିଆପୁଅ/ମାନସ ରାଉତ)- ରବିବାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲସ୍ଥିତ ଡାକବଙ୍ଗଳା ଠାରେ ଜିଲ୍ଲାର ବିଦ୍ୟାଳୟ ସଂଯୋଜକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲା ସଭାପତି ଦିଲ୍ଲିପ କୁମାର ନାୟକଙ୍କ ସଭାପତିତ୍ୱରେ ଜିଲ୍ଲାର ସମସ୍ତ ବ୍ଳକ ସଭାପତି ଓ ସଂପାଦକ ମାନେ ଯୋଗ ଦେଇଥିଲେ । ବୈଠକରେ ଜିଲାର ସମସ୍ତ ସଂଯୋଜକ ମାନେ ବହୁଦିନ ହେଲା ନାନଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୬ ମାସ ହେଲା ସରକାରଙ୍କ ପକ୍ଷରୁ ସଂଯୋଜକ ମାନଙ୍କୁ ଦରମା ମିଳି ନାହିଁ । ବର୍ଷସାରା ବିଦ୍ୟାଳୟର ସମସ୍ତ କାର୍ଯ୍ୟ କରିବା ସତ୍ୱେ ମାଟ୍ରିକ ପରୀକ୍ଷାରେ ସଂଯୋଜକ ମାନଙ୍କୁ ଦାୟିତ୍ୱ ନଦେବା, ସଂଯୋଜକ ମାନଙ୍କୁ ଏପର୍ଯ୍ୟନ୍ତ ସ୍ଥାୟୀ ସ୍ୱୀକୃତି ନମିଳିବା…

"ଯାଜପୁର ଜିଲ୍ଲା କମ୍ପୁଟର ସଂଯୋଜକ ସଂଘର ବୈଠକ"

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଛତିଆ ଆର.ଆଇ

ଯାଜପୁର ୨୪-୨ (ଓଡିଆ ପୁଅ/ମାନସ ରାଉତ):- ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଦର୍ପଣ ତହସିଲ ଅନ୍ତର୍ଗତ ଛତିଆ ରାଜସ୍ୱ ନିରୀକ୍ଷକ ସ୍ମିତାରାଣୀ ମହାନ୍ତି ଶନିବାର ଏକ ଏନଜିଓ ସଂସ୍ଥାରୁ ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାଯାଇଛି। ଛତିଆ ଅଞ୍ଚଳର ଜମିଜମା ରିପୋର୍ଟ ପ୍ରଦାନ କରିବା ପାଇଁ ଏକ ଏନଜିଓ ସଂସ୍ଥାକୁ ବାରମ୍ବାର ହଇରାଣ କରିବା ପରେ ଲାଞ୍ଚ ନଦେଲେ ରିପୋର୍ଟ ଦିଆଯାଇପାରିବ ନାହିଁ ବୋଲି ଇଂଗିତ ଦେଇଥିଲେ। ଏହା ଜାଣିବା ପରେ ସଂପୃକ୍ତ ଏନଜିଓ ସଂସ୍ଥା ପକ୍ଷରୁ କଟକ ଭିଜିଲାନ୍ସ ଅଧିକାରୀଙ୍କୁ ଅବଗତ କରିଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଶନିବାର ପ୍ରାୟ ଦିନ ୧୨ଟା ସମୟରେ କଟକ ଭିଜିଲାନ୍ସ ବିଭାଗ…

"ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଛତିଆ ଆର.ଆଇ"

