ଶୀତଳଷଷ୍ଠି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ ୭ ଜୁନ୍ (ଓଡ଼ିଆ ପୁଅ) ପ୍ରତିବର୍ଷ ପରି ଚଳିତ ବର୍ଷ ଅଠରତମ ଶୀତଳ ଷଷ୍ଠି ଯାତ୍ରା କିପରି ପାଳିତ ହେବ ସେ ନେଇ ହାଟପଦା ସ୍ତିତ ଭାଗବତ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଓ କର୍ମକର୍ତ୍ତା ଚୟନ କରାଯାଇଛି। ବରପିତା ଓ ମତ ରୂପେ ଶିରଭଟା ପଡା ନିବାସୀ ଖଗେଶ୍ୱର ବଗର୍ତ୍ତି ଓ ରୂପେ ବଗର୍ତ୍ତି ଦାଇତ୍ୱ ଗ୍ରହଣ କରିଥିବା ବେଳେ କନ୍ୟାପିତା ରୂପେ ହାଟପଦା ନିବାସୀ ନାରାୟଣ ସାହୁ ଓ ପୁଷ୍ପାଞ୍ଜଳି ସାହୁ ଦାଇତ୍ୱ ଗ୍ରହଣ କରିଛନ୍ତି। ତେବେ ସହର ଏହି ଅଠରତମ ଶୀତଳଷଷ୍ଠି ପାଳନ ନେଇ କିପରି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ଓ ନା ନା ଆକର୍ଷଣୀୟ କାର୍ଯ୍ୟକ୍ରମ ସହ…

"ଶୀତଳଷଷ୍ଠି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ"

ବିଭିନ୍ନ ମାମଲାରେ ଜଡିତ ତିନି ଡକାୟତ ଗିରଫ

ଟିଟିଲାଗଡ଼ ୭ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦୀର୍ଘ ଦିନରୁ ଟିଟିଲାଗଡ ଓ ଆଖ ପାଖ ଥାନା ଅଂଚଳ ଗୁଡିକରେ ଛୋଟ ବଡ ଡକାୟତି କରିଆସୁଥିବା ତିନି ଜଣ ଡକାୟତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛି। ରାହାଜାନି, ଘରୁ ଚୋରି, ଓ ଡ଼କାୟତି କରି ଆସୁଥିବା ତିନି ଜଣ ଡକାୟତଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଅନ୍ୟ ସହଯୋଗୀମାନେ ଫେରାର ଥିବା ଜଣ ଯାଇଛି। ବିଭିନ୍ନ ମାରଣାସ୍ତ୍ର ସହ ନିଶା ସ୍ପ୍ରେ କରି ଅଚେତ କରି ଘରପଶି ଧନ ଲୁଟ କରୁଥିଲେ। ତେବେ ଟିଟିଲାଗଡ ହାଟପଦା ପଡା ଓ ଅନେକ ଘରୁ ଏପରି ଚୋରି ହୋଇଥିବା ବେଳେ ତାର ସୁରାକ ମିଳିପାରିନି। ତେବେ ଏହିପରି…

"ବିଭିନ୍ନ ମାମଲାରେ ଜଡିତ ତିନି ଡକାୟତ ଗିରଫ"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୪ଟି ବ୍ଲକ୍‌ର ୯୭ଟି ପଞ୍ଚାୟତ ପାଇଁ ୨୩.୩୦ କୋଟି ଟଙ୍କାରେ ମଂଜୁର ହେଲା ୧୦୦୨ଟି ପ୍ରକଳ୍ପ

ଭୁବନେଶ୍ୱର ୦୫ ଜୁନ୍ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ, ବଲାଙ୍ଗୀର ଜିଲ୍ଲାର ସଇଁନ୍ତଳା ବ୍ଳକ, ବାଲେଶ୍ବର ଜିଲ୍ଲାର ଖଇରା ବ୍ଲକ ଓ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଂଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ କୁକୁଡାଖଣ୍ଡି ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୧୪୨ଟି ପ୍ରକଳ୍ପ, ସଇଁନ୍ତଳା ବ୍ଳକର ୨୨ଟି ପଞ୍ଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୨୩୩ଟି ପ୍ରକଳ୍ପ, ଖଇରା ବ୍ଲକର ୩୭ଟି ପଞ୍ଚାୟତ ପାଇଁ ୯.୩୬ କୋଟି ଟଙ୍କାରେ ୪୪୬ଟି ପ୍ରକଳ୍ପ ଓ ଦଶମନ୍ତପୁର…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୪ଟି ବ୍ଲକ୍‌ର ୯୭ଟି ପଞ୍ଚାୟତ ପାଇଁ ୨୩.୩୦ କୋଟି ଟଙ୍କାରେ ମଂଜୁର ହେଲା ୧୦୦୨ଟି ପ୍ରକଳ୍ପ"

