ଲଥାଙ୍ଗ ସତସଙ୍ଗ କେନ୍ଦ୍ରରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୦ତମ ଆର୍ବିଭାବ ମହୋତ୍ସବ

ତିର୍ତ୍ତୋଲ ୧୧/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗରେଇ ପଚାଂୟତର ଲଥାଙ୍ଗ ସତସଙ୍ଗ କେନ୍ଦ୍ର ପକ୍ଷରୁ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର୍ ୧୩୦ତମ ଆର୍ବିଭାବ ମହୋତ୍ସବ ଶନିବାର ସାରାଦିବସ ବ୍ୟାପି ପାଳିତ ହୋଇଯାଇଛି। ବ୍ରହ୍ମ ମୁହୁର୍ତରେ ବେଦ ମାଙ୍ଗଳିକ ଓ ନହବତ, ପ୍ରତ୍ୟୁଷରୁ ଉଷାକୀର୍ତନ, ସମବେତ ବିନତୀ ପ୍ରାର୍ଥନା, ପ୍ରଣାମ ଏବଂ ଧର୍ମଗ୍ରନ୍ଥ ପାଠ, ସକାଳ ୭ଟାରେ ତିର୍ତୋଲ ବିଡିଓ ରଂଜନ କୁମାର ପରିଡାଙ୍କ ଦ୍ୱାରା ସ୍ୱସ୍ତି ଠାକୁରଙ୍କ ସୁସଜ୍ଜିତ ପ୍ରତିକୃତି ଶୋଭାଯାତ୍ରା ଓ ନଗର କୀର୍ତନ, ଅପରାହ୍ନ ୨ ଘଟିକାରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା କିଶୋର ସତସଙ୍ଗରେ ବିଣାପାଠ, କୀର୍ତନ, ଭଜନ ଓ ଆଲୋଚନା ହୋଇଥିଲା। ଅପରାହ୍ନ…

"ଲଥାଙ୍ଗ ସତସଙ୍ଗ କେନ୍ଦ୍ରରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୦ତମ ଆର୍ବିଭାବ ମହୋତ୍ସବ"

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

ତିର୍ତ୍ତୋଲ ୧୧/୦୨- – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାତରେ ଥିବ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଛି। ସଂଘର ବୈଠକ ଏହି ପଞ୍ଚାୟତ ଅଧିନସ୍ଥ ସୁଜାଉଦ୍ଦିନନଗରପାଟଣା ଠାରେ ଥିବା ମା’ ନାରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ମଣିଜଙ୍ଗା ଗ୍ରାମପଞ୍ଚାୟତ ଅବସରପ୍ରାପ୍ତ କର୍ମଚାରୀ ସଂଘ ନାମରେ ଗଢିଉଠିଥିବା ଏହି ସଂଘରେ ୬୦ରୁ ଉର୍ଦ୍ଦ ସଭ୍ୟ ରହିଛନ୍ତି। ଆଗାମୀ ଦିନରେ ସଂଘ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସାମାଜିକ, ସେବାମୂଳକ କାର୍ଯ୍ୟ ଓ ସଚେତନାତା ମୂଳକ କାର୍ଯ୍ୟକ୍ରମ ହେବବୋଲି ସଂଘ ବୈଠକରେ ସ୍ଥିର କରାଯାଇଥିଲା। ଏଥିରେ ଶିକ୍ଷାବିତ୍ ମହେଶ୍ୱର ଦାସ, ଦିନବନ୍ଧୁ ବେହେରା, ଅଭୟ କୁମାର ସ୍ୱାଇଁ, ଅକ୍ଷୟ କୁମାର ସାହୁ, କୃଷ୍ଣଚନ୍ଦ୍ର…

"ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ"