ଛତିଆ ପୁସ୍ତକ ମେଳାର ତୃତୀୟ ସଂଧ୍ୟାରେ ଆଲୋଚନା ଚକ୍ର

ଯାଜପୁର,(ଓଡିଆପୁଅ/ମାନସ ରାଉତ)-ଛତିଆ ରାଜଦୋଳ ମେଳନ କମିଟି ପକ୍ଷରୁ ଅନୁଷ୍ଠିତ ପୁସ୍ତକ ମେଳାର ତୃତୀୟ ସଂଧ୍ୟାରେ ‘ ଗଣତନ୍ତ୍ରରେ ନାରୀର ଭୂମିକା’ ଶିର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରିତିରଞ୍ଜନ ନାଥଙ୍କ ସଭାପତିତ୍ୱ ଏବଂ ଦିପକ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ସରପଞ୍ଚ ମିନାକ୍ଷୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଜିର ସଭାଜରେ ନାରୀମାନଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ଏବଂ ଏହାକୁ ଆଧାର କରି ପ୍ରତ୍ୟକ ନାରୀ ଇଚ୍ଛାଶକ୍ତି ଓ ପ୍ରତିବ୍ରତା ବଳରେ ଶିର୍ଷସ୍ଥାନରେ ପହଞ୍ଚିପାରିବ ବୋଲି ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରିୟନାଥ ପୃଷଷ୍ଟି, ସରପଞ୍ଚ ନୟନା ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନାଚକ୍ରରେ ସ୍ଥାନୀୟଅଞ୍ଚଳର…

"ଛତିଆ ପୁସ୍ତକ ମେଳାର ତୃତୀୟ ସଂଧ୍ୟାରେ ଆଲୋଚନା ଚକ୍ର"

ବାଙ୍ଗାଲୋରରେ ଓଡିଆ ଯୁବକର ସନ୍ଦେହଜନକ ମୃତ

ଯାଜପୁର, ୨୪-୨ (ଓଡିଆ ପୁଅ/ମାନସ ରାଉତ)-କୌଣସି କାରଣରୁ ବାଙ୍ଗାଲୋରରେ ଓଡିଆ ଯୁବକର ସନ୍ଦେହଜନକ ମୃତ୍ୟୁ ହେବାର ୪ ଦିନପରେ ମୃତଦେହ ନିଜ ଘରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ପାଲଟିଥିବା ଯାଜପୁର ଜିଲା ବଡଚଣା ବ୍ଳକ ବନ୍ତଳା ପଞ୍ଚାୟତ ଠେଙ୍ଗଡ ଗ୍ରାମର କ୍ଷୀରୋଦ ମହାରଣାଙ୍କ ପୁଅ ମାନସ(୨୫) ୪/୫ ବର୍ଷ ହେବ ବାଙ୍ଗାଲୋରର, କ ଘରୋଇ କମ୍ପାନୀରେ କାମ କରୁଥିଲା। ହଠାତ ମଙ୍ଗଳବାର ସକାଳେ ମାନସଙ୍କ ପରିବାରଙ୍କୁ କବର ମିଳିଲା କି ତୁମ ପୁଅ ଏକ ଦୁର୍ଘଟଣାରେ ଗୁରୁତର ହୋଇପଡିଛି, ପରେ ପରିବାର ଲୋକେ ଖବରପାଇ ତରବରିଆ ଭାବେ ବିମାନ ଯୋଗେ ବାଙ୍ଗାଲୋର ପହଞ୍ଚିଥିଲେ। ବାଙ୍ଗାଲୋର ଏକ ହୋଟେଲରେ ମାନସର ମୃତଦେହ ପୁଲିସ ଜବତ…

"ବାଙ୍ଗାଲୋରରେ ଓଡିଆ ଯୁବକର ସନ୍ଦେହଜନକ ମୃତ"

