ତୈଳ ଦର ବୃଦ୍ଧି, ଚିନ୍ତାରେ ଦ୍ରୁତଗାମୀ ବସ ମାଲିକ: ଭଡ଼ା ବୃଦ୍ଧି ଚିନ୍ତାରେ ଯାତ୍ରୀ

ରାଉରକେଲା ୬-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦିନକୁ ଦିନ ବଢିବାରେ ଲାଗିଛି ତେଲ ଦର। ପ୍ରତ।ମସରେ ଡିଜେଲ ଓ ପେଟ୍ରୋଲ ଦର ଏକ ପଇସାରୁ ଦୁଇ ପଇସାକୁ ବୃଦ୍ଧି ପାଉଛି। ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା। ଏପରିକି ଦ୍ରୁତଗାମୀ ବସ ଚଳାଚଳ କରୁଥିବା ବସ ମାଲିକ ମାନଙ୍କୁ ମଧ୍ୟ ତେଲ ଦର ବଢିବା ଯୋଗୁ ବସ ଚଳାଚଳରେ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ସହରର କିଛି ବସ ମାଲିକ ବାରମ୍ବାର କ୍ଷତିର ସମ୍ୁଖୀନ ହୋଇ ଶେଷରେ ଦୂରଗାମୀ ବସ ଚଳାଚଳକୁ ବନ୍ଦ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି, ନବେ ଦଶକରେ ରାଉରକେଲାରେ ପ୍ରଥମେ ଏକ…

"ତୈଳ ଦର ବୃଦ୍ଧି, ଚିନ୍ତାରେ ଦ୍ରୁତଗାମୀ ବସ ମାଲିକ: ଭଡ଼ା ବୃଦ୍ଧି ଚିନ୍ତାରେ ଯାତ୍ରୀ"

ମିଳିତ ମଚଂର ଖାତା ମୂଲ୍ୟାୟନ ବର୍ଜନ

ପୁରୀ, ୦୫/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : -ବୁଧବାର ଠାରୁ ଆରମ୍ଭ ହୋଇଛି +୨ ପରିକ୍ଷା ଖାତା ମୂଲ୍ୟାୟନ। ତେବେ ଖାତା ମୂଲ୍ୟାୟନକୁ ବର୍ଜନ କରିଛି ଓଡିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଏସ୍ ଏସି ଏସ୍ କଲେଜ୍ ମୂଲ୍ୟାୟନ କେନ୍ଦ୍ର ଫାଟକ ନିକଟରେ ଧାରଣା ଦେବା ସହ ମୂଲ୍ୟାୟନ ବର୍ଜନ କରିଛନ୍ତି ମିଳିତ ମଞ୍ଚର ସଦସ୍ୟ। ମିଳିତ ମଚଂର ଆବାହକ ମହେନ୍ଦ୍ର ରଣସିଂହ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶଙ୍କର ସୁବୁଦ୍ଧି, ସୁକାନ୍ତ ବେହେରା, ସୁରଜ ସ୍ୱାଇଁ, ଦେବାଶିଷ୍ ଜେନା, ବିଶ୍ୱନାଥ ସୀମନ୍ତରାୟ ଦେବଦତ୍ତ ମିଶ୍ର, ସରୋଜିନୀ ମିଶ୍ର କୃଷ୍ଣ ଦାଶ, ଜାମିନି କାନ୍ତ ନାୟକ। ଶୈଳେନ୍ଦ୍ର ସେନାପତି, ମାନସ ରଂଜନ…

"ମିଳିତ ମଚଂର ଖାତା ମୂଲ୍ୟାୟନ ବର୍ଜନ"

ତ୍ରିଶକ୍ତି କ୍ଲବ ସମ୍ବର୍ଦ୍ଧନା ସଭା

ପୁରୀ, ୦୫/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବାଲି ସାହି ତ୍ରିଶକ୍ତି କ୍ଲବ ଆନୁକଳଲ୍ୟରେ ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମରେ ନବନିଯୁକ୍ତ ଅଧ୍ୟକ୍ଷ ରାମକୃଷ୍ଣ ଦାସ ମହାପାତ୍ର ଙ୍କ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପେକ୍ଷୀରେ ଶ୍ରୀଦାସ ମହାପାତ୍ରଙ୍କୁ ଦକ୍ଷୀଣକାଳୀ ଛକ ନିକଟରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ତେଲି ପଡିଆ ନିକଟକୁ ପାଛୋଟି ନେଇଥିଲେ। କୁବେର ମଣ୍ଡପରେ ଆଯୋଜିତ ଏହି ସମ୍ବର୍ଦ୍ଧନା ସଭାକୁ ସଂଯୋଜନା କରିଥିଲେ ତ୍ରିଶକ୍ତି କ୍ଳବର ସଂପାଦକ ନାରାୟଣ ସାହୁ, ନିଜର ସ୍ୱାଗତ ଭାଷଣରେ ଆଗାମୀ ଦିନରେ କ୍ଲବ୍ର ଉନ୍ନତି କଲେ କାର୍ଯ୍ୟ ତ୍ୱରାନୀତ କରିବାକୁ ସେ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ କ୍ଲବ ପଡରୁ କର୍ମକର୍ତା ଓ ସଦସ୍ୟମାନେ ଶ୍ରୀ…

"ତ୍ରିଶକ୍ତି କ୍ଲବ ସମ୍ବର୍ଦ୍ଧନା ସଭା"

ସ୍ୱଛ ଭାରତ ଅଭିଯାନ

ପୁରୀ, ୦୫/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସ୍ୱଛ ଭାରତ ଅଭିଯାନରେ ରାମମନ୍ଦିର ନିକଟସ୍ଥ ତେଲୁଗୁ ସାହିର ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଧନଲକ୍ଷ୍ମୀ ଆରୋଗ୍ୟ ସମିତି ପକ୍ଷରୁ ଏହି ସଫେଇ କାର୍ଯ୍ୟ କରାଯାଇଥିଲା। ପୌରସଦସ୍ୟ ବଳରାମ ରେଡ୍ଡୀ ସଫେଇ କାର୍ଯ୍ୟଶ୍ରମରେ ଯୋଗଦାନ କରି ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ରାଜଶ୍ୱରୀ ରେଡ୍ଡୀ, କେ ରମା ରେଡ୍ଡୀ, ଏସ୍ ରମେଶ, ମିଟୁ ବାରିକ, ବି କ୍ରିଷ୍ଣା ପାତ୍ର, ସରସ୍ୱତୀ ରେଡ୍ଡୀ, ଆର୍ ତୁଳସୀ ରେଡ୍ଡୀ, ସୁଭଦ୍ରା ରେଡ୍ହୀ, ରାବଣା ରେଡ୍ଡୀଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ମହିଳା ଏହି ସଫେଇ କାର୍ଯ୍ୟଶ୍ରମରେ ଅଂଶଗ୍ରହଣ କରି ଶ୍ରମଦାନ କରିଥିବା ବେଳେ ପୌର ସଫେଇ କର୍ମଚାରୀମାନେ ସହଯୋଗ କରିଥିଲେ। ବସ୍ତିର…

"ସ୍ୱଛ ଭାରତ ଅଭିଯାନ"

ରଥ ଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟୀ ବୈଠକ

ପୁରୀ, ୦୫/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି ରଥଯାତ୍ରା ସମନ୍ୱୟ ପ୍ରଥମ ବୈଠକ। ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ ସମ୍ମୀଳନୀ କକ୍ଷଠାରେ ଆୟୋଜିତ ପ୍ରଥମ ସମନ୍ୱୟ କମିଟୀ ବୈଠକରେ କେନ୍ଦାଞ୍ଚଳ ରାଜସ୍ୱ ଆୟୁକ୍ତ ଡି ଭି ସ୍ୱାମୀ ଅଧ୍ୟକ୍ଷତା କରି କହିଲେ ଯେ ଯାତ୍ରାକୁ ଶୃଙ୍ଖଳାର ସହ ସମ୍ପୂର୍ଣ୍ଣ କରିବାକୁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ବିଭିନ୍ନ କାର୍ଯ୍ୟର ସେ ସମୀକ୍ଷା କରିଥିଲେ। ଜିଲ୍ଳାପାଳ ଅରବିନ୍ଦ ଅଗ୍ରଓ୍ବାଲ୍ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟ ସୁଚି ଉପସ୍ଥାପନ କରିଥିଲେ। ବୈଠକରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏସ୍ ପି ଡଃ ସାର୍ଥକ ଷଡଙ୍ଗୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ…

"ରଥ ଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟୀ ବୈଠକ"

