ୱେସ୍କୋର ଚରମ ଅବହେଳା, ତ୍ରୀବ ଜନଅସନ୍ତୋଷ : ଛିଣ୍ଡିଲା ୧୧ କେଭି ବିଦ୍ୟୁତ ତାର, ଲୋକେ ଅଳ୍ପକେ ବର୍ତିଲେ

ରାଉରକେଲା ୦୧/୭(ଓଡ଼ିଆ ପୁଅ/ଶିବରାମ ପାତ୍ର) ସୁନ୍ଦରଗଡ଼ ଜିଲ୍ଲା ସମେତ ରାଉରକେଲାରେ ଦିନକୁ ଦିନ ୱେସ୍କୋର ଅବହେଳା ବଢିବାରେ ଲାଗିଛି। ବିଦ୍ୟୁତ ସେବା ନାମରେ ଏହି କମ୍ପାନୀ ଗ୍ରାହକଙ୍କୁ ଅବହେଳା କରୁଛି ବୋଲି ଗ୍ରାହକ ମାନଙ୍କ ମହଲରୁ ଅଭିଯୋଗ ହୋଇଛି। କେଉଁଠି ବିଦ୍ୟୁତବିଭାଗ ଅବହେଳା ଯୋଗୁ ନିରୀହ ପଶୁଙ୍କର ଜୀବନ ଯାଉଛି ତ ପୁଣି କେଉଁଠାରେ ବଡ଼ ବିପଦ ସମାନାକୁ ମାଡ଼ି ଆସୁଛି। ଏପରି ଏକ ଘଟଣା ଦକ୍ଷିଣ ରାଉରକେଲା ଅଂଚଳରେ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ସାରନଗରୀ ବୋଇତ ବନ୍ଦାଣ ପଡ଼ିଆ ଉପରଦେଇ ଯାଇଥିବା ୧୧ କେଭି ଉଚ୍ଚଶକ୍ତି ସମ୍ପନ୍ନ ତାର ଗୁଡ଼ିକ ମଧ୍ୟରୁ ଗୋଟିଏ ୧୧ କେଭି ବିଦ୍ୟୁତ ତାର ହଠାତ ଛିଣ୍ଡି…

"ୱେସ୍କୋର ଚରମ ଅବହେଳା, ତ୍ରୀବ ଜନଅସନ୍ତୋଷ : ଛିଣ୍ଡିଲା ୧୧ କେଭି ବିଦ୍ୟୁତ ତାର, ଲୋକେ ଅଳ୍ପକେ ବର୍ତିଲେ"

ଲକ୍ଷ୍ମୀଛଡ଼ା ଏଟିଏମ! ଗ୍ରାହକ ଦହଗଂଜ

ରାଉରକେଲା ୦୧/୭(ଓଡ଼ିଆ ପୁଅ/ଶିବରାମ ପାତ୍ର) ଏଟିଏମ ହୋଇ ପଡ଼ିଛି ଲକ୍ଷ୍ମୀଛଡ଼ା! କେବେ ଏଟିଏମ ଗୁଡ଼ିକରୁ ଚିରାନୋଟ ବାହାରୁଛି ତ ପୁଣି କେବେ ଏଟିଏମରେ ଟଙ୍କା ରହୁନାହିଁ। ଟଙ୍କା ଉଠାଣ ପାଇଁ ବଟମ ଟିପିଲେ କେବଳ ରସିଦ ବାହାରୁଛି, ଟଙ୍କାର ନା ଗନ୍ଧ ନାହିଁ ବୋଲି ଗ୍ରାହକ ମହଲରୁ ଅଭିଯୋଗ ହୋଇଛି। ଆଜିର ଡିଜିଟାଲ ଯୁଗରେ ପ୍ରଯୁକ୍ତି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଛି। ଏହାର ସୁଫଳ ପାଉଛନ୍ତି ଜନସାଧାରଣ। ମାତ୍ର ସମୟ ସମୟରେ ବୈଷୟିକ ବ୍ୟବସ୍ଥାରେ ତ୍ରୁଟି ପରିଲିକ୍ଷିତ ଅବା କୃତିମଗତ ଅବହେଳା ଯୋଗୁ ଏହାର ପରିଣାମ ଲୋକଙ୍କୁ ଭୋଗିବାକୁ ପଡୁଛି। ବିଗତ କିଛି ଦିନ ହେଲା ରାଉରକେଲାର ବିଭିନ୍ନ ଜାଗାରେ ଥିବା ଏଟିଏମ କାଉଂଟର…

"ଲକ୍ଷ୍ମୀଛଡ଼ା ଏଟିଏମ! ଗ୍ରାହକ ଦହଗଂଜ"

ବିଭିନ୍ନ ବସ୍ତିରେ ସ୍ୱଚ୍ଛତା ଅଭିଯାନ ଫେଲ ମାରିଛି!