ବଡଚଣାର ୧୮ଟି କେନ୍ଦ୍ରରେ ୩୯୧୫ ଜଣ ଦେବେ ମାଟ୍ରିକ ପରିକ୍ଷା

ଯାଜପୁର,୨୨.୨(ଓଡିଆପୁଅ/ଏମ୍ ରାଉତ):-ବଡଚଣା ଶିକ୍ଷା ମଣ୍ଡଳ ଅଧିନରେ ଥିବା ବିଦ୍ୟାଳୟ ଗୁଡିକ ମଧ୍ୟରୁ ୧୮ଟି ବିଦ୍ୟାଳୟକୁ ପରିକ୍ଷା କେନ୍ଦ୍ର ଭାବେ ନିଆଯାଇ ୩୯୧୫ଜଣ ପରିକ୍ଷାର୍ଥୀ ଆଜି ଠାରୁ ପରିକ୍ଷା ଦେବେ ବୋଲି ଜଣାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରି·ଳିତ ଚଳିତ ବର୍ଷ ପାଇଁ ବଡଚଣା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନିୟମିତ ପରିକ୍ଷାର୍ଥୀ ୩୬୩୪,ମଧ୍ୟମା ୪୭,ଏକ୍ସ ରେଗୁଲାର ୨୩୪ଜଣ ପରିକ୍ଷାର୍ଥୀ ପରିକ୍ଷା ଦେବେ । ବଡଚଣାର ସର୍ବ ପୁରାତନ ମହାବିନାୟକ ବିଦ୍ୟାୟନକୁ ନୋଡାଲ ସେଣ୍ଟର କରାଯାଇ ପ୍ରଶ୍ନପତ୍ର ଓ ପରିକ୍ଷା ଖାତା ରଖାଯାଇ ବିଭିନ୍ନ ପରିକ୍ଷା କେନ୍ଦ୍ର ପଠାଯିବାର ବ୍ୟବସ୍ଥା କରାଯାଇଛି । କଡା ସୁରକ୍ଷା ମଧ୍ୟରେ ଖାତା ଓ ପ୍ରଶ୍ନପତ୍ରକୁ ରଖାଯାଇ ଜଣେ…

"ବଡଚଣାର ୧୮ଟି କେନ୍ଦ୍ରରେ ୩୯୧୫ ଜଣ ଦେବେ ମାଟ୍ରିକ ପରିକ୍ଷା"

ଅଗ୍ନିକାଣ୍ଡରେ ପୋଡିଗଲା ଧାନଗଦା

ଯାଜପୁର,୨୨.୨(ଓଡିଆପୁଅ/ଏମ୍ ରାଉତ):ଦର୍ପଣ ତହସିଲ ଅଧିନସ୍ଥ ଠେଙ୍ଗଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ଦାନଗଦା ପୋଡି ପାଉଁଶ ହୋଇଯାଇଛି । ଉକ୍ତ ଗାଁର ରନôାକର ପ୍ରତାପ ଓ ଅଜୟକୁମାର ପ୍ରତାପ ରାତିରେ ଶୋଇଥିବାବେଳେ ହଠାତ ଆକସ୍ମିକ ଅଗ୍ନିକାଣ୍ଡଘଟି ଦୁଇଟି ଧାନ ଗଦା ସହ ବାଡିରେ ଥିବା ଧାନ ପୋଡି ପାଉଁଶ ହୋଇଯାଇଛି । ନିଆଁଲାଗିଥିବା ଜାଣିବା ପରେ ଚଣ୍ଡିଖୋଲ ଦମକଳ ବାହିନିକୁ ଖବର ଦିଆଯାଇଥିଲା, କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଦୁଇ ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଗରିବ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସରପଞ୍ଚ ମିନାକ୍ଷୀ ମିଶ୍ର ଓ ସମିତି…

"ଅଗ୍ନିକାଣ୍ଡରେ ପୋଡିଗଲା ଧାନଗଦା"

ବଡଚଣା ବିଜେଡିରେ ଗୋଷ୍ଠି କନ୍ଦଳ: ଭିର୍ତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ଦୁବୃର୍ତ୍ତ ଭାଙ୍ଗିଲେ ଫଳକ

ଯାଜପୁର,୨୨.୨(ଓଡିଆପୁଅ/ଏମ୍ ରାଉତ):ବଡଚଣା ବ୍ଲକ ଅଞ୍ଚଳରେ ବଡଚଣା ବିଧାୟକ ଦୁଇଟି ନାଳରେ ଆଡିବନ୍ଧ ଶୁଭାରମ୍ଭ କରିବା ପୂର୍ବରୁ ଦୁବୃର୍ତ୍ତ ଫଳକ ଭାଙ୍ଗିଦେଇଥିବା ସୂଚନା ମିଳିଛି । ସ୍ଥାନ ନିରୂପଣକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଥିବା ମତାନ୍ତର ଏହି ଫଳକ ଭଙ୍ଗା ହୋଇଥିବା ଶୁଣିବାକୁ ମିଳୁଛି । ଯାହା ବଡଚଣା ବିଜେଡି ତିନି ଭାଗରେ ବିଭକ୍ତ ହୋଇଥିବା ଆଲୋଚନାର ବିଷୟ ପାଲଟିଛି । ବିଜେଡିର ଗୋଟି ମଙ୍ଗ ବାଲିଚନ୍ଦ୍ରପୁର ଅଞ୍ଚଳରେ ଥିବା ବେଳେ ଆଉ ଗୋଟିଏ ମଙ୍ଗ ଛତିଆ ଅଞ୍ଚଳରେ ବୋଲି ଆଲୋଚନା ଜୋର ଧରିଛି । ଆଉ ଗୋଟିଏ ଗୋଷ୍ଠି ବିଧାୟକଙ୍କ ।ପଖରେ ଅଛି ବୋଲି ଦଳୀୟ କିଛି ନାମ ଗୋପନ ରଖି ପ୍ରକାଶ…