ରତ୍ନଭଣ୍ଡାର ସୁରକ୍ଷା ଦାବିରେ ଜଗନ୍ନାଥ ସେନାର ଦୀପଦାନ

ପୁରୀ, ୦୪/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶ୍ରୀଜୀଉଙ୍କ ରତ୍ନଭଣ୍ଡାରର ସୁରକ୍ଷା ଦାବି କରିଛି ଶ୍ରୀଗନ୍ନାଥ ସେନା। ଏ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ତୀବ୍ର ନିନ୍ଧା କରିଛି ସେନା।ରତ୍ନଭଣ୍ଡାର ରସୁରକ୍ଷା ଦାବିରେ ସେନାପକ୍ଷରୁ ବୁଧବାର ପୂର୍ବାହ୍ନରେ ଅରୁଣ ସ୍ତମ୍ବ ନିକଟରେ ସାମୁହିକ ଦୀପଦାନ କରାଯାଇଥିଲା।ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଦୀପଦାନ କରାଯାଇଥିଲା।ସାମାଜୀକ କର୍ମୀ ଚିନ୍ମୟ ଦାସଙ୍କ ସମେତ ସେନାର ସଦସ୍ୟମାନେ ସିଂହ ଦ୍ୱାରରେ ଦୀପଦାନ କରିବା ସହ ସରକାରଙ୍କୁ ମହାପ୍ରଭୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି କାମନା କରିଥିଲେ। ବୁଧବାର ରତ୍ନଭଣ୍ଡାର ଯାଚଂ ହୋଇଥିବାବେଳେ ସେନାର କର୍ମକର୍ତାମାନେ ସିଂହଦ୍ୱାରରେ ଦୀପଦାନ କରିବମା ବିଶେଷ ଗୁରୁତ୍ୱ ବହନ କରିଛି।ସେନା ଅଭିଯୋଗ କରିଛି ଯେ ଭଣ୍ଡାର ରକ୍ଷକଙ୍କ…

"ରତ୍ନଭଣ୍ଡାର ସୁରକ୍ଷା ଦାବିରେ ଜଗନ୍ନାଥ ସେନାର ଦୀପଦାନ"

ବେକରେ ଫିତା ଲଗାଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତ୍ମହତ୍ୟା

ପୁରୀ, ୦୪/୦୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଇଶ୍ଡୋର ଷ୍ଟାଡିୟମ ନିକଟରେ ଝାଉଁ ଜଙ୍ଗଲରେ ଜନୈକ ଆମ୍ବୁଲାନ୍ସ୍ ଡ୍ରାଇଭର ବେକରେ ଫିତା ଲଗାଇ ଆତ୍ମହତ୍ୟା କରିଛନ୍ତି।ଡ୍ରାଇଭର ଜଣଙ୍କ ବସ୍ତାବନ୍ଧାଯାଉଥିବା ଫିତାକୁ ବେକରେ ବାନ୍ଧି ଝାଉଁଗଛରେ ଓହଳି ପଡିଥିବା ଦେଖାଯାଇଛି।ମୃତ ଡ୍ରାଇଭର ର ନାମ ଅକ୍ଷୟ କୁମାର ଦାସ ଓ ସେ ଅଠରନଳା ପାଟଣାରେ ଘରଭଡା କରି ରଡୁଥିବା ପୋଲିସ୍ ସୁତ୍ରରୁ ଜଣା ପଡିଛି।ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ୍ ରହିଥିବା ବେଳେ ଚକ୍ରତୀର୍ଥ ଫାଣ୍ଡି ପହଚିଂ ଝାଉଁ ଗଚରୁ ଡ୍ରାଇଭରଙ୍କ ଝୁଲନ୍ତା ଶବକୁ ଜବତ କରିଛି।ପୋଲିସ୍ ସୁତ୍ରରୁ ମିଳିଥିବା ସୂଚନା ଅନୁଯାଇ ମଙ୍ଗଳବାର ଦିନ ଅକ୍ଷୟ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।ଏନେଇ ତାଙ୍କର ସ୍ତ୍ରୀ ମଧ୍ୟ ସଦରଥାନାରେ…

"ବେକରେ ଫିତା ଲଗାଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତ୍ମହତ୍ୟା"

ଯୋଗ ପ୍ରଶିକ୍ଷଣ ଶିବିର

ପୁରୀ, ୦୪/୦୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶିକ୍ଷାବିକାଶ ସମିତି ଆନୁକୂଲ୍ୟରେ ମଧୁବନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଦୁଇଦିନିଆ ସମ୍ଭୀ ସ୍ତରୀୟ ଯୋଗ ପ୍ରଶିକ୍ଷଣ ମାନଙ୍କର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ପୁରୀ, ଖୋର୍ଦ୍ଧା, ନୟାଗଡ ଜିଲ୍ଳା ର ୫୦ ଜଣ ଯୋଗ ପ୍ରଶିକ୍ଷକ ଯୋଗଦାନ କରିଥିଲେ। ଶିତବିରରେ ଆର୍ନ୍ତଜାତିକ ଯୋଗପାଳନ ସଂମ୍ପର୍କରେ ଚର୍ଚ୍ଚା କରାଯାଇଥିଲା।ଶିବିରରେ କ୍ରିଡା ଭାରତୀର ସଂଯୋଜକ ରଘୁନାଥ ସାହୁ, ରମାବଳ୍ଳଭ ମହାପାତ୍ର, ତୁଷାର ରଞନ ଦାସ, ପ୍ରସନ୍ନ ମହାନ୍ତି, ବିାଚିଂ ମହାପାତ୍ର ପ୍ରାାନ୍ତ କୁମାର ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ଯୋଗ ସଂମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସର୍ବେଶ୍ୱର ବିଶୋଇ…

"ଯୋଗ ପ୍ରଶିକ୍ଷଣ ଶିବିର"

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଚଂ କାର୍ଯ୍ୟ ଶେଷ :ଖୋଲି ପାରିଲାନି ଭିତର ଭଣ୍ଡାର ଘର

ପୁରୀ, ୦୪/୦୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଚଂ ପ୍ରକ୍ରିୟା ଶେଷ ହୋଇଛି।ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଦ୍ଦେଶ ପରିଚାଳନା କମିଟି ଓ ଛତିଶା ନିଯୋଗ ଆଲୋଚନା ଏବଂ ସବ୍କମିଟିର ନିଷ୍ପତି ଉପରେ ରତ୍ନଭଣ୍ଡାର ଯାଚଂ ପାଇଁ ନିଷ୍ପତି ହୋଇଥିଲା ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଥିଲା।୧୭ଜଣିଆ କମିଟି ଦ୍ୱାରା ଏହି ଯାଚଂ ପ୍ରକ୍ରିୟା ଶେଷ ହୋଇଛି। କେବଳ ରତ୍ନଭଣ୍ଡାରପ୍ରଥମ କଠୋରୀ ଖୋଲାଯାଇଥିଲା ଯାଚଂ ସମୟରେ ବାହାର ରତ୍ନଭଣ୍ଡାର ପ୍ରତମ କୋଠରୀରେ ଅଳନ୍ଧୁ ଓ ଧୂଳି ଜମିଥିବା ଦେଖିବାକୁ ପାଇଥିଲେ। ଯାଚଂଦଳ।ଏହାକୁ ସଫାକରାଯାଇ ପ୍ରଥମ କୋଠରୀର କାନ୍ଥ, ଛାତ, ଓ ଚଟାଣ ଯାଚଂ କରାଯାଇଥିଲା। କିନ୍ତୁ ଦ୍ୱିତିୟ ଭଣ୍ଡାର ଖୋଲାଯାଇପାରିନାହିଁ ଫ, ରେ…

"ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଚଂ କାର୍ଯ୍ୟ ଶେଷ :ଖୋଲି ପାରିଲାନି ଭିତର ଭଣ୍ଡାର ଘର"

ବଢିଲା ତେଲ ଦର ଖାଉଟି ଅସନ୍ତୁଷ‌୍ଟ

ପୁରୀ, ୦୪/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଦେଶରେ ତୈଳ ଦର ଏବେ ରେର୍କଡ ସ୍ତରରେ ପହଚିଂଛି। ଯାହାକୁ ନେଇ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉପଭୋକ୍ତା। ପେଟ୍ରୋଲ୍ ଦର ଲିଟର ପିଛା ୪ବର୍ଷର ସର୍ବୋଚ୍ଚ ୭୩ ଟଙ୍କା ୭୩ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ମୂଲ୍ୟ ସର୍ବକାଳୀନ ରେର୍କଡ଼ ଲିଟର ପିଛା ରାଜଧାନୀରେ ୬୪ ଟଙ୍କା ୫୮ ପଇସାରେ ପହଂଚିଛି। ତୈଳ ମୂଲ୍ୟରେ ଏହି ବୃଦ୍ଧି ସରକାରଙ୍କ ପାଇଁ ଉତ୍ପାଦ ଶୁଳ୍କର ହ୍ରାସ ଘଟାଇବା ନିମନ୍ତେ ଏକ ସତର୍କ ଘଟିଂ ପାଲଟିଛି। ୨୦୧୭ ଜୁନ ରୁ ବିଭିନ୍ନ ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକ ଦୈନିକ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ରେ ସଂଶୋଧନ କରୁଛନ୍ତି। ରାଷ୍ଟ୍ରାୟତ…

"ବଢିଲା ତେଲ ଦର ଖାଉଟି ଅସନ୍ତୁଷ‌୍ଟ"