ପରି ସଚେତନ ରଥ ଟିଟିଲାଗଡ଼ରେ ପହଂଚିବା ନେଇ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼ ୫/୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଶିଶୁ ଯୌନ ନିର୍ଯ୍ୟାତନା ବିରୋଧରେ ଓଡିଶା ପୋଲିସ ଦ୍ୱାରା ରାଜ୍ୟ ବ୍ୟାପି ଅଭିଯାନ ଗତ ଗତ ଅଠେଇଶ ତାରିଖରୁ ଆରମ୍ଭ ହୋଇଯାଇଥିବା ବେଳେ ଟିଟିଲାଗଡ଼ରେ ଉକ୍ତ ସଚେତନ ରଥ ୯ ତାରିଖ ରେ ପହଂଚିବା ନେଇ ଆଜି ଏକ ସମ୍ବିଳନୀରେ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ସରୋଜ ମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଉକ୍ତ ସଚେତନ ରଥ ପହଁଚିବା ଓ ନା ନା କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ ସେ ନେଇ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ସଂଗଠନ, ମହିଳା ମୋର୍ଚା, ସ୍ବେଛାସେବୀ, ବିଭିନ୍ନ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ…

"ପରି ସଚେତନ ରଥ ଟିଟିଲାଗଡ଼ରେ ପହଂଚିବା ନେଇ ପ୍ରସ୍ତୁତି ବୈଠକ"

ଆଜି ଟିଟିଲାଗଡର ତାପମାତ୍ରା ସତ ଚାଳିଶ ଡିଗ୍ରୀ:୭ ଅଂଶୁଘାତର ଶିକାର ଡାକ୍ତରଖାନାରେ ଭର୍ତ୍ତି

ଟିଟିଲାଗଡ ୨୯ ମଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟରେ ସବୁଠାରୁ ଉତପ୍ତ ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡର ତାପମାତ୍ରା ସତ ଚାଳିଶ ଡିଗ୍ରୀରେ ପହଂଚିଛି। ହେଲେ ସରକାରୀ ଭାବେ ଚଉରାଳିଶ ଡିଗ୍ରୀ ବୋଲି ସୂଚନା ଦିଅ ଯାଇଛି ହେଲେ ପରୀତାପର ବିଷୟ ଏହା ଯେ ଏଠାକାର ତାପମାପକ ଯନ୍ତ୍ର ଗତ କିଛି ଦିନ ଧରି ଅଚଳ ହୋଇ ରହିଥିଲା ଯଦ୍ୱାରା ସଠିକ ସୂଚନା ଲୋକେ ଜାଣି ପାରୁ ନ ଥିଲେ ଓ ଘରୋଇ ତାପମାପକ ଯନ୍ତ୍ର ଉପରେ ନିର୍ଭର କରୁଥିଲେ। ବର୍ତମାନ ଯୋଗଦେଇଥିବା ନୂତନ ଉପଜିଲ୍ଲାପାଳ ଏହାକୁ କାର୍ଯ୍ୟକ୍ଷମ କରାଇଛନ୍ତି। ବେସରକାରୀ ଯନ୍ତ୍ରରେ ସତଚାଳିଶ ଡ଼ିଗ୍ରୀ ଦିନ ଦୁଇଟାରେ ଦେଖା ଯାଇଥିବା ବେଳେ ଚଉରାଳିଶ ଡିଗ୍ରୀ…

"ଆଜି ଟିଟିଲାଗଡର ତାପମାତ୍ରା ସତ ଚାଳିଶ ଡିଗ୍ରୀ:୭ ଅଂଶୁଘାତର ଶିକାର ଡାକ୍ତରଖାନାରେ ଭର୍ତ୍ତି"

ଟ୍ରକ ଚକ ତଳେ ଚାପି ହୋଇ ଯୁବକଙ୍କ ଶୋଚନୀୟ ମୃତ୍ୟୁ – ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ

ଟିଟିଲାଗଡ ୨୯ ମଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ହାଟପଦା ପଡା ନିବାସୀ ସୁଶାନ୍ତ ତ୍ରିପାଠୀ ନାମକ ଅଠତିରିଶ ବର୍ଷୀୟ ଯୁବକଙ୍କ ସ୍ଥାନୀୟ ଟିଟିଲାଗଡ ଥାନା ଚକ ଠାରେ ବରଗଡ ଯାଉଥିବା ଏକ ଟ୍ରକର ପଛ ଚକ ତଳେ ଚାପି ହୋଇ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା। ତେବେ ରେଳ ଓଭର ବ୍ରିଜ ବିନା ବାଇପାସ ରେ ନିର୍ମାଣ କରିବା ଓ ହାଟପଦା ରେଳ ଫାଟକ ଯୋଗୁଁ ଟ୍ରାଫିକ ସମସ୍ୟା ରେ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି ଏହି ସୁଶାନ୍ତ ଙ୍କ ଟ୍ରକ ଚକ ରେ ଚାପି ହୋଇ ମୃତ୍ୟୁ ହେବା ପରେ ଜଣ ଅସନ୍ତୋଷ ଉଗ୍ର ରୂପ ଧାରଣ କରିବା ସହ ସ୍ଥାନୀୟ…

"ଟ୍ରକ ଚକ ତଳେ ଚାପି ହୋଇ ଯୁବକଙ୍କ ଶୋଚନୀୟ ମୃତ୍ୟୁ – ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ"

ଋଣ କବଳରେ କବଳିତ ମଣିଷ : ବାଧ୍ୟହୁଏ ଆତ୍ମହତ୍ୟା ପାଇଁ

– ଜଗଦୀଶ ସୁନା ମଣିଷ ବଂଚିବା ସାଙ୍ଗକୁ ପରିବାର ପ୍ରତିପୋଷଣ କରିବା ପାଇଁ ରୋଜଗାର କରିବାକୁ ପଡିଥାଏ ତତ୍ ସଙ୍ଗେ ସଙ୍ଗେ ଅର୍ଥର ନିଅଂଟ ହେଲେ ମଣିଷ କୁ ବାଧ୍ୟ କରାଇଥାଏ ଋଣ ନେବାପାଇଁ। ଋଣ ମହାଜନ ଠାରୁ ହେଉ ବା ଆତ୍ମିୟ ସ୍ୱଜନଙ୍କ ଠାରୁ ହେଉ ସେମାନଙ୍କ ଠାରୁ ନେବାକୁ ପଡିଥାଏ ଋଣ ତା ବଦଳରେ ସତକଡା ତିନି ରୁ ପାଂଚ ଟଙ୍କା ଦେବାକୁପାଡିଥାଏ। ଯଦି ଟଙ୍କା ର ମାତ୍ରା ଉର୍ଦ୍ଧ ହୁଏ ତେବେ ସତକଡା ଏକ ଟଙ୍କା ରୁ ଦୁଇଟଙ୍କା ଦେବାକୁ ପଡିଥାଏ କିନ୍ତୁ ଚାଷୀଋଣ ସବୁଠାରୁ ନିଆରା। ଯାହାକି ଚାଷୀ ଭାଇ ମାନଙ୍କୁ ନେବାକୁପଡିଥାଏ ସ୍ଥାନୀୟ ସେବା ସମବାୟ ବ୍ୟାଙ୍କ କିମ୍ବା…

"ଋଣ କବଳରେ କବଳିତ ମଣିଷ : ବାଧ୍ୟହୁଏ ଆତ୍ମହତ୍ୟା ପାଇଁ"

ଟିଟିଲାଗଡ ଉପଖଣ୍ଡ ଡାକ କର୍ମଚାରୀଙ୍କ ଧାରଣା

ଟିଟିଲାଗଡ ୨୫ ମଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗତ ତିନି ଦିନ ହେବ ଡାକ କର୍ମଚାରୀ ସଂଘ ତରଫରୁ ଅନିର୍ଦିଷ୍ଟ କାଳ ପାଇଁ ସାରା ରାଜ୍ୟ ସଂଘ ଆହ୍ୱାନ କ୍ରମେ ଟିଟିଲାଗଡ ମୁଖ୍ୟ ଡାକ କର୍ମଚାରୀଙ୍କ ଧାରଣା ଆରମ୍ଭ କରାଯାଇଛି। ଯଦ୍ୱାରା ଉପଖଣ୍ଡ ମୁଖ୍ୟ ଡାକଘର ଉପରେ ନିର୍ଭର କରୁଥିବା ଆଖ ପାଖ ଗ୍ରାମାଞ୍ଚଳ ଓ ସ୍ଥାନୀୟ ଅଧିବାସୀ ଅକଥନୀୟ ଦୁର୍ଦଶାର ଶିକାର ହେବା ଦେଖାଯାଉଛି। ତେବେ ଧାରଣା କ୍ରମାଗତ ଭାବେ ଦାବି ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଘ ତରଫରୁ ରାମଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।