ସରପଞ୍ଚ ଫେରାଇଲେ ମନିପର୍ସ

ତିର୍ତ୍ତୋଲ ୧୧/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ଧରଣୀଛକ ଠାରେ ଏକ ମନିପର୍ସ ପଡ଼ିଥିବା ସ୍ଥାନୀୟ ସରପଞ୍ଚ ମନୋଜ କୁମାର ବେହେରା ପାଇଥିଲେ। ମନିପର୍ସ ଭିତରେ ୩ହଜାର ୭ଶହ ଟଙ୍କା, ଏକ ଭୋଟର ଆଇଡ଼ି କାର୍ଡ଼, ଡ଼୍ରାଇଭିଂ ଲାଇସେନ୍ସ୍, ଷ୍ଟେଟ୍ ବ୍ୟାଙ୍କର ଏଟିଏମ କାର୍ଡ଼ ଥିଲା। ମନିପର୍ସଟି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପାଖଡ଼ ପଞ୍ଚାୟତ ପାଖଡ଼ ଗ୍ରାମର ମୁରଲୀଧର ସାହୁଙ୍କ ପୁତ୍ର ରାହୁଲ କୁମାର ସାହୁଙ୍କର ବୋଲି ଜାଣିଲା ପରେ ସରପଞ୍ଚ ଶ୍ରୀଯୁକ୍ତ ବେହେରା ଉକ୍ତ ଯୁବକଙ୍କ ସମ୍ପର୍କୀୟଙ୍କୁ ଫୋନଯୋଗେ ଯୋଗାଯୋଗ କରି ରାହୁଲଙ୍କୁ ତାଙ୍କର ଆଧାର ପ୍ରମାଣପତ୍ର ଦେଖିଲାପରେ ମନିପର୍ସ ସମେତ ସମସ୍ତ ଟଙ୍କା ଓ…

"ସରପଞ୍ଚ ଫେରାଇଲେ ମନିପର୍ସ"

ଲଥାଙ୍ଗ ସତସଙ୍ଗ କେନ୍ଦ୍ରରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୦ତମ ଆର୍ବିଭାବ ମହୋତ୍ସବ

ତିର୍ତ୍ତୋଲ ୧୧/୦୨- (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗରେଇ ପଚାଂୟତର ଲଥାଙ୍ଗ ସତସଙ୍ଗ କେନ୍ଦ୍ର ପକ୍ଷରୁ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର୍ ୧୩୦ତମ ଆର୍ବିଭାବ ମହୋତ୍ସବ ଶନିବାର ସାରାଦିବସ ବ୍ୟାପି ପାଳିତ ହୋଇଯାଇଛି। ବ୍ରହ୍ମ ମୁହୁର୍ତରେ ବେଦ ମାଙ୍ଗଳିକ ଓ ନହବତ, ପ୍ରତ୍ୟୁଷରୁ ଉଷାକୀର୍ତନ, ସମବେତ ବିନତୀ ପ୍ରାର୍ଥନା, ପ୍ରଣାମ ଏବଂ ଧର୍ମଗ୍ରନ୍ଥ ପାଠ, ସକାଳ ୭ଟାରେ ତିର୍ତୋଲ ବିଡିଓ ରଂଜନ କୁମାର ପରିଡାଙ୍କ ଦ୍ୱାରା ସ୍ୱସ୍ତି ଠାକୁରଙ୍କ ସୁସଜ୍ଜିତ ପ୍ରତିକୃତି ଶୋଭାଯାତ୍ରା ଓ ନଗର କୀର୍ତନ, ଅପରାହ୍ନ ୨ ଘଟିକାରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା କିଶୋର ସତସଙ୍ଗରେ ବିଣାପାଠ, କୀର୍ତନ, ଭଜନ ଓ ଆଲୋଚନା ହୋଇଥିଲା। ଅପରାହ୍ନ…

"ଲଥାଙ୍ଗ ସତସଙ୍ଗ କେନ୍ଦ୍ରରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୦ତମ ଆର୍ବିଭାବ ମହୋତ୍ସବ"

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

ତିର୍ତ୍ତୋଲ ୧୧/୦୨- (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାତରେ ଥିବ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଛି। ସଂଘର ବୈଠକ ଏହି ପଞ୍ଚାୟତ ଅଧିନସ୍ଥ ସୁଜାଉଦ୍ଦିନନଗରପାଟଣା ଠାରେ ଥିବା ମା’ ନାରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ମଣିଜଙ୍ଗା ଗ୍ରାମପଞ୍ଚାୟତ ଅବସରପ୍ରାପ୍ତ କର୍ମଚାରୀ ସଂଘ ନାମରେ ଗଢିଉଠିଥିବା ଏହି ସଂଘରେ ୬୦ରୁ ଉର୍ଦ୍ଦ ସଭ୍ୟ ରହିଛନ୍ତି। ଆଗାମୀ ଦିନରେ ସଂଘ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସାମାଜିକ, ସେବାମୂଳକ କାର୍ଯ୍ୟ ଓ ସଚେତନାତା ମୂଳକ କାର୍ଯ୍ୟକ୍ରମ ହେବବୋଲି ସଂଘ ବୈଠକରେ ସ୍ଥିର କରାଯାଇଥିଲା। ଏଥିରେ ଶିକ୍ଷାବିତ୍ ମହେଶ୍ୱର ଦାସ, ଦିନବନ୍ଧୁ ବେହେରା, ଅଭୟ କୁମାର ସ୍ୱାଇଁ, ଅକ୍ଷୟ କୁମାର…

"ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ"