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଗତ ଦୁଇ ଦିନ ତଳେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ମୌସୁମି ଜନିତ ବର୍ଷା ହୋଇଯାଇଛି। ବର୍ଷା ହେବା ଯୋଗୁ ସହରତଳି ଅଂଚଳରେ ଥିବା କିଛି ବସ୍ତି ଜଲାର୍ଣ୍ଣବ ହୋଇଥିଲା। ଆଜି ବର୍ଷା ଛାଡି ଯିବା ପରେ ବସ୍ତି ଅଂଚଳରେ ଡେନ୍ରେଜ ବ୍ୟବସ୍ଥା ନଥିବା କାରଣରୁ ବର୍ଷା ପାଣି ବିଭିନ୍ନ ଜାଗାରେ ଜମି ରହିଛି। ଏବେ ଏହି ପାଣି ପଚି ଯିବା କାରଣରୁ ଦୁର୍ଗନ୍ଧ ବାହାରୁ ଥିବା ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅପରପକ୍ଷରେ ଦୂଷିତ ପାଣି ମଶା, ମାଛିଙ୍କୁ ସହଜରେ ବଂଶ ବିସ୍ତାର କରିବା ଲାଗି ସୁହାଇଛି। ଜମା ରହୁଥିବା ପାଣିକୁ ଯଦି କୌଣସି ଉପାୟରେ…

"ବିଭିନ୍ନ ବସ୍ତିରେ ସ୍ୱଚ୍ଛତା ଅଭିଯାନ ଫେଲ ମାରିଛି!"

ଉତ୍ପାଦନର ୬୦ ବର୍ଷ: ଆରଏସପିରେ ଲୌହ ପୁରୁଷ ସ୍ମାରକ

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତର ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନାରେ ଲୌହ ନିର୍ମାଣର ୬୦ ବର୍ଷର ସଫଳ ଯାତ୍ରାକୁ ଦର୍ଶାଉଥିବା ବ୍ଲାଷ୍ଟ ଫର୍ଣ୍ଣେସ ୧ ନିକଟରେ ନିର୍ମିତ ଏକ ଆକର୍ଷଣୀୟ ସ୍ମାରକ ଲୌହ ପୁରୁଷକୁ କାର୍ଯ୍ୟବିଭାଗର ଇଡ଼ି ଶୁଭେନ୍ଦ୍ର ଦାସ ଉଦଘାଟନ କରିଛନ୍ତି। ଏହି ଅବସରରେ ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ ଓ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉଦଘାଟନୀ ଉତ୍ସବରେ ଶ୍ରୀ ଦାସ ଆରଏସପି ତଥା ବିଶେଷ କରି ବ୍ଲାଷ୍ଟ ଫର୍ଣ୍ଣେସ ସାମୁଦାୟିକଙ୍କ ସୃଜନଶୀଳତା ଓ ପ୍ରତିବଦ୍ଧତାର ଉଚ୍ଚ ପ୍ରଶଂସା କରିଥିଲେ। ପ୍ରକାଶ ଥାଉକି, ସେଲର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସ ପାବର୍ତ୍ତୀ ୧୯୫୯ ମସିହା…

"ଉତ୍ପାଦନର ୬୦ ବର୍ଷ: ଆରଏସପିରେ ଲୌହ ପୁରୁଷ ସ୍ମାରକ"

ମଳମୂତ୍ର ତ୍ୟାଗ ବସ୍ତି ହେଲା ଗାଢାଟୋଲା ବସ୍ତି

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସହରକୁ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ସହରରେ ପରିଣତ କରିବା ପାଇଁ ଆରଏସସିଏଲ କର୍ତ୍ତୃପକ୍ଷ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୱାର୍ଡ ନଂ ୪ ଅଧିନରେ ଥିବା ଗାଢାଟୋଲା ବସ୍ତି ସମୂର୍ଣ୍ଣ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ବସ୍ତିରେ ପରିଣତ ହୋଇଛି। ଏହି ଅବସରରେ ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାହାରେ ମଳତ୍ୟାଗ କରିବାର ଭୟବହତା ସମ୍ପର୍କରେ ଉପସ୍ଥିତ ଅତିଥି ମାନେ ଲୋକ ମାନଙ୍କୁ ବୁଝାଇଥିଲେ। ବାହାରେ ମଳତ୍ୟାଗ ନକରିବା ପାଇଁ ଫାଉଣ୍ଡେସନ ପକ୍ଷରୁ ଲୋକଙ୍କୁ ବୁଝାଯାଇଥିଲା। ଶୌଚାଳୟ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯିବା ସହ ପୁସ୍ତକ ଓ ଭିଡ଼ିଓ ମାଧ୍ୟମରେ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା।…

"ମଳମୂତ୍ର ତ୍ୟାଗ ବସ୍ତି ହେଲା ଗାଢାଟୋଲା ବସ୍ତି"

ଶେଷରେ ହେକେଟ ରୋଡ଼ର ବାଇପାସ ରାସ୍ତା ଖୋଲିଲା

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ହେକେଟ ରୋଡ଼ ବନ୍ଦ ଓ ଖୋଲିବା ପ୍ରସଙ୍ଗରେ ଶେଷରେ ପୂର୍ଣ୍ଣଛେଦ୍ଧ ପଡ଼ିଛି। ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଓ ତାଙ୍କ ପ୍ରତିନିଧିମଣ୍ଡଳୀ, ଆରଏସପିର ବରିଷ୍ଠ ପଦାଧିକାରୀଙ୍କ ଦୀର୍ଘ ଘଂଟା ଆଲୋଚନା ପରେ ହେକେଟ ରୋଡ଼ ପାଖରେ ଥିବା ବାଇପାସ ରାସ୍ତାକୁ ଆରଏସପି ପକ୍ଷରୁ ମରାମତି କରାଯାଇ ସାମୟିକ ଭାବେ ସର୍ବସାଧାରଣଙ୍କ ଯାତାୟତ ନିମନ୍ତେ ଶନିବାର ଠାରୁ ଖୋଲି ଦିଆଯାଇଛି। ରାସ୍ତା ଖୋଲିବା ପରେ ଦକ୍ଷିଣ ରାଉରକେଲାବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ଅପରପକ୍ଷରେ ହେକେଟ ରୋଡ଼ ଖୋଲିବା ନେଇ ବିଜେଡ଼ି ପକ୍ଷରୁ ହେବାକୁ ଥିବା ଗଣ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ରାସ୍ତାରେ ଜମା ହୋଇଥିବା ସ୍ଲାଗକୁ ୨…

"ଶେଷରେ ହେକେଟ ରୋଡ଼ର ବାଇପାସ ରାସ୍ତା ଖୋଲିଲା"

ଜୁଏଲ ମୁକ୍ତିକାନ୍ତଙ୍କୁ ଖରାପ ବ୍ୟବହାର କରିନାହାନ୍ତି: ବିଜେପି

ରାଉରକେଲା ୩୦-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଖରିଆବାହାଲ ବସ୍ତିର ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁକ୍ତିକାନ୍ତ ଦିଲ୍ଲୀରେ ଗତ ୨୬ ତାରିଖରେ ପହଂଚିବା ପରେ ଜୁଏଲ ଓରାମଙ୍କ ଘରକୁ ଯାଇଥିଲେ। ସେଠାରେ ମୁକ୍ତିକାନ୍ତଙ୍କୁ ଜୁଏଲ କୌଣସି ଖରାପ ବ୍ୟବହାର ପ୍ରଦର୍ଶନ କରି ନାହାନ୍ତି ବୋଲି ରାଉରକେଲା ବିଜେପି ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ବରିଷ୍ଠ ନେତା ଧିରେନ ସେନାପତି ପ୍ରକାଶ କରିଛନ୍ତି। ଏହା କେବଳ ବିଜେଡ଼ି ଓ କଂଗ୍ରେସର ଶସ୍ତା ରାଜନିତୀ ବୋଲି ଧିରେନ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେଯେ, ମୁକ୍ତିକାନ୍ତଙ୍କ ପଦଯାତ୍ରା ଓ ତାଙ୍କ ଦ୍ୱାରା ଉଠାଯାଇଥିବା ଦାବିକୁ ଦଳ ସ୍ୱାଗତ କରୁଛି।…

"ଜୁଏଲ ମୁକ୍ତିକାନ୍ତଙ୍କୁ ଖରାପ ବ୍ୟବହାର କରିନାହାନ୍ତି: ବିଜେପି"

ମୌସୁମୀ ଖୋଲିଲା ଆରଏସି ଗୁମର! ବର୍ଷାରେ ବସ୍ତି ବାସିନ୍ଦା ବେହାଲ

ରାଉରକେଲା ୨୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଗତକାଲି ଠାରୁ ମୌସୁମିଜନିତ ବର୍ଷା ସକ୍ରୀୟ ହେବା ଫଳରେରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଜନଜୀବନ ପ୍ରଭାବିତ ହୋଇଥିବା ଖବର ମିଳିଛି। ରାଉରକେଲାର ବାସନ୍ତୀ କଲୋନୀର ହରିପୁର ବସ୍ତି, ଡେଲିମାର୍କେଟ, ଟିମ୍ବର କଲୋନୀ, ଗୋପବନ୍ଧୁପାଲ୍ଲୀ ସମେତ ୨୦ରୁ ଉର୍ଦ୍ଧ ବସ୍ତିରେ ବର୍ଷା ପାଣି ପଶିବା ଦ୍ୱାରା ଆରଏମସିର ଗୁମର ଖୋଲି ଯାଇଛି। ଦକ୍ଷିଣ ରାଉରକେଲାର ବିଭିନ୍ନ ବସ୍ତି ଅଂଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦା ବର୍ଷା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହିଭଳି ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳର କିଛି ଜାଗାରେ ଡ୍ରେନରେ ବର୍ଷା ପାଣି ପଶି ଯିବା ଦ୍ୱାରା ଏହା ପୁର୍ଣ୍ଣ ହୋଇଯିବା ପରେ…

"ମୌସୁମୀ ଖୋଲିଲା ଆରଏସି ଗୁମର! ବର୍ଷାରେ ବସ୍ତି ବାସିନ୍ଦା ବେହାଲ"

ଥମୁନି ହେକେଟ ରୋଡ଼ ତାତି

ରାଉରକେଲା ୨୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦକ୍ଷିଣ ରାଉରକେଲା ସ୍ଥିତ ରଙ୍ଗୋଲି ଛକ ଶିବମନ୍ଦିର ପ୍ରାଙ୍ଗଣରେ ଦକ୍ଷିଣ ରାଉରକେଲା ନାଗରିକ ମିଳିତ ମଂଚର ଆହ୍ୱାନ କ୍ରମେ ଶତାଧିକ ଜନସାଧାରଣ, ଜନପ୍ରତିନିଧି, ଯୁବବର୍ଗ, ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ତଥା ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ଅଜୟ ଶର୍ମାଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଥିଲା। ଏହି ସଭାରେ ଦଳମତ ନିର୍ବିଶେଷରେ ହେକେଟ ରାସ୍ତା ଅବରୋଧ ବିରୁଦ୍ଧରେ ବ୍ୟାପକ ପ୍ରତିକ୍ରିୟା ପରିପ୍ରକାଶ ପାଇଥିଲା। ପ୍ରକାଶ ଥାଉକି, ଉକ୍ତ ରାସ୍ତାଦେଇ ବଣାଇଁ ଠାରୁ ଦେଓଗାଁ ପର୍ଯ୍ୟନ୍ତ ଏକ ବ୍ୟାପକ ଅଂଚଳରୁ ପ୍ରତିଦିନ ୫ ହଜାରରୁ ଉର୍ଦ୍ଧ ଜନସାଧାରଣ, ବିଦ୍ୟାର୍ଥୀ, ଶ୍ରମିକ, ବ୍ୟବସାୟୀ ବିଭିନ୍ନ କାର୍ଯ୍ୟ ତଥା ଡାକ୍ତରଖାନାକୁ ଛୋଟବଡ଼…

"ଥମୁନି ହେକେଟ ରୋଡ଼ ତାତି"

‘ଫୁଡ଼କୋର୍ଟ ବରୋଧରେ କୁଚକ୍ରାନ୍ତ କରାଯାଉଛି

ରାଉରକେଲା ୨୯-୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସେକ୍ଟର-୧୯ ଠାରେ ଥିବା ଫୁଡକୋର୍ଟ ବିରୋଧରେ କିଛି ଲୋକ କୁଚ୍ରକାନ୍ତ କରି ସୋସିଆଲ ମିଡ଼ିଆରେ ଅପପ୍ରଚାର କରିଛନ୍ତି ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସଭାପତି ଶଙ୍କର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ, ଫୁଡ଼କୋର୍ଡରେ କେବେ ମଧ୍ୟ ଦୂଷିତ ପାଣି ବ୍ୟବହାର କରାଯାଏ ନାହିଁ। ଫୁଡକୋର୍ଟ ପରିଚାଳନା ପାଇଁ ଆରଏସପି ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ ରହିଛି। ଏହା ଆରଏସପି ଗାଇଡ଼ ଲାଇନ ଅନୁସାରେ ପରିଚାଳନା କରାଯାଏ। ଆରଏସପି ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଶୁଦ୍ଧ ଜଳରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକ ମାନଙ୍କୁ ଉନ୍ନତ ମାନର ଖାଦ୍ୟ ପରିବେଷଣ କରାଯାଏ। ସୋସିଆଲ…

"‘ଫୁଡ଼କୋର୍ଟ ବରୋଧରେ କୁଚକ୍ରାନ୍ତ କରାଯାଉଛି"