"ଟିଟିଲାଗଡ ଉପଖଣ୍ଡ ଡାକ କର୍ମଚାରୀଙ୍କ ଧାରଣା"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୪ଟି ବ୍ଳକ୍‌ର ୧୧୦ଟି ପଞ୍ଚାୟତ ପାଇଁ ୨୭.୫୮ କୋଟି ଟଙ୍କାରେ ମଞ୍ଜୁର ହେଲା ୧୧୨୨ଟି ପ୍ରକଳ୍ପ

ଭୁବନେଶ୍ୱର ୨୫/୫ (ଓଡ଼ିଆ ପୁଅ) ବ୍ଲକ୍ ସ୍ତରରେ ଆରମ୍ଭ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାର ବରଗଡ଼ ବ୍ଲକ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ବ୍ଳକ, ବାଲେଶ୍ବର ଜିଲ୍ଲାର ବାଲେଶ୍ବର ସଦର ବ୍ଲକ ଓ ନୟାଗଡ ଜିଲ୍ଲାର ଖଣ୍ଡପଡା ବ୍ଳକ୍‌ର ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଂଜୁର କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ବରଗଡ ବ୍ଳକ୍‌ର ୨୭ଟି ପଞ୍ଚାୟତ ପାଇଁ ୬.୭୫ କୋଟି ଟଙ୍କାରେ ୨୫୦ଟି ପ୍ରକଳ୍ପ, ଟିଟିଲାଗଡ ବ୍ଳକ୍‌ର ୨୪ଟି ପଞ୍ଚାୟତ ପାଇଁ ୬ କୋଟି ଟଙ୍କାରେ ୨୩୧ଟି ପ୍ରକଳ୍ପ, ବାଲେଶ୍ବର ସଦର ବ୍ଲକ୍‌ର ୩୭ଟି ପଞ୍ଚାୟତ ପାଇଁ ୯.୩୦…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୪ଟି ବ୍ଳକ୍‌ର ୧୧୦ଟି ପଞ୍ଚାୟତ ପାଇଁ ୨୭.୫୮ କୋଟି ଟଙ୍କାରେ ମଞ୍ଜୁର ହେଲା ୧୧୨୨ଟି ପ୍ରକଳ୍ପ"

୧୦୩ କୋଟି ଟଙ୍କା ପ୍ରାରମ୍ଭିକ ବ୍ୟୟ ଅଟକଳରେ ବଲାଙ୍ଗୀର ଠାରେ ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଭର୍ତି କରିବାର କ୍ଷମତା ରହିଥିବା ବେଳେ ସ୍ଥାନୀୟ ଯୁବ ଗୋଷ୍ଠୀ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ – ରାଜ୍ୟରେ ସାଙ୍କେତିକ ଭିତିପ୍ରସ୍ତର ସ୍ଥାପନ ଚାଲିଥିବା ବେଳେ ଏହି ପ୍ରକଳ୍ପ କାମ ଦ୍ରୁତ ବେଗରେ ଆଗାଇ ଧାର୍ଯ୍ୟ ତାରିଖ ପୂର୍ବରୁ ସମାପ୍ତ ହେବ – ମୋଦି ଦାୟିତ୍ୱ ନେଲାବେଳେ ବଲାଙ୍ଗୀର ଜିଲ୍ଲାରେ ୪୦ ହଜାର ଘରେ ଏଲପିଜି ଥିବାବେଳେ ଏବେ ତାହା ୨.୩୧ ଲକ୍ଷ ଘରେ ପହଂଚିସାରିଲାଣି – ଏଲପିଜି ଯୋଗାଣ ତ୍ୱରାନ୍ୱିତ ମାତ୍ର ପକ୍କା ଘର, ବିଜୁଳି, ପାଇଖାନା ଯୋଗାଣ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ହାତରେ ଥିବା କାରଣରୁ ମନ୍ଥର – ସମ୍ମତି…

"୧୦୩ କୋଟି ଟଙ୍କା ପ୍ରାରମ୍ଭିକ ବ୍ୟୟ ଅଟକଳରେ ବଲାଙ୍ଗୀର ଠାରେ ଏଲପିଜି ବଟଲିଂ ପ୍ଲାଂଟର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"