"ବଡଚଣା ବିଜେଡିରେ ଗୋଷ୍ଠି କନ୍ଦଳ: ଭିର୍ତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ଦୁବୃର୍ତ୍ତ ଭାଙ୍ଗିଲେ ଫଳକ"

ଶୁକଦେଇପୁରରେ ହରିହର ମିଳନ ଉଦଯାପିତ

ଯାଜପୁର,୨୨.୨(ଓଡିଆପୁଅ/ଏମ୍ ରାଉତ):ବଡଚଣା ବ୍ଲକ ଅନ୍ତର୍ଗତ ନେଳିଆ ପଞ୍ଚାୟତର ଶୁକଦେଇପୁର ଗ୍ରାମର ବସନ୍ତ ମଙ୍ଗଳା ପୀଠରେ ଦିର୍ଘ ୫୦ବର୍ଷରୁ ଉର୍ଦ୍ଧ ସମୟ ଧରି ପାଳନ ହୋଇ ଆସୁଥିବା ହରିହର ମିଳନ ଉସôବ ଗୁରୁବାର ଉଦଯାପିତ ହୋଇଯାଇଛି । ସାତଦିନ ଧରି ·ଲିଥିବା ଏହି ମିଳନ ଉସôବରେ କର୍ତ୍ତାଭାବେ ଭିମସେନ ରାଉତ ଓ ଉପକର୍ତ୍ତା ଲକ୍ଷ୍ମୀଧର ରାଉତ ଏବଂ ଗୟାଧର ରାଉତଙ୍କ ତତ୍ୱାବଧାନରେ ପଣ୍ଡିତ ମୋହନ ତ୍ରୀପାଠୀ,ସୁରେନ୍ଦ୍ର ପାଢୀଙ୍କ ଦ୍ୱାରା ଯଥାରୀତି ପୂଜାକାର୍ଯ୍ୟ କରାଯାଇଥିଲା । ବିଭିନ୍ନ ଦେବତାଙ୍କର ମୃଣ୍ମୟୀ ମୂର୍ତ୍ତିକୁ ସୁସଜ୍ଜିତ ମଣ୍ଡପରେ ପୂଜା କରାଯାଇଥାଏ । ମୁଖ୍ୟ ଆୟୋଜକ କୈଳାସ ରାଉତ,ଚିତ୍ତରଂଜନ ରାଉତ,ପବିତ୍ର ରାଉତ,ପଦନ ରାଉତ ଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।…

"ଶୁକଦେଇପୁରରେ ହରିହର ମିଳନ ଉଦଯାପିତ"

ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉସôବ

ଯାଜପୁର,୨୨.୨(ଓଡିଆପୁଅ/ଏମ୍ ରାଉତ): ବଡଚଣା ବ୍ଲକର ସୁଙ୍ଗୁଡା ଗ୍ରାମରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୭ମ ବାର୍ଷିକ ଉସôବ ସଭାପତି ସମରେନ୍ଦ୍ର ମାହାଲାଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ତଥା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦିପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସୁଙ୍ଗୁଡା ସରପଞ୍ଚ ଚାଚାଲିନ ସ୍ୱାଇଁ ଯୋଗଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ସଂନ୍ଧ୍ୟାରାଣୀ ବ୍ରହ୍ମ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ସାମ୍ବାଦିକ ବିମଳ ପତିଙ୍କ ଦ୍ୱାରା କବିତା ପାଠସôବ ହେବା ପରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ…

"ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉସôବ"