ପାଣି ପଂଚାୟତ ସଚେତନତା ରଥ ଶୁଭାରମ୍ଭ

ଦେବଗଡ, ୨୦-୧ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଜାନୁୟାରୀ ୧୬ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପାଣି ପଂଚାୟତ ପକ୍ଷ ପାଳନ କରାଯିବା ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପାଠୀ ପାଣି ପଂଚାୟତ ସଚେତନତା ରଥ ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ଇଂ. ଋବିନ୍ଦ୍ର କୁମାର ମେହେତୋ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ ଇଂ. ଘନଶ୍ୟାମ ଦ୍ୱିବେଦୀ, ଗୋହିରା ପାଣି ପଂଚାୟତର ଶୀର୍ଷ କମିଟୀର ସଭାପତି ପଶ୍ୱୁର୍ରାମ ଗଡନାୟକ ଏବଂ ବିଭାଗୀୟ କର୍ମକର୍ତାମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ…

"ପାଣି ପଂଚାୟତ ସଚେତନତା ରଥ ଶୁଭାରମ୍ଭ"

ଆସନ୍ତା ଫେବୃୟାରୀ ୧୬ ତାରିଖଠାରୁ ଉତ୍ସବ ପ୍ରଧାନପାଟ-୨୦୧୮

ଦେବଗଡ, ୨୦-୧ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଦେବଗଡ ଜିଲ୍ଲାସ୍ତରୀୟ ମହୋତ୍ସବ “ଉତ୍ସବ ପ୍ରଧାନପାଟ-୨୦୧୮” ଆସନ୍ତା ଫେବୃୟାରୀ ୧୬ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକର ନିଷ୍ପତି ଅନୁଯାୟୀ ଫେବୃୟାରୀ ୧୬ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଉତ୍ସବ ପ୍ରଧାନପାଟ ଏବଂ ୨୦ ତାରିଖ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା ଓ ଉନ୍ନୟନ ପ୍ରଦର୍ଶନୀ ଆୟୋଜନ କରାଯିବ। ଏହି ଉତ୍ସବର ସଫଳ ଆୟୋଜନ ନିମନ୍ତେ ବିଭିନ୍ନ ଉପକମିଟୀ ଗଠନ କରାଯାଇ ଭିନ୍ନ ଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଦାୟୀତ୍ୱ ଅର୍ପଣ କରାଯାଇଛି ଏବଂ ଉପକମିଟୀମାନଙ୍କୁ ନିଜ ନିଜ ସ୍ତରରେ କମିଟୀର ବୈଠକ…

"ଆସନ୍ତା ଫେବୃୟାରୀ ୧୬ ତାରିଖଠାରୁ ଉତ୍ସବ ପ୍ରଧାନପାଟ-୨୦୧୮"