ସରପଞ୍ଚ ଫେରାଇଲେ ମନିପର୍ସ

ତିର୍ତ୍ତୋଲ ୧୧/୦୨(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ଧରଣୀଛକ ଠାରେ ଏକ ମନିପର୍ସ ପଡ଼ିଥିବା ସ୍ଥାନୀୟ ସରପଞ୍ଚ ମନୋଜ କୁମାର ବେହେରା ପାଇଥିଲେ। ମନିପର୍ସ ଭିତରେ ୩ହଜାର ୭ଶହ ଟଙ୍କା, ଏକ ଭୋଟର ଆଇଡ଼ି କାର୍ଡ଼, ଡ଼୍ରାଇଭିଂ ଲାଇସେନ୍ସ୍, ଷ୍ଟେଟ୍ ବ୍ୟାଙ୍କର ଏଟିଏମ କାର୍ଡ଼ ଥିଲା। ମନିପର୍ସଟି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପାଖଡ଼ ପଞ୍ଚାୟତ ପାଖଡ଼ ଗ୍ରାମର ମୁରଲୀଧର ସାହୁଙ୍କ ପୁତ୍ର ରାହୁଲ କୁମାର ସାହୁଙ୍କର ବୋଲି ଜାଣିଲା ପରେ ସରପଞ୍ଚ ଶ୍ରୀଯୁକ୍ତ ବେହେରା ଉକ୍ତ ଯୁବକଙ୍କ ସମ୍ପର୍କୀୟଙ୍କୁ ଫୋନଯୋଗେ ଯୋଗାଯୋଗ କରି ରାହୁଲଙ୍କୁ ତାଙ୍କର ଆଧାର ପ୍ରମାଣପତ୍ର ଦେଖିଲାପରେ ମନିପର୍ସ ସମେତ ସମସ୍ତ ଟଙ୍କା ଓ କାଗଜପତ୍ର ଫେରାଇଦେଇଥିଲେ।…

"ସରପଞ୍ଚ ଫେରାଇଲେ ମନିପର୍ସ"

ପାରାଦୀପ ବନ୍ଦରର ପଣ୍ୟ କାରବାରରେ ୧୬.୦୧% ବୃଦ୍ଧି

– ୨୦୧୭ ଏପ୍ରିଲରୁ ୨୦୧୮ ଜାନୁଆରୀ ମଧ୍ୟରେ ବୃହତ ବନ୍ଦରଗୁଡ଼ିକର ଅଭିବୃଦ୍ଧି ୪.୫୮% ନୂଆଦିଲ୍ଲୀ ୭-୨ (ଓଡ଼ିଆ ପୁଅ) ୨୦୧୭ ଏପ୍ରିଲ ମାସରୁ ୨୦୧୮ ଜାନୁଆରୀ ମଧ୍ୟରେ ଦେଶର ବୃହତ ବନ୍ଦରଗୁଡ଼ିକ ମିଳିତ ଭାବେ ୫୬୦.୯୭ ନିୟୁତ ଟନ ପଣ୍ୟ ପରିବହନ ପରିଚାଳନା କରି ୪.୫୮% ଅଭିବୃଦ୍ଧି ହାସଲ କରିଛନ୍ତି। ଗତ ବର୍ଷ ଏହି ଅବଧିରେ ବନ୍ଦରଗୁଡ଼ିକ ୫୩୬.୪୧ ନିୟୁତ ଟନ ପଣ୍ୟ ପରିବହନ କରିଥିଲେ। ୨୦୧୭ ଏପ୍ରିଲରୁ ୨୦୧୮ ଜାନୁଆରୀ ମଧ୍ୟରେ କୋଲକାତା (ହଳଦିଆ ସମେତ), ପାରାଦୀପ, ବିଶାଖାପଟ୍ଟନମ୍, ଚେନ୍ନାଇ, କୋଚିନ୍, ନ୍ୟୁମାଙ୍ଗାଲୋର, ଜେଏନପିଟି ଏବଂ ଦୀନଦୟାଲ ଆଦି ୮ଟି ବନ୍ଦର ଜାହାଜ ଚଳାଚଳ କ୍ଷେତ୍ରରେ ସକରାତ୍ମକ ଅଭିବୃଦ୍ଧି ହାସଲ କରିଛନ୍ତି। -ସବୁଠାରୁ ଅଧିକ…

"ପାରାଦୀପ ବନ୍ଦରର ପଣ୍ୟ କାରବାରରେ ୧୬.୦୧% ବୃଦ୍ଧି"

କନିମୂଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ନୂତନ ଡ଼ାକ୍ତରଙ୍କ ଯୋଗଦାନ

ତିର୍ତ୍ତୋଲ୦୪/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ) -ଦୀର୍ଘଦିନ ଧରି କନିମୂଳ ପ୍ରାଥମିକ ଚିକିତ୍ସାଳୟରେ ଡ଼ାକ୍ତର ନଥିବାବେଳେ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇବାପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଦୀର୍ଘ ଦିନର ଦାବି ଓ ସାଧାରଣ ଲୋକଙ୍କର ଅସୁବିଧାକୁ ଉପଲବ୍ଧକରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ଅମରେଶ ଚନ୍ଦ୍ର ମହାପାତ୍ରଙ୍କୁ କନିମୂଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ନିଯୁକ୍ତି ଦେଇଛନ୍ତି। ନୂତନ ଡ଼ାକ୍ତରଙ୍କ ନିଯିକ୍ତିକୁ ନେଇ ସ୍ଥାନୀୟ ସରପଞ୍ଚ ବେଦଦ୍ୟୁତି ପୃଷ୍ଟିଙ୍କ ସମେତ ଅଞ୍ଚଳବାସୀ ଡ଼ାକ୍ତର ମହାପାତ୍ରଙ୍କୁ ସ୍ୱାଗତ କରିବା ସହିତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

"କନିମୂଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ନୂତନ ଡ଼ାକ୍ତରଙ୍କ ଯୋଗଦାନ"

ସତ୍ୟନାରାୟଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ : ହଳଦିଆ ଚମ୍ପୀଆନ

ତିର୍ତ୍ତୋଲ୦୪/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ଛତ୍ରମଠ ଖେଳପଡ଼ିଆରେ ସତ୍ୟନାରାୟଣ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଆଜି ଉଯାପନ ହୋଇଯାଇଛି। ଏଥିରେ ୮ଗୋଟି ଦଳ ଭାଗନେଇଥିବାବେଳେ ଫାଇନାଲ ଖେଳଟି ହଳଦିଆ କ୍ରିକେଟ ଟିମ୍ ଏବଂ ଗରାମ କ୍ରିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ହଳଦିଆ ଟସ ଜିତି ୨୦ ଓଭରରେ ୯ ୱିକେଟ୍ ହରାଇ ୨୦୨ ରନ ସହଗ୍ରହକରିଥିବାବେଳେ ଗରାମ ୧୫ ଓଭର ଖେଳି ସମସ୍ତ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହକରି ପରାଜୟ ବରଣ କରିଥିଲା। ବିଜେତା ଦଳର ଶୁସାନ୍ତ ମହାନ୍ତି ୬ ୱିକେଟ୍ ଅକ୍ତିଆର କରି ମ୍ୟାନ ଅଫଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି…

"ସତ୍ୟନାରାୟଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ : ହଳଦିଆ ଚମ୍ପୀଆନ"

ତିର୍ତ୍ତୋଲରେ ନୂତନ କୋର୍ଟସ୍ଥାପନପାଇଁ ଭିତ୍ତିଭୂମିର ଅନୂଧ୍ୟାନ କଲେ ଜିଲ୍ଲା ଜଜ୍

ତିର୍ତ୍ତୋଲ୦୪/୦୨ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକରେ ନୂତନ କୋର୍ଟ ସ୍ଥାପନପାଇଁ ଆଜି ଜଗତସିଂହପୁର ଜିଲ୍ଲା ଦୌରା ଜଜ୍ ରବି ନାରାୟଣ ମିଶ୍ର, ଏଡ଼ିଜେ ଦିଗାମ୍ବର ପ୍ରଧାନ, ରେଜିଷ୍ଟାର ପ୍ରଦୀପ୍ତ କିଶୋର ପ୍ରଧାନ, ବରିଷ୍ଟ କିରାଣୀ ଅନିରୁଧ ଚୌଧୁରୀ ପ୍ରମୁଖ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ତିର୍ତ୍ତୋଲ ବାର ଆସୋସିଏସନର ସମ୍ପାଦକ ସରୋଜ କୁମାର ପାଣୀଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇଥିଲେ। ଖୁବ୍ ଶୀଘ୍ର ନୂତନ କୋର୍ଟ କାର୍ଯ୍ୟକାରୀ ହେବବୋଲି ଜିଲ୍ଲା ଜଜ୍ ପ୍ରକାଶ କରିଥିଲେ।

"ତିର୍ତ୍ତୋଲରେ ନୂତନ କୋର୍ଟସ୍ଥାପନପାଇଁ ଭିତ୍ତିଭୂମିର ଅନୂଧ୍ୟାନ କଲେ ଜିଲ୍ଲା ଜଜ୍"